ସବୁଠୁ ଲାମ୍ବା ଚକା ମାରିଥିବା 10 ଜଣ କ୍ରିକେଟର, ଦେଖନ୍ତୁ Ms Dhoni ଅଛନ୍ତି କେତେ ନମ୍ବର ରେ ?

ଆଜିକା ସମୟରେ ବହୁତ ପିଲାଙ୍କୁ କ୍ରିକେଟ ଖେଳିବାକୁ ଭଲ ଲାଗେ । କେଉଁ ମାନେ ଭଲ ବ୍ୟାଟିଂ କରନ୍ତି ଓ ଆଉ କେଉଁ ମାନେ ଭଲ ବୋଲିଂ କରନ୍ତି । ସେହି ପରି ଆଜି ଆମେ ଜାଣିବା ବିଶ୍ବରେ ସବୁଠାରୁ ବଡ ଛକା ଲଗାଇ ଥିବା ୧୦ ଖେଳାଳିଙ୍କ ନାମ ବିଷୟରେ । ସବୁଠୁ ପ୍ରଥମ ଛକା ଲଗାଇ ଥିଲେ ଭାରତୀୟ ଖେଳାଳି ଯାହାଙ୍କର ନାମ ହେଉଛି ସୁରେଶ ଅୟର । ସେ ୨୦୨୦ ମସିହାରେ ଟି ୨୦ରେ ଅଷ୍ଟ୍ରେଲିଆ ବିରୋଧରେ ୧୧୧ ମିଟର ଲମ୍ବା ଛକା ଲଗାଇ ଥିଲେ । ସେ ଏହିପରି ଲଗାଇ ଦଶମ ସ୍ଥାନରେ ଆସିଥିଲେ । ଏହା ଦେଖିବାକୁ ବହୁତ ମଜା ଲାଗିଥିଲା ।

ଏହାପରେ ନବମ ସ୍ଥାନରେ ଆସୁଛନ୍ତି କ୍ରିଶ ଗେଲ । ସେ ମଧ୍ୟ ଏକ ବହୁତ ଖତରନାକ ଖେଳାଳି ଅଟନ୍ତି । ସେ ଅଧିକା ଛକା ମରିଥାନ୍ତି ଓ ସେଥିପାଇଁ ସେ ବହୁତ ନାମ ଅର୍ଜନ କରିଛନ୍ତି । ସେ ୧୧୬ ମିଟର ଚକା ଛକା ଲଗାଇ ଛନ୍ତି । ୨୦୧୦ ମସିହାରେ ଟି ୨୦ ରେ ଲଗାଇ ଥିଲେ ।

ଏହାପରେ ଅଷ୍ଟମରେ ଆସୁଛନ୍ତି ସାହିଦ ଆଫ୍ରିଦି । ସେ ମଧ୍ୟ ବହୁତ ଲମ୍ବା ଛକା ମରିଥାନ୍ତି । ସେ ଅଷ୍ଟ୍ରେଲିଆ ଏକ ଖେଳାଳୀକୁ ୧୧୭ ମିଟର ଏକ ଛକା ଲଗାଇ ଥିଲେ । ସେ ପାକିସ୍ଥାନର ଖେଳାଳି ଅଟନ୍ତି । ସେ ୨୦୦୫ ମସିହାରେ ଲଗାଇ ଥିଲେ ।

ଏହାପରେ ସପ୍ତମରେ ଆସୁଛନ୍ତି ଧୋନୀ । ସେ ୨୦୦୯ ମସିହାରେ ନୁଊଜଲାଣ୍ଡର ଏକ ଖେଳାଳିକୁ ଲଗାଇ ଥିଲେ । ସେ ଏକ ଦିବସୀୟ ମ୍ୟାଚରେ ମରିଥିବାର ଦେଖା ଯାଇଥିଲା । ସେ ମଧ୍ୟ ଭାରତୀୟ ଟିମର ଏକ ସଫଳତା ଖେଳାଳି ମଧ୍ୟରୁ ଜଣେ ବୋଲି ମାନିଥାଉ । ସେ ବହୁତ ଭଲ କିପିଙ୍ଗ କରିଥାନ୍ତି । ତାଙ୍କର ଖେଳକୁ ବହୁତ ଲୋକେ ପସନ୍ଦ ମଧ୍ୟ କରନ୍ତି ।

ଷଷ୍ଠ ସ୍ଥାନରେ ଆସୁଥିବା ଖେଳାଳିଙ୍କ ନାମ ହେଉଛି ମାର୍କ । ସେ ୧୨୦ ମିଟର ଛକା ଲଗାଇ ଛନ୍ତି । ସେ ୧୯୯୭ ଲଗାଇ ଥିଲେ ବୋଲି ଜଣାଯାଏ । ସେ ମଧ୍ୟ ସେହି ସମୟରେ ଏକ ବହୁତ ବଡ ରେକର୍ଡ କରିଥିଲେ । ସେହି ସମୟରେ ସେ ଲମ୍ବା ଚକା ମାରୁଥିବା ବ୍ୟକ୍ତି ଥିଲେ ।

ଏବେ ଆମେ କହିବାକୁ ଯାଉଛି ଭାରତର ଗୌରବା ନିତ ଖେଳାଳି ୟୁବରାଜ ସିଂ । ସେ ମଧ୍ୟ ଲମ୍ବା ଛକା ମରିଛନ୍ତି । ସେ ୧୨୫ ମିଟର ଛକା ଲଗାଇ ଥିଲେ । ସେ ୨୦୦୭ ମସିହାରେ ଅଷ୍ଟ୍ରେଲିଆର ଏକ ଖେଳାଳିକୁ ଲଗାଇ ଥିଲେ । ସେ ସେହି ସମୟରେ ବହୁତ ବଡ ଛକା ଲଗାଇ ବା ସହିତ ଭଲ ରନ କରିଥିଲେ । ତାଙ୍କୁ ସେହି ସମୟରେ ବହୁତ ଲୋକେ ତାଙ୍କୁ ପସନ୍ଦ କରୁଥିଲେ ।

ଏବେ ଆମେ ଯାହାଙ୍କ ନାମ କହିବାକୁ ଯାଉଛି ସେଥିଲେ ସେଥିଲେ ଚତୁର୍ଥରେ ତାଙ୍କ ନାମ ଥିଲା ଜ୍ୟାକପ । ସେ ୨୦୦୬ ମସିହାରେ ୧୩୦ ମିଟର ଏକ ଛକା ଲଗାଇ ଥିଲେ ନିଉଜଲାଣ୍ଡ ବିରୋଧରେ । ସେହି ଛକା ବିଷୟରେ କହିବାକୁ ଗଲେ ସେହି ସମୟରେ ଏହା ବହୁତ ବଡ ଛକା ଥିଲା ।

ଏବେ ତୃତୀୟ ସ୍ଥାନରେ ଆସୁଛନ୍ତି ବ୍ରୀଟଲି । ସେ ଏକ ବହୁତ ଜୋରରେ ପକାଉଥିବା ବୋଲର ବୋଲି ଜଣାଯାଏ ଓ ସେ ଏଥିରେ ବହୁତ ନାମ ମଧ୍ୟ କମାଇଛନ୍ତି । ସେ ୧୩୫ ମିଟର ୨୦୦୫ ମସିହାରେ ଛକା ଲଗାଇ ଥିଲେ ।

ସହିଦ ଆଫ୍ରିଦୀ ଆଉ ଥରେ ରେକର୍ଡ ଭାଙ୍ଗିଥିଲେ ୧୫୮ ମିଟର ଛକା ଲଗାଇ ଥିଲେ । ୨୦୧୩ ମସିହାରେ ୱ୍ସେତେଣ୍ଡିଜ ବିରୋଧରେ ଲଗାଇ ଥିଲେ । ଏହାପରେ ସେହି ବୋଲ କାହାକୁ ମିଳିନଥିଲା ।

ଆଲବାର୍ଟ ଟ୍ରଡ ସବୁଠାରୁ ଅଧିକା ଲମ୍ବା ମରିଥିବା ଛକା ଖେଳାଳି ହେଉଛନ୍ତି ୧୮୯୯ ମସିହାରେ ଲଗାଇ ଥିଲେ । ସେ ସେହି ସମୟରେ ୧୬୦ ମିଟରରୁ ଅଧିକ ଲମ୍ବାର ଛକା ଲଗାଇ ଥିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।