ସବୁଠୁ ଅଧିକ ନିର୍ମଳ ହୃଦୟର ହୋଇଥାନ୍ତି ଏହି 2 ଟି ନାମର ଝିଅ- Jyotish Shastra

ଆପଣ ମାନେ ଜାଣିଥିବେ ଆମେ ମାନେ ଯଦି ଏକ ଝିଅକୁ ଦେଖିଥାଉ ତେବେ ଆମ ମାନରେ ବହୁତ ଗୁଡିଏ କଥା ଆସିଥାଏ । ସେମାନେ ଯେଉଁ ପରି ଭାବରେ ସଜ ହୋଇ ଆସିଥାନ୍ତି ତାକୁ ଦେଖିଲା ପରେ ବହୁତ ଲୋକେ ତାଙ୍କୁ ଅନାଇ ରହିଯାଇ ଥାନ୍ତି । ତାଙ୍କ ସବୁ ଠାରୁ ବଡ କଥା ହେଉଛି ସେ ତାଙ୍କ ବହୁତ କଥା ଲୁଚାଇ ରଖିଥାନ୍ତି । ଯାହାକି ସେମାନେ ସେହି କଥାକୁ କାହାକୁ ବି କହି ନଥାନ୍ତି ବା କାହାକୁ କହିବାକୁ ଚାହାନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ଦୁଇଟ ନାମ ଥିବା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକି ସେମାନଙ୍କ ହୃଦୟ ବହୁତ ନିର୍ମଳ ଅଟେ ।

ସେମାଙ୍କର ମନରେ ଯାହା ଥାଏ ସେମାନେ ସବୁ କଥା ଖୋଲି କହି ଦିଅନ୍ତି । ତାଙ୍କ ମନରେ କେବେ ହେଲେ କାହା ପାଇଁ କିଛି ଖରାପ ଚିନ୍ତା ନଥାଏ । ଏହିଭଳି ଝିଅ ମାନଙ୍କୁ ଯଦି ଆପଣ ବିଭାହ କରୁଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ଭଲ ହେବ ।

R ନାମ ଥିବା ଝିଅ ମାନେ

ଏହି ଭଳି ନାମ ଥିବା ଝିଅ ମାନେ ତାଙ୍କ ହୃଦୟରେ କୌଣସି କଥା ଲୁଚାଇ ରଖନ୍ତି ନାହିଁ । ସେମାନେ କାହା ପ୍ରତି ଘୃଣା ଭାବ ରଖନ୍ତି ନାହିଁ । ସେମାନେ ସବୁ ବେଳେ ତାଙ୍କ ଜୀବନରେ ବହୁତ ମଜା କରିବା ସହିତ ତାଙ୍କ ଦୁନିଆରେ ରହିବାକୁ ପସନ୍ଦ କରନ୍ତି । ସେଥିପାଇଁ ତାଙ୍କୁ କୌଣସି କ୍ଷେତ୍ରରେ କେହି ତାଙ୍କର ଅସୁବିଧାରେ ପକାଇ ପାରନ୍ତି ନାହିଁ ।

କାରଣ ସେ ସହଜରେ ସବୁ ଲୋକଙ୍କୁ ନିଜର କରି ଦିଅନ୍ତି । ସେମାନେ ବହୁତ ଖୁସ ମିଞ୍ଜାସର ପିଲା ହୋଇଥାନ୍ତି । ସେମାନେ ଯେଉଁ ସ୍ଵପ୍ନ ଦେଖିଥାନ୍ତି ସେହି କାର୍ଯ୍ୟ କରିବାକୁ ବହୁତ କରିଥାନ୍ତି ଓ ସେଥିରେ ସଫଳତା ମଧ୍ୟ ହାସଲ କରିଥାନ୍ତି । ସେମାନେ କାହାର ଦୁଖ ଦେଖି ପାରନ୍ତି ନାହିଁ ସେଥିପାଇଁ ସେମାନେ ନିଜ ଚେଷ୍ଟାରେ ବହୁତ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି ।

ଏହାଛଡା ତାଙ୍କର ଆଉ ଏକ ସବୁ ଲୋକଙ୍କୁ ପସନ୍ଦ ଲାଗିଥାଏ କି ସେ ସବୁ ସମୟରେ କିଛି ନୂଆ କରିବାକୁ ଚେଷ୍ଟା କରିବା ଓ ନୂଆ ଜିନିଷ ଖୋଜିଥାନ୍ତି । ତାଙ୍କ ପାଇଁ ତାଙ୍କ ମାନ ସଂମମାନ ସବୁ ଠାରୁ ବଡ ହୋଇଥାଏ । କହିବାକୁ ଗଲେ ସେମାନେ ତାଙ୍କ ସଂମ୍ମାନ ପାଇଁ ସବୁ କିଛି କାର୍ଯ୍ୟ କରିଥାନ୍ତି ।

P ନାମ ଥିବା ଝିଅ ମାନେ

ଏହି ଭଳି ନାମ ଥିବା ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହାଛଡା ସେମାନେ ସବୁ ବେଳେ ମିଶି କରି କାମ କରିବାକୁ ବହୁତ ପସନ୍ଦ କରିଥାନ୍ତି । ସେମାନେ ନିଜେ ଖୁସି ରହିବା ସହିତ ଅନ୍ୟ ମାନଙ୍କୁ ବହୁତ ଖୁସିରେ ରଖିବା ପାଇଁ ମଧ୍ୟ ପ୍ରୟାସ କରିଥାନ୍ତି । ସେ ଯେଉଁ ବିଚାର କରିଥାନ୍ତି ସେଥିରେ ସବୁ ଲୋକେ ସହମତି କରନ୍ତି । ତାଙ୍କର ଦେବତାଙ୍କ ଉପରେ ବହୁତ ବିଶ୍ବାସ ରହିଥାଏ । ଏହି ଭଳି ନାମ ଥିବା ଝିଅ ମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ସେଥିପାଇଁ ତାଙ୍କୁ ବହୁତ ଲୋକେ ପସନ୍ଦ କରିଥାନ୍ତି ।

ସେମାନେ ତାଙ୍କର ମିଠା ମିଠା କଥା କହି ସବୁ ଲୋକଙ୍କୁ ବହୁତ ଶୀଘ୍ର ନିଜର କରି ଦିଅନ୍ତି । ତାଙ୍କୁ ବହୁତ ଶୀଘ୍ର ତାଙ୍କ ପ୍ରେମ ମିଳିଯାଏ ହେଲେ ସେହି ସମ୍ପର୍କକୁ ସେମାନେ ବେଶି ଦିନ ପର୍ଯ୍ୟନ୍ତ ଠିକ ଭାବରେ ରହି ନଥାଏ । ତାଙ୍କୁ ତାଙ୍କ ମାନ ରଖିବା ପାଇଁ ସେମାନେ ବହୁତ ଜିନିଷ ତ୍ୟାଗ ମଧ୍ୟ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ