ଶୈତାନ ସ୍ଵାମୀର କାଣ୍ଡ କାରନାମା ଜାଣିଲେ ଆପଣ ଭୟରେ ଥରିବେ, ଅମାବାସ୍ୟାରେ ମା’ ଭୈରବୀଙ୍କୁ ଖୁସି କରିବା ପାଇଁ ଯାହା କଲା ନା… ଦେଖନ୍ତୁ video

ତ-ନ୍ତ୍ର ସାଧନା ପାଇଁ ଅମାବାସ୍ୟାରେ ସ୍ତ୍ରୀ’କୁ ବ-ଳି ଦେବା ପାଇଁ ଆଣିଛି ସ୍ଵାମୀ । ସ୍ତ୍ରୀ’କୁ ହ-ତ୍ୟା କରିବା ପରେ ସ୍ତ୍ରୀ’ର ମୃ-ତ-ଦେ-ହ-କୁ ଉ-ଲ-ଗ୍ନ କରି ମଶାଣିରେ ତ-ନ୍ତ୍ର ପୂଜା କରୁଥିଲା ସ୍ଵାମୀ । ପି-ଶା-ଚ ସ୍ଵାମୀର ଏଭଳି ବଳି ପୂଜା ଦେଖି ଗାଁ ଲୋକେ ତାଜୁବ ହୋଇ ଯାଇଥିଲେ । ଏନେଇ ଅଭିଯୁକ୍ତ ଚେହେରାରେ ଟିକିଏ ହେଲେ ବି ଗ୍ଳାନି ଦେଖିବାକୁ ମିଳୁଛି । ଓଲଟା ଗର୍ବର ସହ କହୁଛି କି, 50-60 ବର୍ଷ ତଳେ ଅଜା ଶିଖାଇଥିବା ତ-ନ୍ତ୍ର ବିଦ୍ୟାକୁ ପରୀକ୍ଷା କରିବା ପାଇଁ ସ୍ତ୍ରୀ’କୁ ମା-ରି ମା’ଙ୍କୁ ଅର୍ପଣ କରୁଛି ।

ପୁରା ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସ୍ତ୍ରୀ’ର କ୍ଷ-ତା-କ୍ତ ମୃ-ତ-ଦେ-ହ-କୁ ଉ-ଲ-ଗ୍ନ କରି ଜଙ୍ଗଲରେ ଏକ ପିଢା ଉପରେ ରଖିଛି । ଆଉ ସିନ୍ଦୂର, ଦୀପଧୂପ ସହ ମା’ ଭୈରବୀଙ୍କୁ ଅର୍ପଣ କରୁଛି ସ୍ଵାମୀ । ଏଭଳି ଏକ ହୃଦୟ ଥରା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ । ମୃ-ତ ମହିଳା ଜଣକ ହେଉଛନ୍ତି ଆମ୍ବପଳାସ ଗାଁର ମମତା ଖଟୁଆ ।

ସ୍ଵାମୀ ଅଷ୍ଟମ ଖଟୁଆ ସ୍ତ୍ରୀ’କୁ ମା-ରି ଉ-ଲ-ଗ୍ନ କରିବା ପରେ ଜଙ୍ଗଲରେ ଏକ ପିଢା ଉପରେ ରଖି ପୂଜାର୍ଚ୍ଚନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ଆଉ ଘଟଣାସ୍ଥଳର ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଶିବରାତ୍ରିରେ ତ-ନ୍ତ୍ର ସାଧନା ପାଇଁ ହ-ତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

ମହିଳାଙ୍କ ଦେହରେ ଅନେକ କ୍ଷ-ତ ଚିହ୍ନ ଥିବା ଦେଖିବାକୁ ମିଳିଛି । ମହିଳାଜଣକ କୁଆଡେ ପୂର୍ବରୁ ନିଜ ସ୍ଵାମୀ ଓ ତିନି ଛୁଆଙ୍କୁ ଛାଡି ଅଷ୍ଟମ ଖଟୁଆଙ୍କ ସହ ପଳେଇ ଆସିଥିଲେ । ପୋଲିସ ସୂତ୍ରରୁ ଜଣାପଡିଛି କି ସେମାନଙ୍କ ପାରିବାରିକ ଜୀବନରେ ପ୍ରତିଦିନ କଳହ ଲାଗି ରହୁଥିଲା । ତେବେ ପୋଲିସକୁ ଭୁଆଁ ବୁଲାଇବା ପାଇଁ ହ-ତ୍ୟା-କା-ଣ୍ଡ-ର ପୁରା ଯୋଜନା ରଚିଥିଲା ଶ-ଇ-ତା-ନ ସ୍ଵାମୀ ।

ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ତ-ଦ-ନ୍ତ ଆରମ୍ଭ କରିଛି । ଆଜିର ଆଧୁନିକ ଯୁଗରେ ତ-ନ୍ତ୍ର ମ-ନ୍ତ୍ର ସାଧନା ପାଇଁ ଲୋକମାନେ ଏଭଳି ଭ-ୟ-ଙ୍କ-ର ହ-ତ୍ୟା-କା-ଣ୍ଡ କରିବାକୁ ପଛାଉ ନଥିବା ସତରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।