ସକାଳୁ ସକାଳୁ ମହିଳାଙ୍କ ସହ କରିଦିଅନ୍ତୁ ଏହି ୧ ଗୁପ୍ତ କାମ, ହେବ ଧନବର୍ଷା

ଆମ ସମାଜରେ ବହୁତ ଲୋକ ଧର୍ମ ଶାସ୍ତ୍ରକୁ ମାନିଥାନ୍ତି । ଏପରି ମଧ୍ୟ ବହୁତ ଲୋକ ଥାନ୍ତି ଯେଉଁମାନେ ଧର୍ମ ଶାସ୍ତ୍ରକୁ ଅମାନ୍ୟ କରିଥାନ୍ତି । ଯେଉଁମାନେ ମାନିଥାନ୍ତି ସେମାନେ ଜୀବନରେ ସୁଖ ଓ ଶାନ୍ତିରେ ରହି ଥାଆନ୍ତି । ସେମାନେ ଜୀବନରେ ବହୁତ ସଫଳତା ପାଇଥାନ୍ତି । ଶାସ୍ତ୍ରରେ କୁହାଯାଇଛି କି , ଯେଉଁମାନେ ସକାଳୁ ଶୀଘ୍ର ଉଠିଥାନ୍ତି ସେମାନେ ଜୀବନରେ ବହୁତ ଆଗକୁ ଯାଇ ସଫଳତା ହାସଲ କରିଥାନ୍ତି । ଏମାନଙ୍କୁ ଜୀବନରେ କେବେ ବି ଧନର ଅଭାବ ହୋଇନଥାଏ ।

ଏମାନେ ଜୀବନରେ ବହୁତ ବଡ଼ ବଡ଼ ଓ ସମ୍ମାନନୀୟ କାର୍ଯ୍ୟ କରିଥାନ୍ତି । ତେବେ ଆଜି ଆଶନ୍ତୁ ଜାଣିବା ମହିଳା ମାନଙ୍କୁ ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ସବୁଦିନ ସକାଳୁ ଉଠି ପାଣି ପିଇବା ଉଚିତ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ସକାଳୁ ଉଠି ପାଣି ପିଇବା ଦ୍ୱାରା ବାସି ମୁଁହଁର ପାଣି ପେଟକୁ ଯାଇ ଆପଣଙ୍କ ପେଟ ସଫା କରିଥାଏ ।

ଶାସ୍ତ୍ରରେ କୁହାଯାଇଛି ଯେ , ହାତ ପାପୁଲିର ଅଗ୍ର ଭାଗରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ , ପାପୁଲିର ମଧ୍ୟ ଭାଗରେ ମାତା ସରସ୍ୱତୀଙ୍କ ବାସ ହୋଇଥାଏ ଓ ପାପୁଲିର ମୂଳରେ ଗୋବିନ୍ଦଙ୍କ ବାସ ହୋଇଥାଏ । ତେଣୁ ପ୍ରତିଦିନ ସକାଳୁ ଉଠି ନିଜର ଦୁଇ ହାତ ଯୋଡି ଧ୍ୟାନ କରିବା ଉଚିତ । ଏହା ଦ୍ୱାରା ସବୁ ଦେବା ଦେବୀ ପ୍ରସନ୍ନ ହୋଇଥାନ୍ତି । ବିବାହିତ ମହିଳା ମାନଙ୍କୁ ସକାଳୁ ଉଠି ଯୋଗ କରିସାରିବା ପରେ ନିଜ ସ୍ଵାମୀଙ୍କ ସହିତ କିଛି ସମୟ ପ୍ରେମଭରା ବାର୍ତ୍ତାଳାପ କରିବା ଉଚିତ । ଏହା ଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ ।

ସକାଳୁ ଉଠିବା ସମୟରେ ଯଦି ଆପଣଙ୍କ କାନରେ ଘଣ୍ଟି ବା ଶଙ୍ଖ ଧ୍ୱନି ଶୁଣାଯାଏ ତେବେ ଆପଣଙ୍କ ଭିତରେ ଏକ ସକରାତ୍ମକ ଉର୍ଜା ଉତ୍ପପ୍ନ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ପୁରାଦିନ ସବୁ କାର୍ଯ୍ୟରେ ସଫଳତା ପାଇ ପାରିବେ । ଆପଣଙ୍କୁ କେବେ ବି ଧନର ଆସୁବିଧା ହୋଇନଥାଏ ।

ସକାଳୁ ଯଦି ଆପଣ ସଧବା ସ୍ତ୍ରୀର ମୁହଁ ଚାହିଁ ଥାଆନ୍ତି ,ତାହାଲେ ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତିର ସୁଯୋଗ ଆଣି ଦେଇଥାଏ । ସକାଳୁ ଉଠି ଆପଣ କେବେ ବି ପ୍ରଥମେ ଖବର କାଗଜ କିମ୍ବା ନ୍ୟୁଜ ଦେଖନ୍ତୁ ନାହିଁ । କାରଣ ନ୍ୟୁଜ ସଵୁବେଳେ ସେନ୍ସନାଲ ହୋଇଥାଏ । ଯାହାକି ଆପଣଙ୍କ ମୁଣ୍ଡରେ ଏକ ନକାରାତ୍ମକ ଉର୍ଜାର ପ୍ରଭାବ ପକାଇଥାଏ ।

ଆପଣ ସୋଇକି ଉଠିଲା ପରେ , ଆପଣଙ୍କ ମୁଣ୍ଡରେ ଯେଉଁ ସକରାତ୍ମକ ଉର୍ଜା ବା କିଛି ଶାନ୍ତିର ଉର୍ଜା ଏକତ୍ରିତ ହୋଇଥାଏ ତାହାକୁ ଏହା ନଷ୍ଟ କରିଦେଇଥାଏ । ଯାହା ଦ୍ୱାରା ଆପଣ ଦିନ ସାରା କୌଣସି କାର୍ଯ୍ୟକୁ ଏକାଗ୍ର ଚିତ୍ତ ହୋଇ କରିପାରନ୍ତି ନାହିଁ ।

ସକାଳୁ ଉଠି କେବେ ବି ଖଟ ଉପରେ ଚାହା ପିଇବା ଉଚିତ ନୁହେଁ । ଏହା ଦ୍ୱାରା ରାହୁ କେତୁଙ୍କ ଖରାପ ପ୍ରଭାବ ରହିଥାଏ । ଏହା ଆପଣଙ୍କୁ ବେକାରୀ ଓ ଗରିବି ଆଡ଼କୁ ଟାଣି ନେଇଥାଏ । ତେଣୁ ସକାଳୁ ଉଠି ବ୍ରସ କରିସାରିଲା ପରେ ପାଣି ପିଇବା ଉଚିତ , ନଚେତ କୁଳି କରିନେବା ଉଚିତ । ଏହି ନିୟମ ଗୁଡିକୁ ମାନିବା ଦ୍ୱାରା ଆପଣ ଜୀବନରେ ସବୁ ସଫଳତା ପାଇପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।