ସକାଳୁ କୋର୍ଟ ଯାଉଛି ଗୋପାଳ, ହେଲେ ଇଞ୍ଜେକ୍ସନ ନେଇ ନେଇ ଅଚେତ ହୋଇ ଯାଉଥିଲା, ଦେଖନ୍ତୁ 

ଗୁଜୁରାଟରେ ନା-ର୍କୋ ଟେ-ଷ୍ଟ ସରିବା ପରେ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା-କା-ରୀ ଅଭିଯୁକ୍ତ ଗୋପାଳକୁ ଝାରସୁଗୁଡା ଫେରାଇ ଅଣାଯାଇଛି । ଆଉ ଆଜି ସେ କୋର୍ଟରେ ହାଜର ହେବାକୁ ଥିବାବେଳେ ସକାଳୁ ସକାଳୁ ତାକୁ କୋର୍ଟ ନିଆଯିବା ପାଇଁ ସଜବାଜ କରା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କ୍ରା-ଇ-ମ-ବ୍ରା-ଞ୍ଚ ନେଇଥିବା 13 ଦିନର ରି-ମା-ଣ୍ଡ ଅବଧି ଶେଷ ହୋଇଯାଇଛି । ଆଉ ଆଜି କୋର୍ଟରେ ସମସ୍ତ ପ୍ରମାଣ ସହ ଗୋପାଳକୁ କୋର୍ଟରେ ହାଜର କରାଯିବ ।

ଆଜି ଗୋପାଳର ବିଚାର ହେବ ଓ ଆଗକୁ କଣ ଫଳାଫଳ ହେଉଛି ତାକୁ ସାରା ଓଡିଶାବାସୀ ଚାହିଁ ବସିଛନ୍ତି । ଆଜି ହୁଏତ ଖୁଲାସା ହେବ ASI ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ guleei ମା-ରି-ବା-ର ପ୍ରକୃତ କାରଣ, ଯାହା ଏବେବି ଅସ୍ପଷ୍ଟ ଓ ସନ୍ଦେହ ଘେରରେ ରହିଛି । ଗତକାଲି ଗୋପାଳ ଓଡିଶା ଆସିବାକୁ ଥିବାବେଳେ ସେ କେତେବେଳେ ଆସି ପହଞ୍ଚିବ ଓ ନା-ର୍କୋ ଟେ-ଷ୍ଟ-ରୁ କେଉଁ ସତ ସାମ୍ନାକୁ ଆସିଲା ଏହାକୁ ନେଇ ଲୋକଙ୍କ ମନରେ ଚର୍ଚ୍ଚା ଲାଗି ରହିଥିଲା ।

ବହୁ ଆଲୋଚନା ଓ ଅପେକ୍ଷା ପରେ ରାତି 7ଟା ସମୟରେ ଝାରସୁଗୁଡା ବିମାନ ବନ୍ଦରରେ ଆସି ପହଞ୍ଚିଥିଲା ଗୋପାଳ । ସେଠାରେ ରାତିରେ ତାକୁ ସେଠାକାର ବିମାନ ବନ୍ଦର ଥାନାରେ ହିଁ ରଖା ଯାଇଥିଲା । ଆଉ ଆଜି ସକାଳୁ ଗୋପାଳକୁ କଡା ସୁରକ୍ଷାର ସହ ଗାଡିରେ ବସେଇ କୋର୍ଟକୁ ନିଆଯାଇଛି । ଗୋପାଳ କାହିଁକି ନବ ଦାସଙ୍କୁ guleei ମା-ରି-ଲା ଆଜି ତା’ର ବିଚାର ହେବ କୋର୍ଟରେ ।

ଗୋପାଳକୁ ପ୍ରଶ୍ନ କରାଯିବା ସହ କ୍ରା-ଇ-ମ-ବ୍ରା-ଞ୍ଚ ଯାହା ସବୁ ତଦନ୍ତ କରିଛି ଓ ଯେଉଁ ପ୍ରମାଣ ସବୁ ପାଇଛି ଟା’ର ରିପୋର୍ଟ ମଧ୍ୟ କୋର୍ଟରେ ପେଶ କରିବ । ଆଉ ତା’ପରେ ଯାଇ ଗୋପାଳକୁ କଣ ସଜ୍ଜା ମିଳିବ ଜଜ୍ ବିଚାର କରିବେ । ବିଚାର ଏଇଠି ଶେଷ ହେବ ନା ଆଗକୁ ବଢିବ ତାହା ମଧ୍ୟ ଆଜି ଜଣା ପଡିଯିବ । ତେବେ ଗୋପାଳ ବିରୋଧରେ କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ସମସ୍ତେ ଚାହିଁ ବସିଛନ୍ତି । ତେବେ ଏତିକି ବେଳେ ଶୁଣିବାକୁ ମିଳିଛି କି ଗୋପାଳକୁ ବାରମ୍ବାର ଇଞ୍ଜେକ୍ସନ ଦିଆଯିବା ହେତୁ ସେ ଅଚେତ ହୋଇ ପଡୁଥିଲା ।

ଗୁଜୁରାଟରେ ଗୋପାଳର ନା-ର୍କୋ ଟେ-ଷ୍ଟ ବେଳେ କିଛି ଏଭଳି ହେଉଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଶନିବାର ଦିନ ଗୋପାଳର ଚେତା ଫେରିବା ପରେ କ୍ରା-ଇ-ମ-ବ୍ରା-ଞ୍ଚ ଟିମ୍ ତାଙ୍କୁ ସାଥିରେ ଆଣି ଝାରସୁଗୁଡା ଫେରିଥାନ୍ତା । ହେଲେ ଗୋପାଳର ଚେତା ନ ଫେରିବାରୁ ଶନିବାର ସେମାନେ ଆସି ପାରିଲେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।