ସବୁଠାରୁ ଅଧିକ ରାଗି ହେଇଥାନ୍ତି ଏହି 5ଟି ନାମର ଝିଅ, ସବୁବେଳେ ନାକ ଉପରେ ଥାଏ ରାଗ

ସବୁ ବ୍ୟକ୍ତି ର ସ୍ଵଭାବ ଏକା ପ୍ରକାରର ହୋଇନଥାଏ । କିଛି ଲୋକ ଜଲ୍ଦୀ ରାଗିଯାଇଥାନ୍ତି ତ କେହି କଠିନ ରୁ କଠିନ ପରିସ୍ଥିତିରେ ମଧ୍ୟ ହସୁଥାଏ । ଯୋତିଶ ଶାସ୍ତ୍ର ଅନୁସାରେ ରାଶିର ନାମରେ ମଣିଷର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଯୋତିଶ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ବହୁତ ମହତ୍ୱ ରଖିଥାଏ । ଏହି ପ୍ରଥମ ଅକ୍ଷରରୁ ମଣିଷ ର ଜୀବନରେ ଆସୁଥିବା ସୁଖ ଦୁଃଖ ସବୁ ଜଣାପଡିଥାଏ । ଏହି ଅକ୍ଷରରୁ ଏହା ମଧ୍ୟ ଜଣାପଡ଼ିଥାଏ କି ସେହି ବ୍ୟକ୍ତି କେତେ ରାଗି । ଆଜି ଆମେ ଆପଣଙ୍କୁ ୫ଟି ଅକ୍ଷର ଝିଅମାନଙ୍କ ବିଷୟରେ କହିବୁ ଯିଏ ବହୁତ ରାଗି ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

B:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ହୃଦୟରୁ ନିଃସ୍ଵାର୍ଥପର ହୋଇଥାନ୍ତି କିନ୍ତୁ କୌଣସି ଭୁଲ କଥାକୁ ଏମାନେ ସହି ପାରନ୍ତି ନାହିଁ । ଏହି ଝିଅମାନେ ରାଗି ଗଲେ ନିଜ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ସାମ୍ନାରେ ଥିବା ବ୍ୟକ୍ତି କୁ କିଛି ବି କହି ଦିଅନ୍ତି ।

P:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ନିଜ ଦୁନିଆରେ ଖୁସିରେ ରହିବାକୁ ଚାହିଁଥାନ୍ତି । ଏହି ଝିଅମାନେ ନିଜ ଉପରେ ବେଶି ରହିଥାନ୍ତି । ଏବଂ ଏମାନେ ରାଗରେ ନିଜକୁ ଆଘାତ ଦେଇଥାନ୍ତି ।

R:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ନିରୀହ ହୋଇଥାନ୍ତି କିନ୍ତୁ ଏମାନଙ୍କ ଥରେ ରାଗିଗଲେ କାହାରି କଥା ଶୁଣନ୍ତି ନାହିଁ । ଏହି ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଏହି ଝିଅ ମାନଙ୍କର ବଡ଼ କମଯୋରି ତାଙ୍କ ରାଗ ହୋଇଥାଏ । ଏମାନେ ରାଗିଲେ କଣ କରନ୍ତି ନିଜେ ମଧ୍ୟ ଜାଣନ୍ତି ନାହିଁ ।

S:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ କାହାକୁ କେବେ ଧୋକା ଦିଅନ୍ତି ନାହିଁ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ଯଦି କେହି ଧୋକା ଦିଏ ତେବେ ଏମାନେ କେବେବି ତାଙ୍କୁ କ୍ଷମା କରନ୍ତି ନାହିଁ ଏବଂ ଏମାନେ ଯାହା ଉପରେ ଥରେ ରାଗନ୍ତି ତାଙ୍କୁ କେବେ ମଧ୍ୟ ସହଜରେ ଭୂଳନ୍ତି ନାହିଁ ।

K:- ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ କେବେ ମଧ୍ୟ କାହାରିକୁ ଦୁଃଖ ଦେବାକୁ ନିଜ ସ୍ୱପ୍ନରେ ମଧ୍ୟ ଭାବନ୍ତି ନାହିଁ । ଏମାନେ ବହୁତ ଦୟାଳୁ ହୋଇଥାନ୍ତି । ଏହି ଝିଅମାନେ ଶୀଘ୍ର ରାଗନ୍ତି ନାହିଁ କିନ୍ତୁ ଯଦି ଏମାନେ ଥରେ ରାଗିଯାନ୍ତି ତେବେ ଏମାନେ ଏତେ ସହଜରେ ନିଜ ରାଗକୁ ଯିବାକୁ ଦିଅନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।