Odia Gk- ତାହା କେଉଁ ଜିନିଷ ଯାହା ସକାଳେ ସବୁଜ, ଦ୍ଵିପ୍ରହରେ କଳା, ସନ୍ଧ୍ୟାବେଳେ ନାଲି ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ ? କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ଏହାର ଜବାବ

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଥରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧- କେଉଁ ଦେଶର ଲୋକେ ସବୁଠାରୁ ଅଧିକ ମଦ୍ୟଯପାନ କରନ୍ତି ?

ଉ: ଅଷ୍ଟ୍ରେଲିଆ

୨- ଏପରି କ’ଣ ଅଛି ଯାହାର ଚାରୋଟି ଗୋଡ ଥିବା ସତ୍ତ୍ୱେ ତାହା ଚାଲିପାରେ ନାହିଁ ?

ଉ: ଟେବୁଲ ବା ମେଜ

୩- ବେଙ୍ଗ ପାଣିରେ କେତେ ସମୟ ନିଃଶ୍ଵାସ ନନେଇ ରହିପାରେ ?

ଉ: ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ

୪- କେଉଁ ଦେଶର ଲୋକେ ଷଣ୍ଢ ସହ ଲଢେଇ କରନ୍ତି ?

ଉ: ସ୍ପେନ

୫- କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?

ଉ: ସାମୁଦ୍ରିକ ଘୋଡା

୬- କେଉଁ ଗଛର କାଠ ସୁନା ଠାରୁ ମଧ୍ୟ ଅଧିକ ମୂଲ୍ଯବାନ ଅଟେ ?

ଉ: ଲାଲ ଚନ୍ଦନ

୭- କେଉ ଦେଶରେ ସବୁଠାରୁ ଅଧିକ ହୀରା ରହିଛି ?

ଉ: ଋଷ

୮- କେଉଁ ପକ୍ଷୀର ଡେଣା ନଥାଏ ?

ଉ: କିୱି ପକ୍ଷୀ

୯- କେଉଁ ଜୀବର ମୁଣ୍ଡ କାଟିଦେବା ପରେ ବି ତାହା କିଛିଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ ?

ଉ: ଅସରପା

୧୦- କୁତବ ମୀନାର କେଉଁଠାରେ ଅବସ୍ଥିତ ?

ଉ: ଦିଲ୍ଲୀରେ

୧୧- କେଉଁ ଜୀବ ପିଲା ଜନ୍ମ କରିବା ପରେ ତୁରନ୍ତ ମରିଯାଏ ?

ଉ: ବିଛା

୧୨- କେଉଁ ପ୍ରାଣୀ ଆଖି ବନ୍ଦ କରି ମଧ୍ୟ ଦେଖିପାରେ ?

ଉ: ଓଟ

୧୩- କେଉଁ ଜୀବ ଜୀବନରେ କେବେ ମଧ୍ୟ ଶୁଏ ନାହିଁ ?

ଉ: ପିମ୍ପୁଡି

୧୪- କେଉଁ ଜୀବ ନାକ ବାଟେ ଖାଦ୍ଯ ଖାଇଥାଏ ?

ଉ: ପିମ୍ପୁଡି

୧୫- କେଉଁ ଦେଶରେ ରାତି ସମୟରେ ଚାଷ କରାଯାଏ ?

ଉ: ନରୱେ

୧୬- ଭାରତର କେଉଁ ରାଜ୍ୟରେ ନାଗରିକଙ୍କ ଆଧାରକାର୍ଡ ବନାଯାଏ ନାହିଁ ?

ଉ: କାଶ୍ମୀର

୧୭- ତାହା କଣ ଯାହା ପୁରା ଗାଁରେ ବୁଲିଥାଏ କିନ୍ତୁ ମନ୍ଦିର ଯିବାକୁ ଡରିଥାଏ ?

ଉ: ଚପଲ

୧୮- ମଶାର ଆୟୁଷ କେତେ ହୋଇଥାଏ ?

ଉ: ୧୪ ରୁ ୫୬ ଦିନ

୧୯- କେଉଁ ଦେଶରେ ବିଲେଇଙ୍କୁ ପୂଜା କରାଯାଏ ?

ଉ: ଇଜିପ୍ଟ

୨୦- ତାହା କେଉଁ ଜିନିଷ ଯାହା ସକାଳେ ସବୁଜ, ଦ୍ଵିପ୍ରହରେ କଳା, ସନ୍ଧ୍ୟାବେଳେ ନାଲି ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ ?

ଉ: ଶୈବାଳ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।