ପଇସା ଗଣି ଗଣି ଥକି ଯିବେ, ୧୦୦ ବର୍ଷ ପରେ ୯ ନଭେମ୍ବରେ ବନୁଛି ରାଜଯୋଗ, 6 ରାଶିର ଲାଗିବ ଲଟେରୀ, ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ  ସୋମବାର ଦିନଟି ସବୁଠୁ ଶୁଭ ଅଟେ । ଯେଉଁ ବ୍ୟକ୍ତି ଭକ୍ତି ଭାବରେ ତାଙ୍କର ପୂଜା ଅର୍ଚନା କରେ ଭଗବାନ ଶିବ ତାଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ଓ ତାର ସବୁ ମନସ୍କାମନା ବି ପୁରା କରନ୍ତି । ଶିବ ଭକ୍ତଙ୍କୁ ନା ମୃତ୍ୟୁର ଭୟ ନା ରୋଗର ଭୟ ନା ଶୋକର ଭୟ ଥାଏ । ଶିବ ତତ୍ଵ ଭକ୍ତଙ୍କ ମନକୁ ଶକ୍ତି ଓ ଭକ୍ତିର ସାମର୍ଥ୍ୟ ଦେଇଥାଏ । ଶିବ ତତ୍ଵର ଧ୍ୟାନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଦ୍ଵାରା ହୋଇଥାଏ । ଧର୍ମ, କର୍ମ, ମୋକ୍ଷ ଭଗବାନ ଶିବଙ୍କ ଦ୍ଵାରା ହୋଇଥାଏ ।

ଏହି ସୋମବାର କାର୍ତିକକ ମାସର ସୋମବାର ଅଟେ । ଏହି ମାସରେ କିଛି ରାଶି ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡିବାରୁ ସେମାନେ ଧନ ଧାନ୍ୟରେ ଓ ଖୁସିରେ ପରିପୂର୍ଣ ହୋଇଯିବେ ତ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ

ଏହି ରାଶିମାନଙ୍କ ଜୀବନରେ ବହୁତ ଖୁସି ଆସିବ ଆପଣଙ୍କର ସବୁ କାର୍ଯ୍ୟ ପୂରଣ ହୋଇଯିବ । ଆପଣଙ୍କ ସବୁ ଅଟକିଥିବା କାମ ସହଜରେ ପୂର୍ଣ ହୋଇଯିବ ।  ଯଦି ଆପଣ କାହାକୁ କୌଣସି ଟଙ୍କା ଧାର ସୂତ୍ରରେ ଦେଇଛନ୍ତି ତେବେ ସହଜରେ ଫେରସ୍ତ ମିଳିଯିବ । ଆପଣଙ୍କର ସବୁ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ ।

ବୃଷ

ଏହି ରାଶିର ବ୍ୟକ୍ତି ମାନଙ୍କୁ ଖୁବ ଧନ ମିଳିବାର ସମ୍ଭାବନା ଅଛି । ସବୁ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । ଆପଣଙ୍କୁ ଅଚାନକ ଭାବେ କୌଣସି ଉପାୟରେ ଧନ ମିଳିବ । ଆପଣଙ୍କ ସବୁ ଅଟକି ଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଯିବ । ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ ।

ସିଂହ

ଏହି ରାଶିର ବ୍ୟକ୍ତିଙ୍କୁ ଜୀବନରେ ବହୁତ ଖୁସି ଆସିବ । ଆପଣଙ୍କ ସବୁ ଅଟକି ଥିବା କାର୍ଯ୍ୟ ପୂରଣ ହୋଇଯିବ । ଚାକିରିରେ ପଦୋନ୍ନତି ମିଳିବ । ସମାଜରେ ମାନ ସମ୍ମାନ ମିଳିବ । ଆପଣଙ୍କ ସ୍ଥିତିରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନରେ ଖୁସି ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ ହେବ ।

କନ୍ୟା

ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଖୁସି ମିଳିବ । ଆପଣଙ୍କ ଅଫିସରେ ଆପଣଙ୍କୁ ଉଚ୍ଚ ଅଧିକାରିଙ୍କୁ ପ୍ରଶଂସା ମିଳିବ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କ ବୈବାହିକ ଜୀବନରେ ଉନ୍ନତି ହେବ । ପରିବାରର ସବୁ କାର୍ଯ୍ୟରେ ଆପଣଙ୍କୁ ସହଯୋଗ ମିଳିବ । ବ୍ୟବସାୟରେ ଭଲ ଲାଭ ଯୋଗୁଁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ତୁଳା

ଆପଣଙ୍କୁ ବହୁତ ସଫଳତା ମିଳିବ । ଆପଣ ସବୁ କାର୍ଯ୍ୟକୁ ମନଦେଇ କରିବେ ଓ ଏଥିରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣ ବ୍ୟବସାୟରେ କୌଣସି ବଡ କମ୍ପାନୀ ସହ ଅନୁବନ୍ଧିତ ହେବେ । ଆପଣ ପରିବାରରେ ସମସ୍ତଙ୍କ ସହ ସାମଞ୍ଜସ୍ୟ ରଖିବାକୁ ଚେଷ୍ଟା କରନ୍ତୁ । ଆପଣ ବାହନ ଚଲେଇଲା ବେଳେ ସାବଧାନ ରୁହନ୍ତୁ ।

ମିଥୁନ

ଆପଣଙ୍କର କୌଣସି ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଧନ ଲାଭ ହେବ । ଚାକିରିରେ ପଦୋନ୍ନତି ମିଳିବ । ପରିବାରରେ ଓ ବନ୍ଧୁ ବାନ୍ଧବଙ୍କ ସହ ଭଲ ସମ୍ପର୍କ ରହିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କୌଣସି ଗାଡି କିମ୍ବା ଘର କିଣିବାର ସମ୍ଭାବନା ଅଛି ।

କୁମ୍ଭ

ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତିବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ବ୍ୟବସାୟରେ ବୃଦ୍ଧି ହେବ । ଆପଣଙ୍କୁ କୌଣସି ମିତ୍ରଙ୍କ ଆପଣଙ୍କ କୌଣସି ଜରୁରୀ କାର୍ଯ୍ୟରେ ସହଯୋଗ ମିଳିବ । ଆପଣ ନିଜ ଖର୍ଚକୁ ନିୟନ୍ତ୍ରଣ କରନ୍ତୁ ଯାହା ଫଳରେ କି ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।