ବାରିପଦା କୋଭିଡ ହସ୍ପିଟାଲର ନ-ଗ୍ନ ଚିତ୍ର, ନିଜ ଆଖିରେ ନ ଦେଖିଲେ ବିଶ୍ଵାସ ହେବନି, ଦେଖନ୍ତୁ ଭାଇରାଲ Video

କୋରୋନାର ଦିତୀୟ ଲହର ଏପରି ମାତ୍ରାରେ ବ୍ୟାପିବାରେ ଲାଗିଛି ଯାହାର ପରିଣାମ ଆଗକୁ କଣ ହେବ ତାହା କହି ହେଉ ନାହି । କୋରୋନା ରୋଗୀଙ୍କୁ ଭଲ ଭାବେ ଚିକିତ୍ସିତ କରିବା ପାଇଁ ଆମ ଦେଶରେ ଅନେକ ପ୍ରକାରର କୋଭିଡ ହସ୍ପିଟାଲ କରା ଯାଇଛି ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ କେବେ ବି ଶୁଣି ନ ଥିବେ । ଏହି ଘଟଣାଟି ବାରିପଦାର ଏକ କୋଭିଡ ହସପିଟାଲର ହୃଦୟ ବିଦାରକ ଦ୍ରୁଶ୍ଯ ଅଟେ । ଏହି ହସପିଟାଲରେ କୋରୋନାରେ ଆ-କ୍ରା-ନ୍ତ ହୋଇଥିବା ରୋଗୀଙ୍କ ସହ କିଛି ଏଭଳି ବ୍ୟବହାର କରା ଯାଉଛି ଯାହା ଅତି ଲ-ଜ୍ୟା-ଜ-ଣ-କ ଅଟେ । ଏହି ହସପିଟାଲରେ ରୋଗୀ ମାନଙ୍କର ସଠିକ ଭାବେ ଚିକିତ୍ସା କରା ଯାଉ ନାହି । ଏଠାରେ କୌଣସି ନର୍ସ ବା ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ନାହାନ୍ତି ।

ସେଥିପାଇଁ ଏହି ହସପିଟାଲର ଡାକ୍ତର ମାନେ ରୋଗୀଙ୍କ ସହ ଏତେ କଦର୍ଯ୍ୟ ବ୍ୟବହାର କରୁଛନ୍ତି ଯାହା କହିବା ସମ୍ଭବ ହେଉ ନାହି । ଏଠାରେ କେହି ରୋଗୀ ତଳେ ପଡିଛି ତ ଆଉ କେହି ରୋଗୀ ବାଥରୁମ ରେ ପଡିଥିବାର ଦୃଶ୍ୟମାନ ହେଉଛନ୍ତି । ସେଠିକାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯେଉଁ କୋରୋନା ରୋଗୀ ଭରସା କରି ଏହି ହସପିଟାଲକୁ ଆସୁଛନ୍ତି ସେମାନଙ୍କର ଏତେ ଖରାପ ଦୁ-ର୍ଦ-ଶା ହେଉଛି ଯାହା କଳ୍ପନା ବାହାରେ ଅଟେ ।

ଏହି ହସପିଟାଲ ଯିଏ ଚଲାଉଛନ୍ତି ସେ କେବେଳ ଟଙ୍କା ଲୋଭରେ ରୋଗୀ ମାନଙ୍କୁ ରଖି ତାଙ୍କ ସହ ବହୁତ ଅ-ସ-ଦା-ଚ-ର-ଣ ବ୍ୟବହାର କରିବା ସହ ସେମାନଙ୍କର ଠିକ ଭାବେ ଚିକିତ୍ସା କରାଯାଉ ନାହି । ଏହି ହସପିଟାଲରେ ଏପରି ପରିସ୍ଥିତି ଯୋଗୁ ଅନେକ କୋରୋନା ରୋଗୀଙ୍କର ମୃ-ତ୍ୟୁ-ବ-ର-ଣ ହୋଇ ସାରିଲାଣି । ଏହି ହସପିଟାଲରେ ରୋଗୀ ମାନଙ୍କୁ ପଶୁ ଭଳି ବ୍ୟବହାର କରା ଯାଉଛି ।

ଏହି ଦ୍ରୁଶ୍ଯଟି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଥିବାରୁ ଜିଲ୍ଲାପାଳ ଆସି ସେଠାରେ ଅନୁଧ୍ୟାନ କରିଥିଲେ ଓ ଆଗକୁ ଏପରି ହେବ ନାହି ବୋଲି ନିଜ ମତରେ କହିଛନ୍ତି । ଏହି ହସପିଟାଲରେ ରୋଗୀ ମାନେ ଊ-ଲ-ଗ୍ନ ଅବସ୍ଥାରେ ପଡିଛନ୍ତି କିନ୍ତୁ ଜିଲ୍ଲାପାଳ କହୁଛନ୍ତି ଏଠାରେ ସବୁ କିଛି ସଠିକ ସୁବିଧା ମିଳିଛି ।

ଏହି ହସପିଟାଲରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଷ୍ଟ୍ରାଇକ କରିଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ମିଳୁ ନାହି । ସ୍ୱାସ୍ଥ୍ୟ କର୍ମୀ ଲିପିକା ପ୍ରଧାନଙ୍କ କହିବା ଅନୁସାରେ ସେମାନେ କୋରୋନା ରୋଗୀଙ୍କର ସେବା କରିବାକୁ ଚାହୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କୁ ଏ ଦାୟିତ୍ଵ ଦେବକୁ ମନା କରି ଦେଇଛନ୍ତି ।

କାରଣ ସେ ଓ ଓଡିଶାର ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନେ ଆନ୍ଦୋଳନ କରିଥିବାରୁ ତାଙ୍କୁ ଏହି ପଦରେ ଆଉ ନିଯୁକ୍ତି ଦିଆଯାଉ ନାହି । ଏଭଳି ଏକ ନିନ୍ଦନୀୟ ଓ ଲ-ଜ୍ୟା-ଜ-ନ-କ ଘ-ଟ-ଣା ଆଗକୁ ଯେପରି ନ ହୁଏ ସେଥିପ୍ରତି ରାଜ୍ୟପାଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧ୍ୟାନ ଦେବା ଉଚିତ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।