ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି 4 ଟି କାମ, ପୁରା ଦୁନିଆ ରହିବ ଆପଣଙ୍କ ହାତ ମୁଠାରେ

ଆଜି ଆମେ କଥାହେବା ସକାଳୁ ଉଠି ଆମକୁ କେଉଁ କେଉଁ କାମ କରିବା ଦରକାର ? ତେବେ ଆଜି ଆମେ ଏହା କହିବୁ ଯାହା ପରେ ଆପଣଙ୍କ ଜୀବନ ସମ୍ପୂର୍ଣ ଭାବେ ବଦଳି ଯିବ । ଆପଣଙ୍କ ଦିନ ବହୁତ ଭଲରେ କଟିବ । ଆପଣଙ୍କୁ ଏଠି କହିଦବୁ ଦିନର ଆରମ୍ଭ ସର୍ବଦା ରାତି ପାଖରୁ ହୋଇଥାଏ । ୧-ମାନେ ଆଜିର ସକାଳ କାଲି ରାତିଠାରୁ ହବାର ଅଛି : ଯେତେବେଳେ ରାତିରେ ଶୋଇଲା ବେଳେ ଭାବ ଆସନ୍ତା କାଲି କ’ଣ କ’ଣ କରିବି ସେତେବେଳ ଠାରୁ ଦିନର ଆରମ୍ଭ ହୋଇଯାଇ ଥାଏ ।

କାରଣ ସେଠି ତୁମ ମନରେ କାଲିର ଜିନିଷ ଏକାଠି କରିଥାଓ କି କାଲି ମୁଁ ଏହିସବୁ କରିବି ଏବଂ ସେହି ସବୁ ଆପଣଙ୍କ ମନରେ ବସିଯାଏ ଏବଂ କାଲି ମନେ ପକାଇଦିଏ । ଯେତେବେଳେ ଆପଣ ତାପର ଦିନ ଉଠନ୍ତି ସେତେବେଳେ ଭାବନ୍ତି ନାହିଁ ଯେ ମୁଁ ଆଉଟିକେ ଶୋଇ ପଡିବି ବରଂ ଆପଣଙ୍କ ମନରେ ଏହା ସବୁ ଆସେ ମତେ ଆଜି ଏହା ସବୁ କରିବାର ଅଛି । ଯେତେବେଳେ ଆପଣ ରାତିରେ ଶୋଇବାକୁ ଯାଉଛନ୍ତି ତାର ୧୦ ବା ୫ ମିନିଟ ପୁର୍ବରୁ ଭାବନ୍ତୁ କାଲି କ’ଣ କ’ଣ କରିବେ ।

ଜଦି ଆପଣଙ୍କୁ ଲାଗେ କାଲି ସକାଳୁ ଉଠି ପଢିବାକୁ ହେବ ତେବେ ବହୁତ ଭଲ କଥା । ଜଦି ଆପଣଙ୍କୁ ଲାଗେ କାଲି ସକାଳୁ ଉଠି କୈାଣସି ପରିକଳ୍ପନା କରିବାର ଅଛି ତାହା ମଧ୍ୟ ବହୁତ ଭଲ କଥା । ଯାହା କରିବାର ଅଛି ତାକୁ ମନରେ ବସାଅ ଏବଂ ସବୁଦିନ ପରି ଏହା ଭାବ ନାହିଁ ମୁଁ ଏହା କରିବି ମୁଁ ତାହା କରିବି କିନ୍ତୁ କିଛି କରନ୍ତି ନାହିଁ । ଗୋଟିଏ କାରଣ ହବା ଦରକାର କେଉଁ କାମ କଲେ କ’ଣ ମିଳିବ ? ଫଳକୁ ଆସା ନକଲେ ମଧ୍ୟ ତାକୁ ବୁଝିବାକୁ ପଡିବ ଏବଂ ତାହା ମଧ୍ୟ ଆକର୍ଷଣ କରିବ ।

୨-ଦ୍ବିତୀୟରେ ଆଉ ୫ ମିନିଟ୍ ନୁହେଁ ମାନେ ଯେତେବେଳେ ଆପଣ ସକାଳୁ ଉଠି ଘଣ୍ଟା ଦେଖନ୍ତି ୫ ମିନିଟ୍ ଅଛି, ଆଉ ସେହି ୫ ମିନିଟ୍ ଆରାମ କରିବି ତାହା ଭୁଲ ଅଟେ । ବିଜ୍ଞାନ କୁହେ ଗୋଟିଏ ସମ୍ପୂର୍ଣ୍ଣ ନିଦ ନେବାକୁ ହେଲେ ୯୦ ମିନିଟ୍ ହବା ଦରକାର ଯାହା ୫ ମିନିଟ୍ରେ କେବେ ପୁରା ହେବ ନାହିଁ । ସେଥିପାଇଁ ଏହି ଅଭ୍ୟାସକୁ ବଦଳାନ୍ତୁ । ନା ଆପଣଙ୍କ ଦିନ ଭଲ ରହିବ ନା ରାତି । ଜଦି ଆମେ ୫ ମିନିଟ୍ ପୂର୍ବରୁ ଉଠିଛନ୍ତି ତାହା ଆମପାଇଁ ଲାଭଦାୟକ ହେବ ଜଦି ଆମେ ଏହି ସମୟକୁ ସଦୁପଯୋଗ କରିବା ।

୩- ପାଣି ପିଇବା : ସକାଳୁ ଉଠି ସର୍ବପ୍ରଥମେ ପାଣି ପିଅନ୍ତୁ କାରଣ ରାତିରେ ଶୋଇବା ପରେ ଆମ ଶରୀର ଜଳର ଅଭାବ ହୋଇଥାଏ । ପାଣି ପିଇବା ଦ୍ଵାରା ଶରୀର ଜଳପୂର୍ଣ୍ଣ ରୁହେ ଏବଂ ଉର୍ଜା ମଧ୍ୟ ମିଳିଥାଏ ।

୪- ଗଭୀର ଧ୍ୟାନ କରନ୍ତୁ : ପାଣି ପିଇବା ପରେ ଧ୍ୟାନ କଲେ ଆପଣଙ୍କ ଲକ୍ଷ୍ୟ ସ୍ଥିର ହୋଇଯାଇଥାଏ ଅର୍ଥାତ୍ ମନରେ ଏକାଗ୍ରତା ବଢ଼ିଥାଏ । ସକାଳୁ ଉଠି ଯାଗ, ଧ୍ୟାନ ବା ଏକାଗ୍ରତାରେ ମନ ଦିଅନ୍ତୁ ଏହାଦ୍ବାରା ଶରୀର ସମସ୍ତ ସମସ୍ୟା ଦୂର ହେବା ସହ ଉର୍ଜା ମଧ୍ୟ ମିଳିଥାଏ, ସ୍ମରଣ ଶକ୍ତି ବଢ଼ିଥାଏ ‌ । ନିତିଦିନ ଜୀବନରେ ଜଦି ଆପଣ ଏହି ୪ଟି କଥାକୁ ପାଳନ କରନ୍ତି ଆପଣଙ୍କ ଜୀବନ ସମ୍ପୂର୍ଣ ଭାବେ ବଦଳି ଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।