ଶାରୀରିକ ସମ୍ବନ୍ଧ ବନାଇବା ପରେ ସବୁ ପୁରୁଷମାନଙ୍କ ଶରୀରରେ ଆସିଥାଏ ଏହି ୩ ଟି ବଡ ପରିବର୍ତ୍ତନ, ଜାଣନ୍ତୁ ତାହା କଣ

ଶାରୀରିକ ସମ୍ବନ୍ଧ କରିବା ସବୁ ବ୍ୟକ୍ତିଙ୍କ ପାଇଁ ଜୀବନର ସବୁଠୁ ସୁଖମୟ ସମୟ ହୋଇଥାଏ । ଶାରୀରିକ ସମ୍ବନ୍ଧ କରିବା ଦ୍ଵାରା କେବଳ ଖୁସି ହିଁ ମିଳି ନ ଥାଏ ଏହା ଛଡା ଶରୀରରେ କେତେ ପରିବର୍ତ୍ତନ ବି ହୋଇଥାଏ । ସମସ୍ତେ ଶାରୀରିକ ସମ୍ବନ୍ଧ ତ କରନ୍ତି କିନ୍ତୁ ସମସ୍ତଙ୍କୁ ଏହା ଜଣା ନ ଥାଏ କି ଶାରିରୀକ ସମ୍ବନ୍ଧ କରିବା ଦ୍ଵାରା ଶରୀରରେ କଣ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଶାରୀରିକ ସମ୍ବନ୍ଧ କରିବା ପରେ ପୁରୁଷମାନଙ୍କ ଶରୀରରେ କଣ ପରିବର୍ତ୍ତନ ହୋଇଥାଏ । ଆସନ୍ତୁ ଜାଣିବା ସମ୍ବନ୍ଧ କରିବା ପରେ ପୁରୁଷମାନଙ୍କ ଶରୀରରେ କଣ ପରିବର୍ତ୍ତନ ହୋଇଥାଏ ।

ହାର୍ମୋନ୍ସରେ ପରିବର୍ତ୍ତନ

ଗୋଟିଏ ରିସର୍ଚ ଅନୁସାରେ ଏହା ପ୍ରମାଣିତ ହୋଇଛି କି ଶାରୀରିକ ସମ୍ବନ୍ଧ କରିବା ପରେ ପୁରୁଷମାନଙ୍କ ଶରୀରରେ ସବୁଠୁ ବଡ ହାର୍ମୋନ୍ସରେ ପରିବର୍ତ୍ତନ ହୋଇଥାଏ । ଶାରୀରିକ ସମ୍ବନ୍ଧ କରିବା ପରେ ପୁରୁଷମାନଙ୍କ ଶରୀରରେ ଏଂଡ୍ରୋଜେଂସର ସଂଖ୍ୟା ବଢିଯାଏ । ଯେଉଁ କାରଣରୁ ପୁରୁଷମାନଙ୍କ ଶରୀରରେ ଏଂଡ୍ରୋଜେଂସ ସନ୍ତୁଳିତ ହୋଇଯାଏ ।

ଚିନ୍ତାରୁ ମୁକ୍ତି

ଶାରୀରିକ ସମ୍ବନ୍ଧ କରିବା ପରେ ପୁରୁଷମାନଙ୍କ ଶରୀରରେ ଅକ୍ସୀଟୋସିନ ନମକ ହାର୍ମୋନ୍ସରେ ବି ପରିବର୍ତ୍ତନ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଚିନ୍ତାର ଅଛି ତ ଶାରୀରିକ ସମ୍ବନ୍ଧ ରଖିବା ପରେ ତାହାର ଶରୀରରେ ଥିବା ଅକ୍ସୀଟୋସିନ ନାମକ ହାର୍ମୋନ୍ସରେ ବହୁତ ପରିବର୍ତ୍ତନ ହୋଇଥାଏ । ଯେଉଁ କାରଣରୁ ସେହି ବ୍ୟକ୍ତିକୁ ଚିନ୍ତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଓଜନରେ ପରିବର୍ତ୍ତନ

ଶାରୀରିକ ସମ୍ବନ୍ଧ କରିବା ପରେ ପୁରୁଷମାନଙ୍କ ଶରୀରରେ ତୃତୀୟ ଚେଞ୍ଜେସ ଏହା ହୋଇଥାଏ କି ଶାରୀରିକ ସମ୍ବନ୍ଧ କାରଣରୁ ପୁରୁଷଙ୍କ କ୍ୟାଲୋରି ବର୍ନ ହୋଇଥାଏ । ଯେଉଁ କାରଣରୁ ପୁରୁଷମାନଙ୍କ ଓଜନ ପୂର୍ବ ଅପେକ୍ଷା କମ ହୋଇଯାଏ । ଏହା ଶିଆତ ପୁରୁଷମାନଙ୍କୁ କିଛି ସମୟ ପାଇଁ କମଜୋରି ଲାଗିଥାଏ । କିନ୍ତୁ ଶାରିରୀକ ସମ୍ବନ୍ଧ କରିବାର କିଛି ସମୟ ପରେ ପୁରୁଷଙ୍କ ଶରୀରର ପୂର୍ବ ଭଳି ହିଁ ହୋଇଯାଏ ।