ଭାରତରେ ସବୁଠୁ ଅଧିକ ଇନକମ କରୁଥିବା ୫ଟି ବଡ ଚାକିରି କଣ, ପ୍ରଥମ ଚାକିରିର ନାଁ ଜାଣିଲେ ବିଶ୍ଵାସ ହେବ ନାହିଁ

ବର୍ତ୍ତମାନ ସମୟରେ ଲୋକମାନେ ଉଚ୍ଚ ସ୍ତରରେ ଚାକିରି କରିବାକୁ ଚାହୁଁଛନ୍ତି । ଯେଉଁଥିରେ ଆୟ ଅଧିକ ହୋଇଥିବା ଦରକାର ଯାହା ଦ୍ଵାରା ତାଙ୍କ ଜୀବନରେ ଆର୍ଥିକ ସମସ୍ୟା ଆସିବ ନାହିଁ । ଏହି ଆଧାରରେ ଏକ ରିପୋର୍ଟ ଅନୁସାରେ ଆଜି ଆମେ ଆପଣଙ୍କୁ ଜଣାଇବୁ ସେହି ଚାକିରି ବିଷୟରେ ଯେଉଁ ଚାକିରି ସବୁଠୁ ଅଧିକ ଆୟ କରିଥାଏ । ତେବେ ଆସନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା ।

୧. ବ୍ୟାପାର ବିଶ୍ଲେଷକ (Business Analytics)

ଏହି ଚାକିରିରେ ଭଲ ସ୍ୟାଲେରୀ ମିଳିବା ସହିତ ରୋଜଗାରର ବି ବ୍ୟାପକ ସମ୍ଭାବନା ଥାଏ । ଏହି ସେକ୍ଟରରେ କାମ କରିବା ପରେ ବାର୍ଷିକ ସ୍ୟାଲେରୀର ଆରମ୍ଭ ୬ ଲକ୍ଷ ରୁ ୮ ଲକ୍ଷ ମଧ୍ୟରେ ହୋଇଥାଏ ।

୨. ନିବେଶ ବ୍ୟାଙ୍କର (Investment Bankers)

ଏହି ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ କମ୍ପାନୀ ପାଇଁ ପୁଞ୍ଜି ଏକାଠି କରିବା, ଟପ ମ୍ୟାନେଜମେଣ୍ଟକୁ ଫାଇନାନ୍ସ ଉପଦେଶ ପ୍ରଦାନ କରିବା, ପୁଞ୍ଜି ନିବେଶ କରିବା ଓ ଧନ ସମ୍ବନ୍ଧିତ ସବୁ କାମ କରିବାକୁ ହୋଇଥାଏ । ଏହି ଚାକିରିରେ ବର୍ଷକୁ ୧୨ ଲକ୍ଷରୁ ବି ଅଧିକ ସ୍ୟାଲେରୀ ମିଳିଥାଏ ।

୩. ପ୍ରବଂଧନ ପେଶେଵର (Management Professionals)

ଏହି ଚାକିରିରେ ଆରମ୍ଭ ସମୟରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିନ୍ତୁ ଯେତେବେଳେ ଆପଣ ଉଚ୍ଚ ପଦରେ ପହଞ୍ଚି ଯାଆନ୍ତି ତେବେ ଶାରୀରିକ ପରିଶ୍ରମ ମାନସିକ ପରିଶ୍ରମରେ ବଦଳିଯାଏ । ଏହା ସହିତ ସ୍ୟାଲେରୀ ବି ଭଲ ମିଳିଥାଏ । କ୍ୟାରିୟର ର ଆରମ୍ଭ ଦିନରେ ଏମାନଙ୍କୁ ୩ ଲକ୍ଷ ସ୍ୟାଲେରୀ ମିଳିଥାଏ ।

୪. ଚାଟାର୍ଡ ଆକାଉଣ୍ଟାଣ୍ଟ (Chartered Accountant)

ଏହା ଭାରତର ସବୁଠୁ ଅଧିକ ପ୍ରଚଳିତ ଜବ ମଧ୍ୟରୁ ଗୋଟିଏ ଅଟେ । ଏହି ଜବରେ ଚାକିରି କରୁଥିବା ଲୋକମାନଙ୍କୁ ବି ଭଲ ସ୍ୟାଲେରୀ ଦିଆଯାଇଥାଏ । କ୍ୟାରିୟର ର ଆରମ୍ଭ ଦିନରେ ୫.୫ ଲକ୍ଷ ବର୍ଷକୁ ସ୍ୟାଲେରୀ ଦିଆଯାଇଥାଏ ।

୫. ଆଈଟୀ ଇଂଜୀନିୟର୍ସ (IT Engineers)

ଏହି କ୍ଷେତ୍ରରେ ଉଚ୍ଚ ସ୍ୟାଲେରୀ, ବହୁତ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ବି ମିଳିଥାଏ । ଯେଉଁଥିପାଇଁ ପ୍ରତିଭାଶାଳୀ ଲୋକମାନଙ୍କୁ ବିଦେଶ ଯିବାର ଚାନ୍ସ ବି ମିଳିଥାଏ । ଏଠି ବର୍ଷକୁ ୧୨ ଲକ୍ଷ ଟଙ୍କା ପାଖାପାଖି ସ୍ୟାଲେରୀ ମିଳିଥାଏ ।