ପ୍ରେମିକାଙ୍କ ସହ ବିବାହ ପରେ ବି ସଂପର୍କ ରଖିଥିଲେ ଯୁବକ, ବ୍ଲାକମେଲିଂ ସହି ନପାରି ଚତୁର୍ଥୀ ରାତିରେ ବିଷ ପିଇଦେଲେ ପ୍ରେମିକା, ଏବେ ନ୍ୟାୟ ମାଗୁଛନ୍ତି ବାପା-ମା

ବାଲେଶ୍ଵର ଜିଲାଲ ଖନ୍ତାପଡା ଥା-ନା ଶିବପୁର ଗ୍ରାମର ଜଣେ ଯୁ-ବ-ତୀ-ଙ୍କୁ ସାହାଜିପାଟଣା ଗାଁର ଜଣେ ଯୁ-ବ-କ ପ୍ରେ-ମ କରୁଥିଲେ । ଏହା ପରେ ଦୁଇ ଯୁ-ବ-କ ଓ ଯୁ-ବ-ତୀଙ୍କ ମଧ୍ୟରେ ଶା-ରୀ-ରି-କ ସମ୍ପର୍କ ଆରମ୍ଭ ହୋଇଥିଲା । ଏହା ପରେ ଯେତେବେଳେ ପ୍ରେ-ମି-କ-ର ଘର ଲୋକେ ଏ କଥା ଜାଣିଥିଲେ ସେତେବେଳେ ସେ ଯୁ-ବ-ତୀ-ଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହ କାର ଡି-ମା-ଣ୍ଡ କରିଥିଲେ ।

ଏହା ପରେ ପ୍ରେ-ମି-କା-ର ପରିବାର ଟଙ୍କା ଦେବାକୁ ମନା କରିଥିଲେ ଓ ନିଜ ଝିଅକୁ ବୁଝାଇଥିଲେ । ଏହା ପରେ ମେ ମାସ ୧୪ରେ ଯୁ-ବ-କ ଅନ୍ୟ ଜଣେ ଯୁ-ବ-ତୀ-ଙ୍କୁ ବିବାହ କରିଥିଲେ । ବିବାହ କରିବା ପରେ ମଧ୍ୟ ଯୁ-ବ-କ-ଙ୍କ-ର ପ୍ରେ-ମ ନି-ଶା ଛାଡି ନ ଥିଲା । ଯୁ-ବ-କ ବିବାହ ପରେ ଯୁ-ବ-ତୀ-ଙ୍କ ସ-ମ୍ପ-ର୍କ ରଖିବାକୁ ବା-ଧ୍ୟ କରିବା ସହ ପ୍ରେ-ମି-କା-ର ଭି-ଡି-ଓ ଭା-ଇ-ରା-ଲ କରିବାକୁ ମଧ୍ୟ ଧ-ମ-କ ଦେଉଥିଲା ।

ଏହି କଥାକୁ ସହି ନପାରି ମେ ୧୭ରେ ପ୍ରେ-ମି-କା ଜଣକ ବି-ଷ ପିଇ ଆ-ତ୍ମ-ହ-ତ୍ୟା କରିଥିଲେ । ଏହା ପରେ ମେ ୧୮ରେ ଝିଅର ମୃ-ତ୍ୟୁ ପରେ ଯୁ-ବ-କ ଓ ତାଙ୍କ ପରିବାରକୁ ପ୍ରେ-ମି-କା-ର ପରିବାର ଦା-ୟୀ କରିଥିଲେ । ଝିଅର ମା ସୁଜାତା ରାଉତ ଖାନ୍ତପଡା ଥା-ନା-ରେ ନିଜ ଝିଅର ଆ-ତ୍ମ-ହ-ତ୍ୟା ଅ-ଭି-ଯୋ-ଗ କରିଥିଲେ ମଧ୍ୟ ପୋ-ଲି-ସ ଏହାକୁ ଏକ ଅ-ପ-ମୃ-ତ୍ୟୁ ଘ-ଟ-ଣା କହି ଚୁପ ବସିଥିଲା । ଏହା ପରେ ଝିଅର ବାପା ଓ ମା ଗ-ଣ ମ-ଧ୍ୟ-ମ ଜରିଆରେ ଏହି ଘ-ଟ-ଣା-କୁ ସାମନାକୁ ଆଣିଛନ୍ତି । ପୋ-ଲି-ସ ରା-ଜ-ନୀ-ତି ଚ-ପ-ରେ ପଡି ରହି ଘ-ଟ-ଣା-କୁ ଅ-ପ-ମୃ-ତ୍ୟୁ ବୋଲି କହି ବସି ରହିଛି ।

ଏହା ଛଡା ଥା-ନା-ରେ ଅ-ଭି-ଯୋ-ଗ କରିବାର ୨୪ ଘଣ୍ଟା ପରେ ଏ-ଫା-ୟା-ର କପି ମିଳିବାର ନି-ୟ-ମ ରହିଥିବା ବେଳେ ପ୍ରେ-ମି-କା-ର ମୃ-ତ୍ୟୁ-ର ୪୧ ଦିନ ହୋଇ ଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ଏ ଯାଏଁ ଏ-ଫ-ୟା-ର କପି ଥା-ନା-ରୁ ଦିଆଯାଇ ନାହି । ଏହି ଘ-ଟ-ଣା-କୁ ବନ୍ଦ କରିବା ପାଇଁ ପୋ-ଲି-ସ ଚା-ପ ପକାଉଛନ୍ତି ବୋଲି ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି । ଏହି ଘ-ଟ-ଣା-ରୁ ସ୍ପଷ୍ଟ ହେଉଛି ଯେ ପ୍ରେ-ମି-କା ଜଣକ ପ୍ରେ-ମ କରି ଯୁ-ବ-କ ଠାରୁ ପ୍ର-ତା-ର-ଣା ପାଇଥିଲେ । ବିବାହ ପ୍ର-ତି-ଶୃ-ତି ଦେଇ ପ୍ରେ-ମି-କ ପ୍ରେ-ମି-କା-ଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖୁଥିଲେ ।

ଏହା ପରେ ଯୁ-ବ-କର ବ୍ଲା-କ-ମେ-ଲିଂ ସହି ନ ପରି ପ୍ରେ-ମି-କା ଜଣକ ପ୍ରେ-ମି-କ-ର ଚ-ତୁ-ର୍ଥୀ ରାତିରେ ଆ-ତ୍ମ-ହ-ତ୍ୟା କରିଥିଲେ । ଏହା ସହ ପ୍ରେ-ମି-କା-କୁ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେଇ ଆ-ତ୍ମ-ହ-ତ୍ୟା କରିବାକୁ ବାଧ୍ୟ କର ଯାଇଛି ବୋଲି ପ୍ରେ-ମି-କ ନାଁ ରେ ଯୁ-ବ-ତୀ-ର ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି । ରାଜନୈତିକ ଚାପ ପଡୁଥିବାରୁ ଏହି ମା-ମ-ଲା-କୁ ଦବାଇ ଦିଆଯାଉଛି ଯାହା ଫଳରେ ମୃ-ତ ଯୁ-ବ-ତୀଙ୍କୁ ନ୍ୟାୟ ମିଳିପାରୁ ନାହି ।

ଏ ପରେ ଏହି ଘ-ଟ-ଣା ବାବଦରେ ଖାନ୍ତପଡା ଥା-ନା ଆଇଆଇସି ବିମଳ କୁମାର ନାୟକ ଏ ବାବଦରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ଘ-ଟ-ଣା ସମ୍ପର୍କରେ ଠିକ ଭାବେ ଯା-ଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ବିମଳ କୁମାର ନାୟକ କହିଛନ୍ତି । ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କ-ମେ-ଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।