ତାହା କଣ ଅଟେ ଯିଏ ବର୍ଷରେ ଗୋଟିଏ ଥର ଆସିଥାଏ, ମାସରେ ଦୁଇ ଥର ଆସିଥାଏ, ସପ୍ତାହରେ ଚାରି ଥର ଆସିଥାଏ ଓ ଦିନରେ ୬ ଥର ଆସିଥାଏ

ସାଧାରଣତଃ ଲୋକମାନେ ତାଙ୍କ ଜୀବନରେ ବହୁତ ସାରା ପରୀକ୍ଷା ଦେଇଥାନ୍ତି । ଉଭୟ ସରକାରୀ ବା ବେସରକାରୀ ଚାକିରି ପାଇଁ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଜଣା ଥିବା ଆବଶ୍ୟକ । ଏହା ଆପଣଙ୍କ ଭବିଷ୍ୟତରେ ମଧ୍ୟ ବହୁତ କାର୍ଯ୍ୟକାରୀ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ବିଷୟରେ କହିବୁ, ଯେଉଁଥିରେ ପ୍ରଶ୍ନ ସହ ଆପଣ ଏହାର ଉତ୍ତର ମଧ୍ୟ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ବସା ବାନ୍ଧି ନଥାଏ ?

ଉତ୍ତର- କୋଇଲି

୨. କେଉଁ ଜୀବର ହାର୍ଟ ୧ ମିନିଟରେ ୯ ଥର ହାର୍ଟବିଟ ହୋଇଥାଏ ?

ଉତ୍ତର- ବ୍ଲୁ ହ୍ଵେଲ

୩. ଏମିତି କେଉଁ ଜୀବ ଅଛି ଯିଏ ଜୋତା ପିନ୍ଧି ଶୋଇଥାଏ ?

ଉତ୍ତର- ଘୋଡା ନିଜର ନାଲ ପିନ୍ଧି ଶୋଇଥାଏ ।

୪. ଏମିତି ଏକ ଫୁଲ ଅଛି ଯାହାର ଓଜନ ୧୦ କିଲୋ ଗ୍ରାମ ଅଟେ ?

ଉତ୍ତର- ରେଫ୍ଲେସିୟା

୫. ସଂସାରର ସବୁଠୁ ବୃହତ କଇଁଚ କେଉଁଠି ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଚ ଦେଖିବାକୁ ମିଳିଥାଏ ।

୬. ଚିନି ର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଭାରତରେ

୭. ମାଛିଙ୍କୁ ସବୁଠୁ ଅଧିକ କେଉଁ ରଙ୍ଗ ଆକର୍ଷିତ କରିଥାଏ ?

ଉତ୍ତର- ନୀଳ ରଙ୍ଗ

୮. ଭାରତର କେଉଁ ରାଜ୍ୟରେ ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରନ୍ତି ?

ଉତ୍ତର- ସିକ୍କିମ ରାଜ୍ୟର ମେରା ଗାଁର ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରିଥାନ୍ତି ।

୯. ଶୁଦ୍ଧ ଜଳର ପିଏଚ କେତେ ରହିଥାଏ ?

ଉତ୍ତର- ୭

୧୦. ପତ୍ରର ରଙ୍ଗ କଣ ପାଇଁ ସବୁଜ ହୋଇଥାଏ ?

ଉତ୍ତର- କ୍ୟାରୋଟିନ ପାଇଁ ପତ୍ରର ରଙ୍ଗ ସବୁଜ ହୋଇଥାଏ ।

୧୧. କାଚର ହଳଦିଆ ରଙ୍ଗ କେଉଁ ପଦାର୍ଥ କାରଣରୁ ହୋଇଥାଏ ?

ଉତ୍ତର- ଫେରିକ ଅକ୍ସାଇଡ କାରଣରୁ ।

୧୨. ଗାନ୍ଧୀଜୀଙ୍କ ନାମ ପୂର୍ବରୁ ମହାତ୍ମା କେବେ ଯୋଡା ହୋଇଥିଲା ?

ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ ଗାନ୍ଧୀଜିଙ୍କର ନାମ ପୂର୍ବରୁ ମହାତ୍ମା ଯୋଡା ହୋଇଥିଲା ।

୧୩. ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉତ୍ତର- ତାମିଲନାଡୁରେ ସବୁଠୁ ଅଧିକ ମନ୍ଦିର ରହିଛି ।

୧୪. କେଉଁ ଦେଶରେ ଲୋକମାନେ ସାପ ଖାଇଥାନ୍ତି ?

ଉତ୍ତର- ଚୀନର ଲୋକମାନେ ।

୧୫. କେଉଁ ଫୁଲ ୧୨ ବର୍ଷରେ ଗୋଟେ ଥର ଫୁଟି ଥାଏ ?

ଉତ୍ତର- ନିଲକୁରେଞ୍ଜି

୧୬.  ତାହା କଣ ଅଟେ ଯିଏ ବର୍ଷରେ ଗୋଟିଏ ଥର ଆସିଥାଏ, ମାସରେ ଦୁଇ ଥର ଆସିଥାଏ, ସପ୍ତାହରେ ଚାରି ଥର ଆସିଥାଏ ଓ ଦିନରେ ୬ ଥର ଆସିଥାଏ ।

ଉତ୍ତର- “F” ଅକ୍ଷର

ବର୍ଷରେ ଗୋଟିଏ ଥର february ରେ, ମାସରେ ଦୁଇ ଥର first week fourth week, ସପ୍ତାହରେ ଚାରିଥର first day, fourth day, fifth day ଓ ଦିନରେ 6 ଥର ଘଣ୍ଟା ହିସାବରେ four, five, fourteen, fifteen, twenty four ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।