40 ବର୍ଷୀୟା ଶିକ୍ଷୟତ୍ରୀ 15 ବର୍ଷର ଛାତ୍ରସହ କଲେ ପ୍ରେମ ଓ ତାପରେ ଯାହା ଘଟିଲା ଆପଣ ବିଶ୍ୱାସ କରିପାରିବେ ନାହିଁ

ଏକ 40 ବର୍ଷ୍ୟା ଶିକ୍ଷୟତ୍ରୀ 15 ବର୍ଷୀୟ ଛାତ୍ରକୁ ଡାକିନେଇ କଲେ ଏଭଳି କାମ ଆପଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଘଟଣା ଟି କଣ ଘଟିଛି ଚାଲନ୍ତୁ ଆଲୋଚନା କରିବା। ଆପଣମାନେ ଜାଣିଥିବେ ଆଜିର ଦୁନିଆରେ ଭଲ ମଣିଷ ବନାଇବାପାଇଁ ଶିକ୍ଷକ ସବୁଠାରୁ ଆବଶ୍ୟକ ହୋଇଥାନ୍ତି ଓ ପିଲାର ଭବିଷ୍ୟତ ଗଢିବା ଦିଗରେ ମଧ୍ୟରେ ଶିକ୍ଷକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବେଳେବେଳେ ଏହି ଶିକ୍ଷକ ଓ ଛାତ୍ର ମଧ୍ୟରେ ଏମିତି କିଛି ସମ୍ପର୍କ ଘଟିଥାଏ ଯାହାକି ଆପଣଙ୍କୁ ବିଶ୍ୱାସ କରିପାରିବେ ନାହିଁ ।

ଆପଣମାନେ ଜାଣିଥିବେ ପ୍ରେମ ଏକ ଏଭଳି ଜିନିଷ ଯାହା କୌଣସି ଏକ ବୟସରେ ହୋଇଯାଇଥାଏ । ଏହା ସାନ ଓ ବଡ ଦେଖିନଥାଏ । ଏପରି ଏକ ଘଟଣା ଘଟିଛି ପଞ୍ଜାବ ଓ କେରଳ ର ଉଭୟଙ୍କ ସହ , ଯିଏକି ହେଉଛନ୍ତି ଛାତ୍ର ଓ ଶିକ୍ଷୟିତ୍ରୀ । ଏହି ଘଟଣା ସମ୍ପୁର୍ଣ ଗୁରୁ ଓ ଶିଷ୍ୟ ସମ୍ପର୍କରେ କଳଙ୍କ ଅଟେ ଓ ଉଭୟ ମଧ୍ୟରେ ହୋଇଯାଇଥିଲା ପ୍ରେମ ସମ୍ପର୍କ ଯାହାଫଳରେ ଉଭୟ ଲୁଚି ଚାଲିଯାଇଥିଲେ ତାମିଲନାଡୁ ଓ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇସାରିଥିଲେ ଉଭୟ ।

କେରଳର ଏକ ପ୍ରାଇଭେଟ ସ୍କୁଲ ରେ ଘଟିଥିଲା ଏହି ଘଟଣା । ଘଟଣା ଟି ହେଉଛି 10ମ ଶ୍ରେଣୀର ଏକ ଛାତ୍ରସହ ତାଙ୍କର ଶିକ୍ଷୟିତ୍ରୀ ଜଣକ ପ୍ରେମ କରିବାକୁ ଆରମ୍ଭ କରିଥିଲେ । ଯିଏକି କିଛିଦିନ ତଳେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇସାରିଥିଲେ । ଶିକ୍ଷୟିତ୍ରୀ ଙ୍କର ଦୁର୍ବଳତା ଦିନକୁ ଦିନ ସେହି ପିଲାଟି ପ୍ରତି ବଢିବାକୁ ଲାଗିଥିଲା । ଓ ଶେଷରେ ସେହି ପିଲାଟି ମଧ୍ୟ ନିଜର ଶିକ୍ଷୟିତ୍ରୀ ଙ୍କ ପ୍ରେମରେ ପଡିଗଲେ ଓ ଉଭୟ ନିଷ୍ପତି ନେଇଥିଲେ କି ଉଭୟ ପଳାୟନ କରି ବିବାହ କରିବେ ।

ଏକ ସମୟରେ ଶିକ୍ଷୟିତ୍ରୀ ଜଣକ ନିଜ ଘରକୁ ପିଲାଟିକୁ ଡକାଇ ଶାରୀରିକ ସମ୍ବନ୍ଧ ରଖୁଥିଲେ ଓ ଶିକ୍ଷୟିତ୍ରୀ ଜଣଙ୍କ ସେହି ପିଲାଟିକୁ ଏକ ମୋବାଇଲ ମଧ୍ୟ କିଣି ଦେଇଥିଲେ । ଯାହାଫଳରେ ଉଭୟ ରାତିରେ ବହୁତ ସମୟ ଧରି କଥାବାର୍ତ୍ତା ମଧ୍ୟ ହେଉଥିଲେ । କିନ୍ତୁ ଏକଦା ଏକ ସମୟ ଆସିଲା ଉଭୟ ଆଉ ସମ୍ବାଳି ନପାରି ହନିମୁନ କରିବାପାଇଁ କନ୍ୟାକୁମାରି ଚାଲିଗଲେ । ଓ ସମସ୍ତେ ଶୁଣି ଏଥିରେ ଅବାକ ହୋଇଗଲେ ଓ ଚାରିଆଡେ ଏହି ଖବର ପ୍ରସିଦ୍ଧ ହୋଇଗଲା ଓ ସମସ୍ତେ ଏହି ଦୁଇଜଣଙ୍କୁ ଜାଣିବାପାଇଁ ମଧ୍ୟ ବହୁତ ଚେଷ୍ଟା କରିଥିଲେ ।

ଏହି ଘଟଣାରୁ ଏହାର ନ୍ୟାୟ ମଧ୍ୟ କେଉଁ ପଟକୁ ଯିବ ସମସ୍ତେ ଆଇନ ର ସହାୟତା ନେଉଛନ୍ତି । ଆପଣମାନଙ୍କୁ ଏହି ଗୁରୁ ଶିଷ୍ୟ ସମ୍ପର୍କରେ ଏମିତି ହେବା ଆପଣଙ୍କୁ କେମିତି ଲାଗିଲା । କଣ ଆପଣମାନେ ଭାବୁଛନ୍ତୁ କି ଏମାନେ ଗୁରୁ ଶିଷ୍ୟ ସମ୍ପର୍କକୁ ତଳକୁ ପକାଇଛନ୍ତି କି ଏମାନେ ଠିକ କରିଛନ୍ତି । ଆପଣଙ୍କ ମନ୍ତବ୍ୟ ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।