ସକାଳୁ ସକାଳୁ ଯିଏ ବି ନାଭିରେ ଲଗାଇଛି ଏହି ଛୋଟ ଜିନିଷ, ଚମକି ଉଠିବ ତାହାର ଭାଗ୍ୟ

କହିବାକୁ ଗଲେ ମନୁଷ୍ୟର ଶରୀରର ସମସ୍ତ ଅଂସ ଖାସ ଓ ମହତ୍ଵପୂର୍ଣ ହୋଇଥାଏ । କିନ୍ତୁ ଆଜି ଆମେ ନାଭି ବିଷୟରେ କିଛି ରୋଚକ ପୂର୍ଣ କଥା କହିବାକୁ ଯାଉଛୁ । ଯାହା ମାନବ ଶରୀରର କୋମଲ ଅଙ୍ଗ ମଧ୍ୟରୁ ଗୋଟିଏ ଅଟେ । କହିବାକୁ ଗଲେ ନାଭିକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଭ୍ରମ ଅଛି । ଏତିକି ନୁହେଁ ଶାସ୍ତ୍ର ଗୁଡିକରେ ବି ନାଭିର ସ୍ଥିତିର ବାକଷା ମିଳିଥାଏ । ଅନ୍ୟ ପଟେ ଆପଣଙ୍କୁ କହିଦେଉଛୁ କି ସମସ୍ତେ ଏହା ଚାହାନ୍ତି କି ତାକୁ ଏତେ ଟଙ୍କା ମିଳଯାଉ କି ସେ ଏକ ଭଲ ଲାଇଫ ଷ୍ଟାଇଲରେ ବଞ୍ଚି ପାରିବେ ।

କିନ୍ତୁ ସମସ୍ତଙ୍କ ଏହି ଇଚ୍ଛା ପୁରା ହୋଇ ପାରେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଛୋଟ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଯଦି ଆପଣ କିଛି ଦିନ ପର୍ଯ୍ୟନ୍ତ କରୁଛନ୍ତି, ତେବେ ଆପଣ ଅଳ୍ପ ଦିନ ମଧ୍ୟରେ ହିଁ ଗରିବରୁ ଧନୀ ହୋଇଯିବେ । ଆମେ ସମସ୍ତ ଜାଣିଛୁ କି ହିନ୍ଦୁ ଧର୍ମରେ ପୂଜା ପାଠରେ ଇତ୍ରର ବ୍ୟବହାର କରାଯାଇଥାଏ । କିନ୍ତୁ ଏହା ସହିତ ହିଁ ଲୋକମାନେ ବାହାରକୁ ବୁଲିବାକୁ ଯିବା ପୂର୍ବରୁ ନିଜ ଉପରେ ଇତ୍ର ପକାଇ ଥାନ୍ତି ।

ଯାହା ଦ୍ଵାରା ସେମାନେ ସୁଗନ୍ଧିତ ହୋଇଯିବେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଯଦି ଆପଣ ଘରୁ ବାହାରକୁ ଯିବା ପୂର୍ବରୁ ନିଜର ନାଭିରେ ଅଳ୍ପ ଇତ୍ର ଲଗାଉଛନ୍ତି ତେବେ ଆପଣଙ୍କ ଗୋଟିଏ ରାତିରେ ଭାଗ୍ୟ ବଦଳିପାରେ । ଆପଣଙ୍କୁ ବିଶ୍ଵାସ ହେଉ ନ ଥିବ କିନ୍ତୁ ଏହା ସତ୍ୟ ଅଟେ ।କହିବାକୁ ଗଲେ ଯଦି ଆପଣ ଘରୁ ବାହରିବା ପୂର୍ବରୁ ନିଜ ନାଭିରେ ଅଳ୍ପ ଇତ୍ର ଲଗାଇ ଦେଉଛନ୍ତି ତେବେ ଏହିଭଳି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ ।

କିନ୍ତୁ ଏହି ଉପାୟକୁ କରିବା ସମୟରେ ଧ୍ୟାନ ରଖନ୍ତୁ କି ଏହି ଇତ୍ର ଆପଣ ନିଜ ଟଙ୍କା ଦ୍ଵାରା କ୍ରୟ କରିଥିବେ । ଏହି ଉପାୟକୁ କରିବା ପାଇଁ ସର୍ବେ ପ୍ରଥମେ ଆପଣ ସକାଳୁ ଉଠି ସ୍ନାନ କରିବା ପରେ ପୂଜା ପାଠ କରନ୍ତୁ । ଏହା ପରେ ସମସ୍ତ କାମ କରି ସାରିବା ପରେ ଖାଇବା ପୂର୍ବରୁ ନିଜର ନାଭିରେ ଏହି ଇତ୍ର ଲଗାଇ ଦିଅନ୍ତୁ । ଆପଣ କୌଣସି ବି ନିଜର ଆଙ୍ଗୁଠି ସାହାର୍ଯ୍ୟରେ ନାଭିରେ ଏହି ଇତ୍ରକୁ ଲାଗି ପାରିବେ ।

ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି କେଉଁଠିକୁ ଲଗାଯିବ ଉଚିତ । ତେବେ ଆପଣଙ୍କୁ କହିଦେଉଛୁ କି ମାତା ଲକ୍ଷ୍ମୀଙ୍କୁ ଗୋଲାପ ବହୁତ ପସନ୍ଦ ହୋଇଥାଏ । ସେଥିପାଇଁ ଲକ୍ଷ୍ମୀ ମାତାଙ୍କ କୃପା ପାଇବା ପାଇଁ ଆପଣଙ୍କୁ ଗୋଲାପ ଦ୍ଵାରା ପ୍ରସ୍ତୁତ ହୋଇଥିବା ଇତ୍ରକୁ ହିଁ ନିଜର ନାଭିରେ ଲଗାଯିବା ଉଚିତ । ଏହା ପରେ ଆପଣ କିଛି ଦିନ ମଧ୍ୟରେ ଧନୀ ହୋଇଯିବେ । ଅନ୍ୟ ପଟେ ଯଦି ଆପଣ ସମାଜରେ ନିଜର ମାନ ସମ୍ମାନ ବଢାଇବାକୁ ଚାହୁଛନ୍ତି ତେବେ ଆପଣ ଚନ୍ଦନ ଦ୍ଵାରା ନିର୍ମିତ ଇତ୍ର ନିଜର ନାଭିରେ ଲଗାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।