ସାଢ଼େସାତୀର ହେଲା ଅନ୍ତ, ଆସନ୍ତା ମାସ ୧ ତାରିଖରୁ ଏହି ୬ଟି ରାଶିମାନଙ୍କର ଆରମ୍ଭ ହେବ ଭଲ ଦିନ, ସତ ହେବ ସ୍ଵପ୍ନ

ଆପଣଙ୍କ ରାଶି ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ରାଶି ଅନୁସାରେ ଆପଣ ଜୀବନରେ ଆସନ୍ତା ଘଟଣାର ପୂର୍ବାନୁମାନ ବି କରି ପାରିବେ । ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ କି ଆସନ୍ତା ମାସ ତାଙ୍କ ପାଇଁ କେମିତି ରହିବ ? ଆସନ୍ତା ମାସରେ ଆମର ଗ୍ରହ ଆମକୁ କଣ ଫଳ ପ୍ରଦାନ କରିବ । ଏହି ସବୁ ପ୍ରଶ୍ନର ଜବାବ ଆଜି ଆମେ ଆପଣଙ୍କୁ ଏହି ଆର୍ଟକିଲ ମାଧ୍ୟମରେ ଦେବୁ । ଆସନ୍ତା ମାସର ୧ ତାରିଖରେ ସାଢ଼େସାତୀର ଅନ୍ତ ହେବ ଓ ଏହା ସହିତ ଏହି ୬ ଟି ରାଶିଙ୍କ ଜୀବନରେ ଭଲ ଦିନ ଆସିବ ।

ସିଂହ ରାଶି, ତୁଳା ରାଶି :-

ଅଫିସରେ ଆପଣଙ୍କୁ କିଛି ନୂଆ ଖବର ମିଳିପାରେ । ଛୋଟ ଭାଇ ଭଉଣୀଙ୍କ ଠାରୁ ଆପଣଙ୍କୁ ନୂଆ କାର୍ଯ୍ୟ ସହଯୋଗ ଓ ପ୍ରେମ ମିଳିପାରେ । ଧନର ମାର୍ଗରେ ସୁଧାର ଆସିବ । ପାରିବାରିକ ସମସ୍ୟା ଦୂର ହେବ । ଆପଣଙ୍କ ମାତା ପିତା ଆପଣଙ୍କ ସହିତ ମିଶି କାମ କରିବେ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଆପଣ ଅଧିକ ଚିନ୍ତିତ ରହି ପାରାନ୍ତି । କାର୍ଯ୍ୟ କ୍ଷେତ୍ରରେ କିଛି ମହତ୍ଵପୂର୍ଣ୍ଣ ନିଷ୍ପତି ନେବାକୁ ପଡିବ ।

ବୃଷ ରାଶି, ମେଷ ରାଶି :-

ଆପଣଙ୍କୁ ନିଜ କାର୍ଯ୍ୟରେ ଉନ୍ନତିର ବିଭିନ୍ନ ଅବସର ପ୍ରାପ୍ତ ହେବ । ଟଙ୍କା ସମ୍ବନ୍ଧିତ ମାମଲାରେ ଆପଣ ବହୁତ ଭାଗ୍ୟଶାଳୀ ରହିବେ । ଯାହା ଦ୍ଵାରା ଏହି ଜାତକମାନେ କୋଟିପତି ହୋଇ ପାରାନ୍ତି । ଅନ୍ୟ ପଟେ ଆପଣଙ୍କ ଅଟକି ରହିଥିବା ଟଙ୍କା ଅଚାନକ ଆପଣଙ୍କୁ ମିଳିପାରେ । ଆପଣ ନିଜ ପାଇଁ ଯଶ ଓ କୀର୍ତ୍ତି ବି ଅର୍ଜନ କରିବେ । ନିଜର ଜୀବନସାଥିଙ୍କ ସହିତ ସୁଖମୟ ଜୀବନ ବିତାଇବେ । ଜୀବନସାଥିଙ୍କର ଭରପୁର ସହଯୋଗ ଆପଣଙ୍କୁ ମିଳିବାର ଅଛି । କ୍ୟାରିୟର ମଝବୁତ ଓ ସ୍ଥିର ରହିବ ।

କୁମ୍ଭ ରାଶି, ଧନୁ ରାଶି :-

କାରୋବାର ସହ ଜଡିତ କିଛି ଜରୁରୀ କାମ ପୁରା ହେବ । ଆଖପାଖର ଲୋକମାନଙ୍କ ଠାରୁ କିଛି ନୂଆ କଥା ଶିଖିବେ । ଯେଉଁମାନେ ନିଜ ଜୀବନସାଥିର ଅପେକ୍ଷାରେ ଥିଲେ ତାଙ୍କର ସ୍ଵପ୍ନ ପୁରା ହେବ । ପରିବାରର ସବୁ ସଦସ୍ୟ ଆପଣଙ୍କ ଉପରେ ଗର୍ବ କରିବେ । ଆପଣଙ୍କୁ ନିଜ ଯୋଜନାରେ କିଛି ଚେଞ୍ଜେସ କରିବାକୁ ପଡିପାରେ । ଆପଣ ଚିନ୍ତା ମୁକ୍ତ ରହିବେ ।

ଆପଣ କିଛି ଅଜଣା ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ନେଇ ପାରନ୍ତି । କାମରେ ବାଧା ଆସିବ କିନ୍ତୁ କିଛି ସମୟ ପରେ ସ୍ଥିତିରେ ସୁଧାର ଆସିଯିବ । ଆପଣଙ୍କ ଭାଗ୍ୟ ପ୍ରବଳ ହୋଇଯିବ । ଯେଉଁ କାରଣରୁ ଆପଣଙ୍କୁ ଭଲ ଫଳାଫଳ ହାସଲ ହେବ । ଆପଣ କୌଣସି ବି ଶୁଭ ଅବସରକୁ ହାତ ଛଡା କରନ୍ତୁ ନାହିଁ ।