ସବୁଦିନ ସକାଳୁ ଉଠିବା ମାତ୍ରେ କହି ଦିଅନ୍ତୁ କେବଳ ଏହି 2 ଟି ଶବ୍ଦ, ଦରିଦ୍ରତା ହେବ ଦୂର, ମିଳିଥାଏ ସଖା ସମୃଦ୍ଧି

ପ୍ରତେକ ମଣିଷ ଜୀବନରେ କେତେବେଳେ ସୁଖ ଓ ଦୁଖରେ ପରିପୂର୍ଣ ଥାଏ । ଆମର ଗୋଟେ ବି ହେଲେ ଦିନ ସମାନ ନ ଥାଏ । କେତେବେଳେ ଆମ ଦିନଟି ସୁନ୍ଦର ସୁଖମଯ ହୋଇଥାଏ । କେତେବେଳେ ଦୁଖରେ ହିଁ ଦିନଟି କଟିଥାଏ । କାହିଁକି ଏଭଳି ହୋଇଥାଏ । ଏଭଳି କଣ ଉପାୟ କରିବୁ ଯାହା ଦ୍ଵାରା ଯାହାକି ସବୁ ଦିନ ଆମର ଭଲରେ କଟିବ । ଆଉ ସବୁ କାମ ସିଦ୍ଧ ହୋଇଯିବ ।

ସୁଖ ଆଉ ଦୁଖ ଆମ ଜୀବନର ଅଭିନ୍ନ ଅଙ୍ଗ ଅଟେ । କିନ୍ତୁ ଆମର ସମଶ୍ୟା ଗୁଡିକ କମ କରିପାରିବା । ଜରୁରୀ ଅଛି ଏଭଳି କିଛି ଉପାୟ ଯାହା ଦ୍ଵାରା ସବୁ ସମସ୍ୟା ଦୂର ହୋଇଯିବ ।

ଆଜି ଆମେ ଏପରି ଏକ ଉପାୟ ଓ ମନ୍ତ୍ର କହିବୁ ଯାହାକି ଆପଣଙ୍କ ଜୀବନର ଦୁଖ ଦାରିଦ୍ର୍ୟ ସବୁ ସମାପ୍ତ କରିଦେବ । ଆଉ ଆପଣଙ୍କ ଘରକୁ ସୁଖ ସମୃଦ୍ଧିରେ ଭରପୁର କରିଦେବ । ଆମର ହିନ୍ଦୁ ଧର୍ମରେ ବହୁତ ଗ୍ରନ୍ଥ ଅଛି । ଗ୍ରନ୍ଥରେ ଲେଖା ଅଛି ଏପରି କଥା ଯାହାକୁ ଯଦି ଆମେ ପାଳନ କରିବୁ ଆମର ଜୀବନରେ ନୂଆ ଆଲୋକ ଆଣିବ । ଆମର ମନ୍ତ୍ର ସେତିକି ହିଁ ପ୍ରାସଙ୍ଗିକ ଓ ସମୃଦ୍ଧିଶାଳୀ ଅଟେ ଯାହାକି ସପୂର୍ଣ ଜୀବନକୁ ବଦଳିବା ପାଇଁ ସାମର୍ଥ୍ୟ ରଖିଥାଏ ।

କିନ୍ତୁ ଏହି ମନ୍ତ୍ରକୁ ଠିକ ଦିଗ , ଠିକ ସମୟରେ ବସିକି ଉଚରଣ କରିବେ । ଏହି ମନ୍ତ୍ରର ଉଚରଣ କରିବା ଦ୍ଵାରା ଆମ ଆଖ ପାଖ ବାତାବରଣକୁ ଠିକ କରିଦେବ । ଆମ ଜୀବନରେ ଥିବା ନକରାତ୍ମକକୁ ଦୂର ମଧ୍ୟ କରିଦେଇପାରିବ । ପ୍ରାଚୀନ ବେଦ ଓ ପୁରୁଣାରେ ଏଭଳି କିଛି ରହଶ୍ୟମୟି ମନ୍ତ୍ର ଆଜି ପର୍ଯ୍ୟନ୍ତ ଅଛି ।  ବହୁତ ଲୋକଙ୍କୁ ଜଣା ନାହିଁ । କିନ୍ତୁ ସେହି ମନ୍ତ୍ରକୁ ଠିକ ଭାବେ ଉଚରଣ କରନ୍ତି ନାହିଁ ।

ଆଜି ସେହି ମନ୍ତ୍ରକୁ କହିବୁ ଯାହାକି ଠିକ ଜାଗା ଠିକ ଦିଗରେ ବସିକି ଉଚରଣ କାଲେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ । ଭଗବାନ ମହାଦେବ ଯାହାକି ଦେବଙ୍କର ଦେବ ଅଟନ୍ତି । ବ୍ରହମଣ୍ଡ ରକ୍ଷକ ଅନାଦି ଓ ଅନନ୍ତ ତାଙ୍କୁ ନିତ୍ୟ ସମରଣ କରିବା ଦ୍ଵାରା ଜୀବନରେ ଦୁଖ ଓ କଷ୍ଟ ଦୂର ହୋଇଯାଇଥାଏ । ଚାଲନ୍ତୁ ଜାଣିବା ସେହି ଦୁଇଟି ମନ୍ତ୍ର ଯାହାକୁ ଉଚରଣ କଲେ ଦୁଖ କଷ୍ଟ ଦୂର ହୋଇଯିବ ।

ପ୍ରଥମ ମନ୍ତ୍ରଟି ହେଉଛି ଓମ ନାମହ ଶିବାୟ ତାକୁ ବହୁତ ଥର ଶୁଣିଛନ୍ତି ଏବଂ ଉଚରିତ ମଧ୍ୟ କରିଛନ୍ତି । କିନ୍ତୁ ଏହାର ଅର୍ଥକୁ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି । ଓମ ଶବ୍ଦରେ ସପୁର୍ଣ ବ୍ରାହମାଣ୍ଡ ଲୁଚିକି ରହିଅଛି । ଓମ ଶବ୍ଦ ତିନୋଟି ଶବ୍ଦରେ ଅଛି । ଅ ଉ ତଥା ମ ରୁ ହିଁ ହୋଇଅଛି । ଯାହାକି ବ୍ରହ୍ମା ବିଷ୍ଣୁ ଓ ମହେଶ୍ଵରରୁ ରହିଅଛି । ସେଥିପାଇଁ ଓମ ଉଚରଣରୁ ସପୁର୍ଣ ତ୍ରିଦେବଙ୍କୁ ପ୍ରଣାମ ହୋଇଥାଏ ।

ଆଉ ଆମର ଆଖ ପାଖ ସକାରାତ୍ମକ ଊର୍ଜାରୁ ଚାରିଆଡେ ଘେରି ହୋଇଯାଇଥାଏ । ସେଥିପାଇଁ ସକାଳୁ ଉଠିକି ପଦ୍ମାସନରେ ବସିକି ଓମ ଉଚରଣ କରନ୍ତୁ ନ ହେଲେ ମାଳରେ ଜପ କରନ୍ତୁ । ଆପଣଙ୍କୁ ନିଶ୍ଚିତ ରୂପରେ ଲାଭ ମିଳିବ । ଏହି ମନ୍ତ୍ରକୁ ଜପ କରିବା ସମୟରେ ଉତ୍ତର ଦିଗକୁ ରହିକି ଜପ କରନ୍ତୁ । ଓମ ନମହ ଶିବାୟର ଧ୍ଵନି ଆପଣଙ୍କୁ ଗୋଟେ ମଙ୍ଗଳ କାରୀ ଧ୍ଵନି ଆପଣଙ୍କର ମନ ଓ ମସ୍ତିକରେ କାମ କରିବ ।

ପୁଣି ଯଦି ଉତ୍ତର ଦିଗରେ ରହିକି ବ୍ରଜ ଆସନରେ ଓମ ନାମହ ଶିବାୟର ମନ୍ତ୍ର ଜପ କରିବେ । ଆପଣଙ୍କୁ ଚକ୍ରବର୍ତ୍ତୀ କରିବାରେ କେହି ରୋକିପାରିବେ ନାହିଁ । ଆପଣଙ୍କୁ ସୁଖ ସମୃଦ୍ଧିରୁ କେହି ରୋକିପାରିବେ ନାହିଁ । ଆଉ ଗୋଟେ ମନ୍ତ୍ର ଅଛି ‘ଓମ ଜୁଙ୍ଗ ସହ’ ମହାଦେବଙ୍କୁ ପ୍ରସନ୍ନ କରିବାର ଏହି ମନ୍ତ୍ର ମହା ଶକ୍ତି ଶାଳି ଓ ପ୍ରଭାବୀ ଅଟେ । ଶାରୀରିକ , ମାନସିକ , ଦୁଖ , କଷ୍ଟ ଇତ୍ୟାଦି ଦୂର କରିବା ପାଇଁ ହେଲେ ଏହି ମନ୍ତ୍ରକୁ ନିୟମିତ ଭାବରେ ଉଚରଣ କରିବା ଉଚିତ ।