ଦୂର୍ଗା ପୂଜା ମଣ୍ଡପରେ ପ୍ରଥମ ଥର ଦେଖା ହେଲା ପୁଅ ଝିଅଙ୍କର, ୪ ଘଣ୍ଟା ପରେ କରିନେଲେ ବିବାହ

କୁହାଯାଏ କି ପ୍ରେମ କେବେ ବି, କେଉଁଠି ବି ଓ କାହା ସହିତ ବି ହୋଇପାରେ । ଲୋକମାନଙ୍କର ନିଜର ଲାଇଫ ପାର୍ଟନର ସହିତ କିଛି ଅଲଗା ଓ ଅଦ୍ଭୁତ ଜାଗାରେ ପ୍ରଥମ ଥର ଦେଖା ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମୀଯୋଡିଙ୍କର କାହାଣୀ କହିବାକୁ ଯାଉଛୁ ଯେଉଁମାନଙ୍କର ପ୍ରଥମ ସାକ୍ଷାତ ମା’ ଦୂର୍ଗାଙ୍କର ମଣ୍ଡପରେ ହେଲା ଓ ଦୁଇ ଜଣ ମାତ୍ର ଚାରି ଘଣ୍ଟା ପରେ ହିଁ ବିବାହ କରି ନେଲେ ।

କହିବାକୁ ଗଲେ ସୋସିଆଲ ମିଡିଆ ୱେବସାଇଟ ଫେସବୁକରେ ୩୫ ବର୍ଷୀୟ ସୁଦୀପ ଘୋସଲଙ୍କର ବନ୍ଧୁତା ପ୍ରୀତମା ବାନାର୍ଜୀଙ୍କ ସହିତ ହୋଇଥିଲା । ଏହି ଦୁଇ ଜଣ ଗତ ତିନି ମାସ ହେବ ଅନ୍ଲାଇନ ବନ୍ଧୁ ଥିଲେ । ଏମାନେ ଭିଡିଓ କଲ୍ସ ମାଧ୍ୟମରେ ପରସ୍ପର ସହିତ କଥାବାର୍ତ୍ତା ବି ହେଉଥିଲେ । କିନ୍ତୁ ଦୁଇ ଜଣ ପରସ୍ପରକୁ କେବେ ବି ଦେଖି ନ ଏଥିଲେ ।

ଏହା ମଧ୍ୟରେ କୋଲକାତାରେ ଦୂର୍ଗା ଅଷ୍ଟମୀ ସମୟରେ ମଣ୍ଡପରେ ଦୂର୍ଗା ପୂଜାର ଆୟୋଜନ ହୋଇଥିଲା । ଏମିତିରେ ସୁଦୀପ ଓ ପ୍ରିତମା ଦୁଇ ଜଣଙ୍କର ସାକ୍ଷାତ ଏହି ମଣ୍ଡପରେ ହୋଇଗଲା । ଆପଣଙ୍କୁ କହିଦେଉଛୁ କି ଦୁଇ ଜଣ ଏଠାରେ ପରସ୍ପରକୁ ଦେଖା କରିବା ପାଇଁ କୌଣସି ପ୍ଲାନିଙ୍ଗ କରି ନ ଥିଲେ, ଏହା କେବଳ ଏକ ସଂଯୋଗ ଥିଲା । ଏହା ପରେ ଏହି ଦୁଇ ଜଣ ଏହି ମଣ୍ଡପରେ ଏମିତି କିଛି କରିଲେ ଯାହାକୁ ଜାଣିବା ପରେ ଆପଣ ନିଜ ମୁଣ୍ଡରେ ହାତ ଦେବେ ।

ପ୍ରିତମାକୁ ପ୍ରଥମ ଥର ଦେଖିବା ପରେ ସୁଦୀପକୁ ଲାଗିଲା କି ପ୍ରିତମା ହିଁ ସେହି ଝିଅ ଅଟେ ଯାହା ସହିତ ସେ ନିଜର ପୁରା ଜୀବନ ବ୍ୟତିତ କରି ପାରିବ । ଏମିତିରେ ସୁଦୀପ ଅଧିକ ସମୟ ବର୍ବାଦ ନ କରି ପ୍ରିତମାକୁ ବିବାହ କରିବା ପାଇଁ ପ୍ରପୋଜ କରିଦେଲା । ଆପଣଙ୍କୁ କହିଦେଉଛୁ କି ଏହି ସମୟରେ ମଣ୍ଡପରେ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ଓ ସମସ୍ତେ ଏହି ଦୃଶ୍ୟକୁ ଦେଖୁଥିଲେ ।

ହିନ୍ଦୁସ୍ଥାନ ଟାଇମ୍ସ ସହିତ କଥା ହେବା ସମୟରେ ସୁଦୀପ କହିଲା “ସେହି ରାତି ପର୍ଯ୍ୟନ୍ତ ଆମ ଦୁଇ ଜଣ କେବେଳ ଭିଡିଓ କଲ୍ସ ମାଧ୍ୟମରେ ହିଁ କଥାବାର୍ତ୍ତା ହେଉଥିଲୁ । ଆମେ ଦୁଇ ଜଣଙ୍କର ପ୍ରଥମ ଦେଖା ସିଲ୍ଦାହ ଅଞ୍ଚଳରେ ହୋଇଥିଲା । ସେଠାରେ ମୁଁ ତାକୁ ବିବାହ କରିବା ପାଇଁ ପ୍ରପୋଜ କଲି ।“ ବିବାହ ପ୍ରପୋଜାଲ ପରେ ଦୁଇ ଜଣ ବାଇକ ରାଇଡ କରୁଥିବା ସମୟରେ ନିଷ୍ପତି ନେଲେ କି ସେମାନେ ବର୍ତ୍ତମାନ ହିଁ ବିବାହ କରିବେ ।

ସାକ୍ଷାତ କରିବାର ମାତ୍ର ୪ ଘଣ୍ଟା ଭିତରେ ହିଁ ଦୁଇ ଜଣ ହିନ୍ଦ ମୋଟର ଦୂର୍ଗା ପୂଜା ମଣ୍ଡପରେ ବିବାହ କରି ନେଲେ । ମଣ୍ଡପରେ ଥିବା ସମସ୍ତ ବ୍ୟକ୍ତି ଦୁଇ ଜଣଙ୍କୁ ସ୍ଵାଗତ କଲେ । ଦୁଇ ଜଣ ମାତା ଦୂର୍ଗାଙ୍କ ସାମ୍ନାରେ ପରସ୍ପରଙ୍କୁ ଫୁଲମାଳା ପିନ୍ଧାଇଲେ ଓ ସୁଦୀପ ପ୍ରତିମାର ମୁଣ୍ଡରେ ସିନ୍ଦୁର ଦେଲା । ସବୁଠୁ ଭଲ କଥା ଏହା ଅଟେ କି ଦୁଇ ଜଣଙ୍କର ପରିବାର ଲୋକମାନେ ବି ଏହି ବିବାହକୁ ସ୍ଵୀକାର କରି ନେଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।