ସକାଳୁ ଖାଲି ପେଟରେ କଞ୍ଚା ରସୁଣ ଖାଇ ଗରମ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ଗଜବ ଫାଇବା- Health Tips 

ମନୁଷ୍ୟ ଏହି ଦୁନିଆ ରେ ଆଧୁନିକ ଜୀବନ ଶୈଳୀ ପାଇଁ ବହୁତ ରୋଗରେ ପୀଡିତ ହେଉଛି । ଏହି ରୋଗ ପାଇଁ ବହୁତ ପ୍ରକାରର ଔଷଧ ସେବନ କରି ଖର୍ଚ୍ଚାନ୍ତ ବି ହେବାକୁ ପଡେ । ଏଥି ପାଇଁ ବେଳେ ବେଳେ ମୃତ୍ୟୁ ମୁଖରେ ପଡିଥାଏ। ଆଜି ଆମେ ଆପଣଙ୍କୁ ରସୁଣର ଏପରି ଏକ ଉପାୟ ବିଷୟରେ ଜଣାଇବୁ ଯାହା ଦ୍ୱାରା ସାଂଘାତିକରୁ ଅତି ସାଂଘାତିକ ରୋଗରୁ ମୁକ୍ତି ପାଇପାରିବ । ପୁରାତନ ଯୁଗରେ ରସୁଣର ଉପଯୋଗ କରି ବିଭର୍ଣ୍ଣ ରୋଗରୁ ମୁକ୍ତି ପାଉଥିଲେ । ରସୁଣ ରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବାୟୋଟେକ ଗୁଣ ମହଜୁଦ ଥାଏ ।

ଏହା ଆମ ଶରୀର ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରି ଆମକୁ ରୋଗରୁ ରକ୍ଷା କରିଥାଏ । ରସୁଣ ଦ୍ୱାରା ମୁଣ୍ଡ ବିନ୍ଧା ଠାରୁ କ୍ୟାନ୍ସର ଭଳି ଦୁରା ରୋଗରୁ ଆମକୁ ମୁକ୍ତି ମିଳିଥାଏ । ରସୁଣ କୁ ଯଦି ଠିକ ଭାବରେ ସେବନ କରାଯାଏ ତେବେ ଆମକୁ ଔଷଧ ରେ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ ।

ଏବେ ଆସନ୍ତୁ ଜାଣିବା ରସୁଣର ଖାଇବାର ଠିକ ଉପାୟ । ଯଦି ସକାଳୁ ଉଠି ଖାଲି ପେଟରେ ତିନି ଚାରୋଟି ରସୁଣ କୋଲା ଚୋବାଇ ଚୋବାଇ  ଖାଉଛନ୍ତି ଓ ଏହାପରେ ଦୁଇ ଗ୍ଲାସ ଉଷୁମ ପାଣି ପିଇବା ଦ୍ୱାରା ରସୁଣ ର ଗୁଣ ବହୁତ ବଢିଯାଏ । ଯାହା ଦ୍ୱାରା କି ମୁଣ୍ଡ ବିନ୍ଧାରୁ ଆରମ୍ଭ କରି କ୍ୟାନ୍ସର ଭଳି ରୋଗ ଭଲ ହୋଇଥାଏ । ଏବେ ଆସନ୍ତୁ ଜାଣିବା ରୋଗ ବିଷୟରେ । ବ୍ୟାୟାମ କରି ମଧ୍ୟ ଯଦି ମୋଟା ପଣ କମିନଥାଏ ତେବେ ସକାଳୁ ଉଠି ଖାଲି ପେଟରେ ବିନା ବ୍ରସ କରି ଚାରୋଟି ରସୁଣ କୋଲା ଖାଇ ସାରି ଗୋଟି ଲିଟର ଉଷୁମ ପାଣି ଏକ ମାସ ପର୍ଯ୍ୟନ୍ତ ପିଇବା ଦ୍ୱାରା ମୋଟା ପଣ କମ ହେବା ସହ ଓଜନ ମଧ୍ୟ କମହୋଇଥାଏ ।

ଯାହାର କୋଲେଷ୍ଟ୍ରୋଲ କମ  ଥାଏ ତାକୁ ହୃଦଘାତ ହେବାର ସମ୍ଭାବନା ଥାଏ ଓ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ । ଏହି ବ୍ୟକ୍ତିକୁ ସକାଳୁ ଉଠି ଚାରୋଟି ରସୁଣ କୋଲା ଖାଲି ପେଟରେ ଚୋବାଇ ଚୋବାଇ ଖାଇବା ସହ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇବା ଦ୍ୱାରା ଲୋଲେଷ୍ଟରେଳ ମାତ୍ରାରେ ନିୟନ୍ତ୍ରଣ ହୋଇଥାଏ । ଶରୀରର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ।

ଆଜିକାର ଆଧୁନିକ ଶୈଳୀର ମସଲା ଜାତୀୟ ଓ ବିଭିର୍ଣ୍ଣ ପ୍ରକାରର ଜଙ୍କ ଫୁଡ଼ ଖାଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୋଇ ଆମକୁ ଛୋଟ ରୋଗ ଦେହରେ ବୃଦ୍ଧି ପାଇଥାଏ ଏଥିରୁ ମୁକ୍ତି ପାଇଁ ସକାଳୁ ଉଠି ଖାଲି ପେଟରେ ଚାରୋଟି ରସୁଣ ଖାଇ ତାପରେ ଲକିଛି ଉଷୁମ ପାଣି ପିଇବା ଦ୍ୱାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଡାଇବେଟିସ ରୋଗୀଙ୍କ ପାଇଁ ରସୁଣ ଏକ ବହୁତ ଲାଭ କରି ଅଟେ ଏହାଦ୍ୱାରା ଆମ ପକ୍ରିୟାରେ ଇନ୍ସୁଲିଂର ମାତ୍ର ବୃଦ୍ଧି ହୋଇ ଡାଇବେଟିସକୁ ନିୟନ୍ତ୍ରଣ ରଖିଥାଏ । ଯେଉଁ ମାନେ ସକାଳୁ ଉଠି ଚାରୋଟି ରସୁଣ କୋଲା ଖାଲି ପେଟରେ ଖାଇସାରି କିଛି ଉଷୁମ ପାଣି ପିଅନ୍ତି ସେମାନଙ୍କର ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ । ରସୁଣର ଏହିପରି ପ୍ରୟୋଗ କରିବା ଦ୍ୱାରା ଆମ ଆଣ୍ଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ମିଳିଥାଏ ,ହଜମ ଶକ୍ତି ବୃଦ୍ଧି ହୋଇ ପେଟ ରୋଗ ରୁ ମୁକ୍ତି ମିଳିଥାଏ । ଲିଭର ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ୟାନ୍ସର ସମସ୍ୟାରୁ ବି ମୁକ୍ତି ମିଳିଥାଏ ।