ଏହି ଯୁବ ଖେଳାଳିଙ୍କ ପ୍ରେମରେ ସଚିନ ତେନ୍ଦୁଲକରଙ୍କ ଝିଅ, ଦେଖନ୍ତୁ କିଏ ସେ

ଭାରତର ଏହି ଯୁବ ଖେଳାଳି ଏବଂ ତେନ୍ଦୁଲକର ଙ୍କ ଝିଅ ଚାଲିଛି ଚୋରା ପିରତି । ଭାରତର ଏହି ଖେଳାଳି ଙ୍କୁ ନେଇ ତେନ୍ଦୁଲକର ଙ୍କ ଝିଅ କଲେ ଏମିତି ଘଟଣା ଜଣିକି ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ତେବେ କିଏ ସେହି ଭାଗ୍ୟବାନ ଯୁବ ଖେଳାଳି, କାହାଙ୍କ ପ୍ରେମରେ ଏପରି ଉବୁଡୁବୁ ହେଉଛନ୍ତି ସଚିନ ତେନ୍ଦୁଲକର ଙ୍କ ଝିଅ । ତେବେ ଚାଲନ୍ତୁ ଜାଣିବା ।

ଗତ ବର୍ଷ ଆଇପିଏଲ ରେ ଉଦ୍ୟମାନ କ୍ରିକେଟର ପୁରସ୍କାର ପାଇବା ସହିତ ଚଳିତ ବର୍ଷ ଆଇପିଏଲ ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଚଲିଥିବା ସୁଭମନ ଗିଲ ହେଉଛନ୍ତି ଏହି ଭାଗ୍ୟବାନ ବ୍ୟକ୍ତି । ତେବେ କିଛି ଦିନ ତଳେ ସନରାଇଯେସ ହାଇଦ୍ରାବାଦ ବିପକ୍ଷରେ ୭୫ ରନର ଏକ ଆକର୍ଷନି ପାଢ଼ୀ ଖେଳିଥିଲେ ସୁଭମନ ।

ଏହି ପର୍ଦର୍ଷଣ ପରେ ସେ ଯେତିକି ଚର୍ଚ୍ଚିତ ହୋଇନଥିଲେ କିନ୍ତୁ ଏକ କ୍ଷେତ୍ର ରଖିନ ଭିଡିଓ ରେ ସେ ଅଧିକ ଆଲୋଚନା କୁ ଆସିଯାଇଥିଲେ । କାରଣ କିମ୍ବୋଦନ୍ତି କ୍ରିକେଟର ସଚ୍ଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ନିଜ ସୋସିଆଲ ମିଡିଆରେ ଆକାଉଣ୍ଟ ରେ ମୁମ୍ବାଇ ଇଣ୍ଡିଆନ ପକ୍ଷରେ ପଏଣ୍ଟ ଅଞ୍ଚଳରେ ସୁଭମନ ଗିଲ ଙ୍କ ଏକ ଚମତ୍କାର କ୍ଷେତ୍ର ରକ୍ଷଣ ଭିଡିଓ କୁ ପୋଷ୍ଟ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଯଦି ଓ ତେନ୍ଦୁଲକର ଙ୍କ ଝିଅ ବିବରଣ ରେ କିଛି ଲେଖିଥିଲେ କିନ୍ତୁ ଭିଡିଓ ରେ ରହିଥିବା ଭଲପାଇବା ତାହା ପ୍ରଷ୍ଟ ଭାବେ ଦର୍ଶାଇଥିଲା । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଳ ହେବାରେ ଲାଗିଛି । କିନ୍ତୁ ଉଭୟ ଙ୍କୁ କେବେ ବି ସ୍ପରସ୍ପର ସହିତ ଡେଟ କରୁଥିବାର ଦେଖା ଯାଇନଥିଲେ ମଧ୍ୟ ସମାଜରେ ଏମାନଙ୍କୁ ନେଇ ଅନେକ ପ୍ରକାରର ଗୁଜବ ଖେଳିବାକୁ ଲାଗିଛି ।

ଏହାର କାରଣ ହେଉଛି ସାରା ତେନ୍ଦୁଲକର ଙ୍କ ସୁଭମନ ଗିଲ ଙ୍କ ଆଇପିଏଲ ୨୦୨୦ ର ଏକ ଆକର୍ଷଣୀୟ କ୍ଲିପ କୁ ସେୟାର କରିବା । ସୋସିଆଲ ମିଡିଆରେ ସେୟାର କରିଥିବା ଏହି କ୍ଲିପରେ ସୁଭମନ ଗିଲ ମୋ ମୁମ୍ବାଇ ଇଣ୍ଡିଆନ ବ୍ୟାଟମ୍ୟାନ ସୂର୍ଯ୍ୟ କୁମାର ଯାଦବ ଙ୍କୁ ଡ୍ରାଇଭ ଶଟ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି ସାରା ଏହି ଭିଡିଓ ସହିତ ଦିଲ ସେପ ର ଇମୋଜି ମଧ୍ୟ ସେୟାର କରିଛନ୍ତି ।

ଉଭୟ ଙ୍କ ଭିତରେ ଏହି କାର୍ଯ୍ୟ ଦେଖି ଲୋକମାନେ ଉଭୟଙ୍କ ଭିତରେ ଥିବା ସମ୍ପର୍କ କୁ ନେଇ ସନ୍ଦେହ କରିଛନ୍ତି । ଦୁହେଁ ଦୁହିଁଙ୍କ ଫଟୋ କୁ ସେୟାର ଏବଂ ଲାଇକ ମଧ୍ୟ କରୁଛନ୍ତି । ତେବେ ଖବର ଅନୁସାରେ ସଚିନ ସବୁ କିଛି ଜାଣିଛନ୍ତି । ସାରା ନିଜ ପ୍ରେମ ସମ୍ପର୍କରେ ପ୍ରଥମେ ତାଙ୍କ ମାଆ ଅଞ୍ଜଳି ତେନ୍ଦୁଲକର ଙ୍କୁ କହିଥିଲେ । ଏବେ ସମୟ କହିବ ଆଗକୁ ସାରା ଙ୍କ ମନର ରାଜକୁମାର କିଏ ହେବ ।

ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।