ସକାଳୁ ସକାଳୁ କାମରେ ବାହାରି ପଡିଥିଲେ ହେଲେ ଆରପାରିକୁ ଚାଲିଗଲେ, ପୁରା ଘଟଣା ଜାଣିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ଦୃଶ୍ୟ

ଏକ ପିକଅପ ଭ୍ୟାନକୁ ଆଇଚର ଟ୍ରକ ଧ-କ୍କା ଦେବା ଫଳରେ ଘଟିଯାଇଛି ଏକ ମ-ର୍ମ-ନ୍ତୁ-ଦ ସଡକ ଦୁ-ର୍ଘ-ଟ-ଣା । ଏହି ଦୁ-ର୍ଘ-ଟ-ଣା-ରେ ଘଟଣାସ୍ଥଳରେ ହିଁ ଜେନ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆ-ହ-ତ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭୟଙ୍କର ସଡକ ଦୁ-ର୍ଘ-ଟ-ଣା ଦେଖିବାକୁ ମିଳିଛି ନୟାଗତ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ 16 ନଂ ଜାତୀୟ ରାଜପଥ ଗୌଡଚନ୍ଦ୍ରପୁର ଛକ ନିକଟରେ ।

ଏହି ଦୁ-ର୍ଘ-ଟ-ଣା-ରେ ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ହେଉଛନ୍ତି କୁକୁଡାଝରି ଗାଁ ବିରଞ୍ଚି । ମିଳିଥିବା ସୂଚନା ଅନୁସାରେ କୁକୁଡାଝରି ଗାଁର 5 ଜଣ ଶ୍ରମିକ ଢଳେଇ କାମ କରିବା ପାଇଁ ଏକ ପିକଅପ ଭ୍ୟାନରେ ନିଜ ଢଳେଇ ସରଞ୍ଜାମ ସବୁ ଲୋଡ କରି ବାଲୁଗାଁ ଅଭିମୁଖେ ସକାଳୁ ସକାଳୁ ବାହାରି ପଡିଥିଲେ । ହେଲେ ଗୌଡଚନ୍ଦ୍ରପୁର ଛକ ନିକଟରେ 5 ଜଣ ଶ୍ରମିକ ଯାଉଥିବା ଏହି ପିକଅପ ଭ୍ୟାନଟିକୁ ପଛରୁ ଧ-କ୍କା ଦେଇଥିଲା ଏକ ଆଇଚର ଟ୍ରକ । ଯାହାଫଳରେ ସେଠାରେ ଏକ ଛାତିଥରା ସଡକ ଦୁ-ର୍ଘ-ଟ-ଣା ଘଟି ଯାଇଥିଲା ।

ଉକ୍ତ ଦୁ-ର୍ଘ-ଟ-ଣା-ରେ ଜଣେ ଶ୍ରମିକଙ୍କ ମୃ-ତ୍ୟୁ ହୋଇ ଯାଇଥିଲା ଓ ଅନ୍ୟ ଚାରିଜଣ ଶ୍ରମିକ ମଧ୍ୟ ଗୁରୁତର ଭାବେ ଆ-ହ-ତ ହୋଇଛନ୍ତି । ସଡକ ଦୁ-ର୍ଘ-ଟ-ଣା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଚାନ୍ଦପୁର ପୋଲିସ ଏବଂ ଟାଙ୍ଗୀ ଅଗ୍ନିଶମ ବାହିନୀ । ଉଭୟ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମିଶି ଆ-ହ-ତ ମାନଙ୍କୁ ଉଦ୍ଧାର କରିବା ସହ ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବା ବେଳେ ଏପଟେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଉକ୍ତ ଅଞ୍ଚଳରେ ବାରମ୍ବାର ଏଭଳି ଦୁ-ର୍ଘ-ଟ-ଣା ଘଟୁଥିବାର ଦେଖାଯାଉଛି । ତେଣୁ ସେଠାରେ ଯଥାଶୀଘ୍ର ଏକ ଓଭରବ୍ରିଜ ନିର୍ମାଣ କରିବା ସହ ମୃ-ତ ଓ ଆ-ହ-ତ-ଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ରାଶି ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଘଟଣାର ଖବର ପାଇବା ପରେ ମୃ-ତ-କ-ଙ୍କ ପରିବାର ଓ ଗ୍ରାମବାସୀ ଉଭୟଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

ଘଟଣାସ୍ଥଳରେ ଆସି ପରିବାର ଲୋକେ ମୁଣ୍ଡ ପିଟି କାନ୍ଦୁଥିବା ଦେଖିବାକୁ ମିଳିଛି । ଏହି ଦୁ-ର୍ଘ-ଟ-ଣା ପରେ ଉକ୍ତ ଅଞ୍ଚଳରେ ଲୋକଙ୍କର ଭିଡକୁ ଆୟତ୍ତ କରିବା ମୁସ୍କିଲ ହୋଇପଡିଛି । ଫଳରେ ଯାନବାହାନ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।