ସବୁବେଳେ ଖୁସିରେ ରୁହନ୍ତି ଏହି 4 ନାଁ ବାଲା ଯୋଡି, କେବେବି ହେଇ ନଥାନ୍ତି ଅଲଗା -Jyotisha Shastra

ଆଜି ଆମେ ଆପଣଙ୍କୁ ୪ ଟି ଏମିତି ଯୋଡି ବିଷୟରେ କହିବୁ ଯେଉଁମାନେ ଜୀବନରେ ସବୁବେଳେ ଖୁସିରେ ରହିଥାନ୍ତି । କେବେ ବି ନିଜର ପାର୍ଟନରକୁ ନିଜ ଠାରୁ ଅଲଗା କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଯୋଡ଼ିଙ୍କ ବିଷୟରେ । ଏମିତି ୪ ନାମ ବାଲା ଯୋଡି ପରସ୍ପରର ସାଥ ଦେଇଥାନ୍ତି । ପରସ୍ପରକୁ ବିଶ୍ଵାସ ବି କରନ୍ତି । ଏହି ଯୋଡ଼ିଙ୍କ ଭିତରେ ପ୍ରକୃତ ଭଲ ପାଇବା ଥାଏ । ଆସନ୍ତୁ ଜାଣିବା ଏମିତି ୪ ନାମ ଵାଲା ଯୋଡିଙ୍କ ବିଷୟରେ ।

B ଓ D ନାମ ଵାଲା ଯୋଡି

ଏହି ଦୁଇ ନାମ ଵାଲା ଯୋଡ଼ିଙ୍କ ମଧ୍ୟରେ ବହୁତ ଭଲ ପାଇବା ଥାଏ । ଏହି ଯୋଡି କେବେ ବି ପରସ୍ପର ଠାରୁ ଅଲଗା ହୋଇ ରହିବାକୁ ଚାହାନ୍ତି ନାହିଁ । ଏମାନେ ପରସ୍ପରକୁ ବହୁତ ବିଶ୍ଵାସ କରନ୍ତି । ସେଥିପାଇଁ ଏମାନେ ସବୁବେଳେ ଖୁସିରେ ରହିଥାନ୍ତି ।

 A ଓ k ନାମ ଵାଲା ଯୋଡି

ଏହି ଯୋଡି ଭିତରେ ସବୁବେଳେ ଖୁସି ଦେଖିବାକୁ ମିଳେ । ଏମାନେ ନିଜ ପ୍ରେମୀକୁ ବହୁତ ଭଲ ପାଆନ୍ତି । ଏମାନଙ୍କୁ ପରସ୍ପରକୁ ବହୁତ ଚିନ୍ତା ବି ଥାଏ । ଏମାନେ ପରସ୍ପରର ସବୁ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ଏମାନେ ସବୁବେଳେ ଖୁସିର ଜୀବନ ବିତାଇଥାନ୍ତି ।

 J ଓ P ନାମ ଵାଲା ଯୋଡି

ଏହି ଯୋଡି ମଧ୍ୟରେ ପ୍ରକୃତ ପ୍ରେମ ଥାଏ । ଏମାନେ ପରସ୍ପରକୁ କେବେ ବି ଛାଡି ଅଲଗା ହୋଇ ରହି ପାରନ୍ତି ନାହିଁ । ଏମାନେ ସବୁ କାମରେ ପରସ୍ପରକୁ ସହଯୋଗ କରିଥାନ୍ତି । ଏହି ଯୋଡି ନିଜ ଜୀବନସାଥୀଙ୍କୁ କୌଣସି କଥା ଲୁଚାନ୍ତି ନାହିଁ । ନିଜ ଭିତରେ ବିଶ୍ୱାସ ଥିବାରୁ ଏହି ଯୋଡ଼ି ଭିତରେ ସମ୍ପର୍କ ବହୁତ ମଜବୁତ ହୋଇଥାଏ । ଏଥିପାଇଁ ଏହି ଯୋଡି ସବୁବେଳେ ଖୁସିରେ ରହିଥାନ୍ତି ।

H ଓ M ନାମ ଵାଲା ଯୋଡି

ଏହି ଯୋଡି ଭିତରେ ଗଭୀର ପ୍ରେମ ଥାଏ । ଏମାନେ ପରସ୍ପରକୁ ବହୁତ ଭଲ ପାଇଥାନ୍ତି । ଏମାନେ ଯାହା ବି କରନ୍ତି ନିଜ ନିଜ ମଧ୍ୟରେ ବିଶ୍ୱାସରଖି କରିଥାନ୍ତି । ଏହି ଯୋଡି ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଜୀବନ ଥିବା ପର୍ଯ୍ୟନ୍ତ ପାର୍ଟନର ଉପରେ ବିଶ୍ୱାସ ଛାଡ଼ନ୍ତି ନାହିଁ । ଏଥିପାଇଁ ଏମାନେ ଜୀବନରେ ବହୁତ ଖୁସି ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।