ଝିଅଟିର ଇ-ଜ୍ଜ-ତ ବଞ୍ଚାଇବାକୁ ଦେଖନ୍ତୁ ଭାରତୀୟ ଯ-ବା-ନ ଜଣଙ୍କ କଣ କଲେ, ପୁରା Video ଦେଖିଲେ ଆପଣ ବି କରିବେ ସଲାମ !

ଆଜିକାଲି ଦୁନିଆରେ ଘ-ଟୁ-ଥି-ବା ବିଭିନ୍ନ ପ୍ରକାର ଘୃ-ଣ୍ୟ ଓ କୃ-ର ଘ-ଟ-ଣା ସବୁ ଶୁଣିଲେ ଏମିତି ଲାଗେ ସତେ ଯେମିତି ଧୀରେ ଧୀରେ ଦୁନିଆରୁ ମଣିଷପଣିଆ ଲୋ-ପ ପାଇଗଲାଣି । କିନ୍ତୁ ଆମେ ଆଜି ଆପଣଙ୍କୁ ଏହିପରି ଗୋଟିଏ ସତ୍ୟ ଘ-ଟ-ଣା ବିଷୟରେ କହିବୁ ଯାହା ଶୁଣିଲେ ବା ଦେଖିଲେ ଆପଣ ବିଶ୍ଵାସ କରିପାରିବେ କି ଦୁନିଆରେ ଆଜି ମଧ୍ୟ ଅନେକ ସହୃଦୟ ବ୍ୟକ୍ତି ଅଛନ୍ତି । ଏହି ଘ-ଟ-ଣା ସମ୍ପର୍କରେ ଶୁଣିଲେ ଜଣେ ଭାରତୀୟ ବୋଲି ଆପଣଙ୍କ ଛାତି ମଧ୍ୟ ଗର୍ବରେ ଫୁଲି ଉଠିବ ।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ଯୁରିଟି ଫୋର୍ସ ଅର୍ଥାତ CISF, ଆଜିକାଲି ଏମାନଙ୍କ ସହ ସମ୍ପୃକ୍ତ ଏକ ଭି-ଡି-ଓ ଇ-ଣ୍ଟ-ର-ନେ-ଟରେ ଖୁବ ତୀବ୍ର ଗତିରେ ଭା-ଇ-ରା-ଲ ହେଉଛି । ଏହି ଭା-ଇ-ରା-ଲ ଭି-ଡି-ଓ-ଟି ଦିଲ୍ଲୀର ଜନକପୁରୀ ୱେଷ୍ଟ ମେଟ୍ରୋ ଷ୍ଟେସନର ବୋଲି କୁହାଯାଉଛି । ସେଠାରେ ଯ-ବା-ନ ଜଣଙ୍କ କିଛି ଏପରି କାର୍ଯ୍ୟ କରିଥିଲେ ଯାହା ଦେଖି ପ୍ରତ୍ଯେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲିଯିବ ।

ଘ-ଟ-ଣା ମୁତାବକ ନି-ଶା ନାମକ ଜଣେ ଯୁ-ବ-ତୀଙ୍କୁ କୌଣସି କାରଣ ବ-ଶ-ତଃ ଆ-ଘା-ତ ଲାଗି ଯାଇଥିଲା । ଯାହା ପରେ ଘ-ଟ-ଣାସ୍ଥଳରେ ମ-ହ-ଜୁ-ଦ ଥିବା ଏହି ଯ-ବା-ନ-ମା-ନେ କିଛି ଚିନ୍ତା ନ କରି ଯୁ-ବ-ତୀଙ୍କୁ ପ୍ରଥମେ ପାଖରେ ଥିବା ଗୋଟିଏ ହସ୍ପିଟାଲକୁ ନେଇଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

କିନ୍ତୁ ଝିଅଟି ପିନ୍ଧିଥିବା ଡ୍ରେସ ଚି-ରି ଯାଇଥିବାରୁ ସେହି ଯ-ବା-ନ ମାନଙ୍କ ମଧ୍ୟରୁ ଜଣେ ଯ-ବା-ନ ନିଜେ ପିନ୍ଧିଥିବା ୟୁନିଫର୍ମ କାଢି ଦେଇ ସେଥିରେ ଝିଅର ଇ-ଜ୍ଜ-ତ-କୁ ଘୋଡାଇ ଦେଇଥିଲେ । ଏହି ଯ-ବା-ନ ଙ୍କର ଏହିପରି ହୃଦୟବାନ କାର୍ଯ୍ୟ ଏବଂ ବାହାଦୁରୀର ପୁରା ଇ-ଣ୍ଟ-ର-ନେ-ଟ-ରେ ଏବେ ଚର୍ଚ୍ଚା ଚାଲିଛି ।

ଏଥିରୁ ସେ ପ୍ରମାଣିତ କରି ଦେଇଛନ୍ତି କି ଜଣେ ଯ-ବା-ନ ଦେଶର ଇ-ଜ୍ଜ-ତ ସହ ଦେଶର ପ୍ରତ୍ଯେକ ନାଗରିକଙ୍କ ଇ-ଜ୍ଜ-ତ ବଞ୍ଚାଇବା ମଧ୍ୟ ଖୁବ ଭଲ ଭାବେ ଜାଣନ୍ତି । ଏହି CISF ଯ-ବା-ନ-ଙ୍କ ପାଇଁ ହୃଦୟରୁ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।