ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଶରୀରର ସବୁ ରୋଗର ରାମବାଣ ଔଷଧୀ କେବଳ ୨ ଠୋପା ଗରମ ପାଣି ସହିତ ଏହି ତେଲ

ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ମାତ୍ର ଦୁଇ ଠୋପା ଗରମ ପାଣି ସହ ସେବନ କଲେ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସମସ୍ତ ରୋଗ ମୂଳରୁ ଭଲ ହୋଇଯିବ । ହୃଦ ରୋଗ, ରକ୍ତ ଚାପ, ମଧୁମେହ, ଆସ୍ଥମା, କାଶ, ଆଣ୍ଠୁ ଗଣ୍ଠି ଦରଜ, କ୍ୟାନ୍ସର, କିଡନୀ ରେ ପଥର ଆଦି ଅନେକ ରୋଗ ପାଇଁ ଏହା ଏକ ରାମବାଣ ଔଷଧୀ ଅଟେ ।

ବ୍ଲାକ ସିଡ ଅଏଲ ବା କଳା ଜିରାର ତେଲ ଆପଣଙ୍କ ପାଇଁ କୌଣସି ବରଦାନରୁ କମ ନୁହେଁ । ଏହା ଆପଣଙ୍କ ଲୋକାଲ ମାର୍କେଟ ରୁ ସହଜରେ ମିଳିଯିବ। ଆପଣ ଚାହିଁଲେ ଏହାକୁ ଅନଲାଇନ ମଧ୍ୟ କିଣିପାରିବେ । କଳାଜିରାରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ଵ ମିଳିଥାଏ । ଥାଇମୋକିମ୍ନୋ ଓ ଥାଇମୋ ହାଇଡ୍ରୋ କିମ୍ନୋ ।

Image courtesy: Google

ଏହି ଦୁଇଟି ତତ୍ତ୍ଵରେ ବିଶେଷ ପ୍ରକାରର ହିଲିଙ୍ଗ ପାୱାର ରହିଥାଏ । ଏହି ଦୁଇଟି ତତ୍ତ୍ଵ ମିଶି ଶରୀରର ସମସ୍ତ ରୋଗର ପ୍ରତିରୋଧ କରିଥାନ୍ତି ।

Image courtesy: Google

ଆସ୍ଥମା, ରକ୍ତଚାପ, ସ୍ତନ କର୍କଟ, ଫୁସଫୁସ ଜନିତ ସମସ୍ଯା ପାଇଁ କଳା ଜିରାର ତେଲ ବହୁତ ଲାଭକାରୀ ଅଟେ । ୨୦୧୨ ରେ ଇଜିପ୍ଟ ରେ ହୋଇଥିବା ଏକ ରିସର୍ଚରେ କଳା ଜିରାର ତେଲ ଓ ମହୁକୁ ଟ୍ଯୁମର ପ୍ରତିରୋଧି ବୋଲି ଘୋଷଣା କରା ଯାଇଥିଲା । ୨୦୧୩ ରେ ମାଲେସିଆରେ ହୋଇଥିବା ଏକ ରିସର୍ଚରେ ସ୍ତନକର୍କଟ ପାଇଁ ଏହା ଏକ ଉପଯୋଗୀ ଔଷଧୀ ର ମାନ୍ୟତା ପାଇଥିଲା ।

Image courtesy: Google

ତେଣୁ ଆପଣଙ୍କୁ ଏହି ସବୁ ରୋଗ ପାଇଁ ଦାମୀ ଔଷଧର ସେବନ କରିବାର ଆବଶ୍ୟକତା ନାହିଁ । ଯେ କୌଣସି ରୋଗ ପାଇଁ ଆପଣ ସକାଳେ ଗରମ ପାଣିରେ କଳା ଜୀରା ତେଲରୁ ଦୁଇ ଠୋପା ମିଶାଇ ଏହାର ସେବନ କରି ପାରିବେ । ଏଥିରେ ଆପଣ ମହୁ ମଧ୍ୟ ମିଶାଇ ପାରିବେ । ଯଦି ଆପଣଙ୍କର ମଧୁମେହ ଅଛି ତେବେ ମହୁ ମିଶାନ୍ତୁ ନାହିଁ ।

Image courtesy: Google

କଳା ଜୀରା ତେଲକୁ ରାତିରେ ଶୋଇବା ସମୟରେ ମଧ୍ୟ କ୍ଷୀର ସହ ଦୁଇ ଠୋପା ମିଶାଇ ସେବନ କରି ପାରିବେ । କଥାରେ ଅଛି ମୃତ୍ୟୁକୁ ଛାଡି ଆଉ ସମସ୍ତ ରୋଗର ସଞ୍ଜିବନୀ ଅଟେ କଳା ଜୀରା । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।