Interesting Odia Gk- ରାସ୍ତା ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସହର ଅଛି କିନ୍ତୁ ଘର ନାହିଁ, କହିଲେ ଦେଖି ତାହା କଣ ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- ଏପରି କେଉଁ ଜିନିଷ ଅଛି ଯାହା ତିଆରି ହେବାକୁ ଅନେକ ବର୍ଷ ଲାଗିଥାଏ କିନ୍ତୁ ଭାଙ୍ଗିବାକୁ ଗୋଟିଏ ସେକେଣ୍ଡ ବି ଲାଗି ନଥାଏ ?

ଉ: ଭରସା

୨- କେଉଁ ପକ୍ଷୀ ଉଡିପାରେ କିନ୍ତୁ କେବେ ଚାଲିପାରେ ନାହିଁ ?

ଉ: ହମିଙ୍ଗବାର୍ଡ

୩- କେଉଁ ବ୍ଯାଙ୍କକୁ ପଇସା ଦେବାକୁ ପଡିଥାଏ କିନ୍ତୁ ପଇସା କେବେ ଫେରି ପାଇ ନଥାଉ ?

ଉ: ବ୍ଲଡ଼ ବ୍ଯାଙ୍କ

୪- କେଉଁ ଜିନିଷ ସବୁଆଡେ ଫ୍ରି ରେ ମିଳିଥାଏ କିନ୍ତୁ ହସ୍ପିଟାଲରେ ସେଥିପାଇଁ ପଇସା ଦେବାକୁ ପଡିଥାଏ ?

ଉ: ଅକ୍ସିଜେନ

୫- କେଉଁ ଜୀବର ମସ୍ତିଷ୍କ ତା’ର ଶରୀର ଠାରୁ ବଡ ହୋଇଥାଏ ?

ଉ: ପିମ୍ପୁଡି

୬- କେଉଁ ଗଛରେ କାଠ ନଥାଏ ?

ଉ: ଅଙ୍ଗୁର

୭- କେଉଁ ଜିନିଷ ଭାଙ୍ଗିବା ବେଳେ ଆୱାଜ ହୋଇ ନଥାଏ ?

ଉ: ବିଶ୍ବାସ/ ହୃଦୟ

୮- କେଉଁ ଜୀବ ବିନା ଗୋଡରେ ମଧ୍ୟ ବହୁତ ତେଜ ଦଉଡିପାରେ ?

ଉ: ସାପ

୯- ଦୁନିଆର ସବୁଠୁ ପ୍ରଥମ ଟିଭି ସିରିଏଲର ନାମ କଣ ଥିଲା ?

ଉ: ହମ୍ ଲୋଗ୍

୧୦- ଆପଣ କଣ ଜାଣିଛନ୍ତି କି ଚନ୍ଦ୍ରରେ ବର୍ଷା ହୁଏ କି ନାହିଁ ?

ଉ: ନା, ହୁଏ ନାହିଁ

୧୧- ଯଦି ସୂର୍ଯ୍ୟ ରହିବ ନାହିଁ ତେବେ ପୃଥିବୀର କଣ ହେବ ?

ଉ: ସମସ୍ତେ ମରିଯିବା

୧୨- କେଉଁ ଜିନିଷ ଦିନରାତି ଚାଲିଥାଏ, କିନ୍ତୁ କେବେ ହେଲେ ଥକି ନଥାଏ ?

ଉ: ଘଡି

୧୩- କେଉଁ ଜୀବର ମସ୍ତିଷ୍କ ତା’ର ଆଖି ଠାରୁ ମଧ୍ୟ ଛୋଟ ହୋଇଥାଏ ?

ଉ: ଓଟ ପକ୍ଷୀ

୧୪- ଦୁନିଆର ସବୁଠାରୁ ସୁନ୍ଦର ପଶୁ କିଏ ?

ଉ: ଧଳା ବାଘ

୧୫- କେଉଁ ତାରିଖରେ ଦିନ ଏବଂ ରାତି ସମାନ ହୋଇଥାଏ ?

ଉ: ୨୨ ସେପ୍ଟେମ୍ବର

୧୬- ଚନ୍ଦ୍ର ଯାଏଁ ପହଞ୍ଚିବାକୁ କେତେ ଦିନ ଲାଗିଥାଏ ?

ଉ: ୩ ଦିନ

୧୭- କେଉଁ ଜିନିଷ ଯେତେ ଖାଇଲେ ବି ପେଟ ପୁରେ ନାହିଁ ?

ଉ: ରାଣ ବା କସମ୍

୧୮- କେଉଁ ପରିବାକୁ କାଟିଲେ ଆମକୁ କାନ୍ଦିବାକୁ ପଡିଥାଏ ?

ଉ: ପିଆଜ

୧୯- କେଉଁ ପ୍ରାଣୀ ଲଗାତାର ୪ ବର୍ଷ ଯାଏଁ ଶୋଇ ରୁହେ ?

ଉ: ଗେଣ୍ଡା

୨୦- ରାସ୍ତା ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସହର ଅଛି କିନ୍ତୁ ଘର ନାହିଁ – କହିଲେ ଦେଖି ତାହା କଣ ?

ଉ: ମାନଚିତ୍ର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।