ସକାଳୁ ଉଠିବା ମାତ୍ରେ ମହିଳାମାନେ ସ୍ବାମୀଙ୍କ ସହିତ ନିଶ୍ଚୟ କରନ୍ତୁ ଏହି 1 କାମ, ଚମକି ଉଠିବ ଭାଗ୍ୟ, ହେଇଯିବେ କୋଟିପତି- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ କେବେ ଆପଣ ମାନେ ଜାଣି ନ ଥିବେ । ଆମ ଦେଶରେ ଅନେକ ଲୋକ ମାନେ ଧର୍ମକୁ ବହୁତ ମହତ୍ଵ ଦେଇଥାନ୍ତି । କିନ୍ତୁ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁମାନେ ଧର୍ମକୁ ମାନନ୍ତି ନାହିଁ ।

ପ୍ରତେକ ମହିଳା ମାନକୁ ନିଜ ଘରର ସୁଖ ଶାନ୍ତି ପାଇଁ ଅନେକ କିଛି କାମ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ ନାରୀ ମାନେ କେଉଁ ସବୁ କାମ କରିଲେ ସେମାନଙ୍କର ଓ ତାଙ୍କ ପରିବାର ମଙ୍ଗଳ ହୋଇଥାଏ ତାହା କହିବାକୁ ଯାଉଛୁ ।

୧-  ପ୍ରତେକ ଦିନ ସକାଳୁ ଉଠିବା ପରେ ପାଣି ପିଇବା ଉଚିତ । କିଛି ବ୍ୟକ୍ତି ସକାଳୁ ବେଡ ଉପରେ ବସି ଚାହା ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେ । ସକାଳୁ ପାଣି ପିଇବା ଦ୍ଵାରା ଆପଣଙ୍କର ପେଟ ସମ୍ଭଧୀୟ ସମସ୍ୟା ଦୂର ହେବା ସହ ଆପଣଙ୍କର ସବୁ ରୋଗର ନିବାରଣ ହୋଇଥାଏ ।

୨- ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ସକାଳୁ ଜଲ୍ଦି ଉଠି ସ୍ନାନ କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କର ଘର ବାତାବରଣ ଶୁଭ ହୋଇଥାଏ । ଏହା ଛଡା ସ୍ନାନ କରି ରୋଷେଇ ଘରକୁ ପ୍ରବେଶ କରିବା ଉଚିତ ।

୩- ପ୍ରତେକ ନାରୀ ମାନଙ୍କୁ ସକାଳୁ ସ୍ନାନ କରିବା ପରେ ତୁଳସୀ ଗଛର ପୂଜା କରିବା ଉଚିତ । ଏହା ଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ବ୍ଯତୀତ ତୁଳସୀ ଗଛକୁ ଏକ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ ।

୪- କିଛି ସମୟରେ ଆପଣ ମାନଙ୍କର ମାନସିକ ପରିସ୍ଥିତି ପ୍ରତିକୂଳ ହୋଇଥାଏ । ସେଥି ପାଇଁ ଯଦି ସକାଳୁ ଉଠିବା ପରେ ସଂଗୀତ ଶୁଣିବେ ତେବେ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଥାଏ । କାରଣ ସଂଗୀତ ଏପରି ଏକ ମାଧ୍ୟମ ଯାହାକୁ ଶ୍ରବଣ କରିଲେ ମଣିଷର ଦିନ ବହୁତ ଭଲ କଟିଥାଏ ।

୫- ପ୍ରତେକ ନାରୀ ମାନଙ୍କୁ ସକାଳୁ ଉଠି ଯୋଗ ବା ବ୍ୟାୟାମ କରିବା ଉଚିତ । ଯଦି କୌଣସି ନାରୀ ବିବାହିତ ହୋଇଥିବେ ତେବେ ସେମାନେ ସକାଳୁ ଉଠିବା ପରେ ନିଜ ସ୍ଵାମୀଙ୍କର ଭଲ ଭାବେ ଯତ୍ନ ନେବା ଉଚିତ । ସ୍ବାମୀଙ୍କର ସବୁ କଥାକୁ ନାରୀ ମାନେ ସମାନ ଦେବା ଉଚିତ । ଏପରି କରିବା ଦ୍ଵାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ ।