ସଲମାନ ଖାନ ରାନୁଙ୍କୁ ଦେଲେ ୫୫ ଲକ୍ଷ ଟଙ୍କାର ଘର, ପୂର୍ବରୁ ହିମେଶ ରେଶମିୟା ତାଙ୍କ ପ୍ରଥମ ଗୀତ ପାଇଁ ଦେଲେ ଏତେ ଲକ୍ଷ ଟଙ୍କାର ଫିସ ! ଜାଣନ୍ତୁ

ଷ୍ଟେସନ ଉପରେ ନିଜର ଗୀତ ଦ୍ଵାରା ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଲଙ୍କୁ ହିମେଶ ରେଶମିୟା ନିଜର ଆସନ୍ତା ଫିଲ୍ମରେ ଗୀତ ଗାଇବା ପାଇଁ ଚାନ୍ସ ଦେଇଛନ୍ତି । ଏହା ପରେ ବର୍ତ୍ତମାନ ଏମିତି ବି ଖବର ଆସୁଛି କି ରାନୁଙ୍କର ସାହାର୍ଯ୍ୟ ପାଇଁ ସଲମାନ ଖାନ ଆଗକୁ ଆସିଛନ୍ତି । ବର୍ତ୍ତମାନ ସୋସିୟାଲ ମିଡିୟା ଉପରେ ଏମିତି ଖବର ଶୁଣିବାକୁ ମିଳୁଛି କି ରାନୁ ମଣ୍ଡଲଙ୍କୁ ସଲମାନ ଖାନ ୫୫ ଲକ୍ଷ ଟଙ୍କାର ଘର କ୍ରୟ କରି ଉପହାର ସ୍ୱରୂପ ଦେଇଛନ୍ତି ।

ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବର୍ତ୍ତମାନ ଏହି ଖବର ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । କିନ୍ତୁ ଏହି ଖବର କେତେ ଦୂର ପର୍ଯ୍ୟନ୍ତ ସତ ଅଟେ ଏହା ବିଷୟରେ କିଛି ବି ଜଣା ପଡି ନାହିଁ ।

ଏହା ସତ୍ବେ ବି ଚର୍ଚା ଚାଲିଛି କି ରାନୁ ମଣ୍ଡଲଙ୍କୁ ସଲମାନ ଖାନ ୫୫ ଲକ୍ଷ ଟଙ୍କାର ଘର ଦେଇଛନ୍ତି । ଏତିକି ନୁହେଁ ଦବଙ୍ଗ ୩ରେ ବି ସଲମାନ ରାନୁଙ୍କୁ ଗୀତା ଗାଇବା ପାଇଁ ବି ଚାନ୍ସ ଦେଇ ପାରନ୍ତି । କିନ୍ତୁ ଯଦି ଏମିତି ହୋଇଯିବ ତେବେ ରାନୁଙ୍କର ଜୀବନ ହିଁ ବଦଳି ଯିବ । କହିବାକୁ ଗଲେ ସଲମାନ ଇଣ୍ଡଷ୍ଟ୍ରିର ଗଡଫାଦର ଅଟନ୍ତି । ଏମିତିରେ ଖବର ଜଲ୍ଦି ସତ ବି ହୋଇପାରେ ।

୬ ଲକ୍ଷ ଟଙ୍କାର ଫିସ

ହିମେଶ ‘ତେରୀ ମେରୀ କହାନୀ’ ଗୀତା ପାଇଁ ରାନୁଙ୍କୁ ଯେଉଁ ଏମାଉଣ୍ଟ ଦେଇଛନ୍ତି ତାକୁ ବି ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଖବର ଏହା ଅଟେ କି ରାନୁଙ୍କୁ ନିଜର ଆସନ୍ତା ଫିଲ୍ମ ‘ହୈପ୍ପୀ ହୋର୍ଡିଂ ଏଂଡ ହୀର’ ର ଗୀତ ପାଇଁ ୬ ଲକ୍ଷ ଟଙ୍କା ଫିସ ଦେଇଛନ୍ତି ।

ରାନୁଙ୍କୁ ଟଙ୍କା ଦେବାର କାରଣ

ଏତେ ଫିସ ମିଳିବା ସତ୍ବେ ଖବର ଏହା ଆସୁଛି କି ରାନୁ ମଣ୍ଡଲ ଏହି ଲକ୍ଷ ଲକ୍ଷ ଟଙ୍କାଙ୍କୁ ନେବା ପାଇଁ ମନା କରି ଦେଇଛନ୍ତି । ରିପୋର୍ଟ ଅନୁସାରେ ଶେଷରେ ରାନୁଙ୍କୁ ଏହି ସମସ୍ତ ଟଙ୍କା ହିମେଶ ଫିସ ରୂପରେ ଦେଇଛନ୍ତି ଓ କହିଲେ କି ତୁମକୁ ସୁପରଷ୍ଟାର ହେବା ପାଇଁ କେହି ବି ଅଟକାଇ ପାରିବେ ନାହିଁ ।

ଗୀତର ପ୍ରସ୍ତାବ

କହିଦେଉକୁ ଯେ ହିମେଶଙ୍କର ଏହି ପଦକ୍ଷେପ ଦ୍ଵାରା କେତେକ ଲୋକମାନେ ବର୍ତ୍ତମାନ ରାନୁଙ୍କୁ ନିଜ ଗୀତା ଗାଇବା ପାଇଁ ପ୍ରସ୍ତାବ ଦେଉଛନ୍ତି । ରାନୁ ନିଜର ଏହି କାମ ଜରିଆରେ ନିଜର ଜୀବନକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ରାନୁ ନିଜର ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନକୁ ରେଲୱେ ପ୍ଲେଟଫର୍ମରେ ବିତାଇଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।