ସକାଳୁ ଖାଆନ୍ତୁ ଏହି ଗୋଟେ ଜିନିଷ କେବଳ 3 ଦିନ ଭିତରେ ଦେହର ସବୁ ରୋଗ ଗାୟବ୍ ହେଇଯିବ

ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ କରିବେ ତ ତିନି ଦିନ ଭିତରେ ଆପଣ ରକ୍ତର ଅଭାବ, ଅଣ୍ଟା ଦରଜ, ଆଣ୍ଠୁ ଦରଜ ଆଦିରୁ ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଲାଭକାରି ଡ୍ରାଇଫୃଟ ବିଷୟରେ କହିବୁ ଯଦି ଆପଣ ତାହାର ସେବନ କରୁଛନ୍ତି ତେବେ ଏହା ବହୁତ ଭଲ କଥା ଅଟେ ।

କାରଣ ଏହା ଦ୍ଵାରା ଆପଣଙ୍କୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ ତା ସହିତ ଶରୀରରେ ଯଦି କୌଣସି ପେନ ହେଉଥିବ, ରକ୍ତହୀନତା ଥିବ, ଦୁର୍ବଳ ଲାଗୁଥିବ ତେବେ ଏହା ସବୁ କିଛି ପାଇଁ ଲାଭକାରୀ ହୋଇ ଥାଏ । ତାହା ହେଲା କିସମିସ ।

ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି କି ଆପଣ ପ୍ରତିଦିନ କିସମିସ ବତୁରାଇ ସକାଳୁ ଉଠି ଖାଉଛନ୍ତି ତେବେ ଏହା ବହୁତ ଭଲ ଅଭ୍ୟାସ ଅଟେ । ଏହା ଦ୍ଵାରା ଆପଣଙ୍କୁ ବହୁତ  ଫାଇଦା ମିଳିଥାଏ । ଏବେ ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବୁ ଯାହାକୁ ଆପଣଙ୍କୁ କିସମିଷ ସହିତ କରିବାର ଅଛି । ଏହା ଦ୍ଵାରା ଆପଣଙ୍କର ଶରୀରର ସବୁ ପେନ ଗାୟବ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ:

କିସମିସ ୧୦୦ ଗ୍ରାମ

ମହୁ ୧୦୦ ଗ୍ରାମ

ପ୍ରଥମେ ଆପଣ କିସମିସ ଓ ମହୁକୁ ଏକ ବାସନରେ ଭଲ ଭାବେ ମିଶାନ୍ତୁ । ତା ପରେ ଆପଣ ଏକ କାଚର ଜାରରେ ଏହାକୁ କଭର କରି ରଖି ଦିଅନ୍ତୁ ୨ ଦିନ ପାଇଁ । ତା ପରେ ଆପଣ ଏହାର ସେବନ କରି ପାରିବେ ।

ଏଥିପାଇଁ ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠିବା ପରେ ଏହି କାଚର ପାତ୍ରକୁ ଟିକେ ସେକ କରିଦେବେ ବା ଘାଣ୍ଟି ଦେବେ ଯାହା ଫଳରେ ମହୁ ଓ କିସମିସ ଭଲ ଭାବରେ ମିଶିଯିବ । ତା ପରେ ଆପଣ ଖାଲି ପେଟରେ ୪-୫ ଟି କିସମିସ ଖାଇବେ ।

ଯାହାର ଶରୀରରେ ରକ୍ତହୀନତା ଥିବ, ମୁଣ୍ଡବିନ୍ଧା ହେଉଥିବ, ହାଲିଆ ଲାଗୁଥିବ, ଚିଡିଚିଡା ଲାଗୁଥିବ କିମ୍ବା ଆଉ କିଛି ସମସ୍ୟା  ହେଉଥିବ ଏହାକୁ ସେବନ କରିବା ପରେ ଏହି ସମସ୍ୟା ସବୁ ଧୀରେ ଧୀରେ କମିଯିବ । ତା ସହିତ ଏହା ଇମ୍ୟୁନିଟି ବଢାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।

ଯଦି ଆପଣ କ୍ଷୀରରେ କିସମିସ କୁ ଖାଇବାକୁ ଚାହୁଁଛନ୍ତି ତେବେ ୧୦-୨୦ ଟା କିସମିସ ନେଇ ତାହାକୁ ଗରମ ପାଣିରେ ଧୋଇ କ୍ଷୀରରେ ପକାଇ ଦିଅନ୍ତୁ । ତା ପରେ କ୍ଷୀରକୁ ଫୁଟାଇ ଦେବେ ଓ ଏହାର ସେବନ କରିବେ । ଏହା ଦ୍ଵାରା ଯେଉଁମାନେ ପତଳା ଅଟନ୍ତି ଏହା  ଓଜନ ବଢାଇବାରେ ସାହାର୍ଯ୍ୟ କରିବ ତା ସହିତ ଏହା ଅନ୍ୟ ଫାଇଦା ବି ଦେଇଥାଏ କାରଣ ଏଥିରେ ଆଇରନ ପ୍ରଚୁର ମାତ୍ରାରେ ଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।