ସାବଧାନ ! 100 ବର୍ଷରେ ପ୍ରଥମ ଥର କ୍ରୋଧିତ ହେଲେ ଶନିଦେବ, ଏହି 1 ରାଶିର କାନ୍ଦି କାନ୍ଦି କଟିବ ଦିନ, ଆପଣଙ୍କ ରାଶି ନୁହେଁ ତ ?

ନମସ୍କାର ବନ୍ଧୁଗଣ, ଆପଣମାନେ ତ ଜାଣନ୍ତି ଶନି ମହାଦଶା କେତେ ଭୟଙ୍କର ହୋଇଥାଏ । ଯାହା ଉପରେ ଶନିଙ୍କ କୋପ ଦ୍ରୁଷ୍ଟି ପଡିଥାଏ ସେମାନଙ୍କ ଜୀବନରେ ଦୁଖର ଛାଇ ଘେରିଯାଏ । ଧନ ଜୀବନ ବହୁତ କିଛିର କ୍ଷତି ହୋଇଥାଏ ଜୀବନରେ । ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ତେଣୁ ମଣିଷ ଜୀବନରେ ଯାହା ସବୁ ଘଟିଥାଏ ତାଙ୍କ ମାହାଦଶା କାରଣରୁ ହିଁ ଘଟିଥାଏ । ଶନି ଦେବଙ୍କ ରାଶି ପରିବର୍ତ୍ତନ ହେତୁ ଶନି ମହାଦଶା ଗୋଟିଏ ରାଶି ଉପରେ ପଡିଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ ସମ୍ପୂର୍ଣ ଭାବରେ ।

ଶନିଙ୍କ ରାଶି ପରିବର୍ତ୍ତନ ଫଳରେ କାହା ଉପରେ ଶନି ଦଶା ପଡିଯାଏ ତ କାହା ଉପରୁ ଶନି ମହାଦଶା ଖସିଯାଏ । ଏଥର ଶନି ଦେବ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିଛନ୍ତି । ଏହି ରାଶି ପରିବର୍ତନ ହେତୁ ମକର ରାଶିରେ ଏଥର କଷ୍ଟର ସମୟ ଆସିବାକୁ ଯାଉଛି । ଏହିର ରାଶିର ଲୋକଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ମଧ୍ୟ ପଡିପାରେ ।

ଏମାନଙ୍କର ଅନାବଶ୍ୟକ ଖରଚ ବଢିଯିବ । ଏହି ରାଶିର ଲୋକଙ୍କୁ ଏବେ ବହୁତ ଅଧିକ ସାବଧାନ ରହିବାକୁ ପଡିବ । ଏହି ବର୍ଷ ଅଧିକ ସତର୍କତା ସହ ଚଳିବାକୁ ପଡିବ । ଚାକିରି କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶତ୍ରୁ ହଇରାଣ କରିପାରନ୍ତି । ବ୍ୟାପାରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଅତ୍ୟଧିକ କଷ୍ଟ ସାଧ୍ୟ ରହିବାର ଯୋଗ ରହିଛି ।

ଆପଣଙ୍କ ପ୍ରେମ ସମ୍ପର୍କ ଉପରେ ମଧ୍ୟ ଶନି ମହାଦଶାର ବିପରୀତ ପ୍ରଭାବ ପଡିବାକୁ ଯାଉଛି । ଶନି ଦେବଙ୍କର ମକର ରାଶିକୁ ଚଳନ ହେତୁ କୁମ୍ଭ ରାଶି ଉପରେ ଶନି ମହାଦଶାର ପ୍ରଥମ ଚରଣ ଆରମ୍ଭ ହୋଇଯିବ । ମକର ରାଶି ଉପରେ ଏହି ମହାଦଶାର ଦିତୀୟ ଚରଣ ପଡିବ । ସେହିଠାରେ ଧନୁ ରାଶି ଉପରେ ମହାଦଶାର ଅନ୍ତିମ ଚରଣ ରହିବ ।

ଶନୀଙ୍କ ରାଶି ବଦଳାଇବା ଦ୍ଵାରା ବ୍ରୁସ ରସିରୁ ଏହି ଦଶା ସମ୍ପୂର୍ଣ ରୂପେ ଛାଡିଯିବ । ଏବଂ ଏହାଫଳରେ ବୃଷ ଓ କନ୍ୟା ରାଶି ଏହି ଦଶାରୁ ମୁକ୍ତି ପାଇଯିବେ । ମିଥୁନ ଓ ତୁଳା ରାଶି ଉପରେ ଏହି ଦଶା ଆରମ୍ଭ ହୋଇଯିବ । ଏହି ମୁକ୍ତି ପାଇଥିବା ରାଶି ଗୁଡିକ ଲାଭରେ ରହିବେ । କିନ୍ତୁ ଏହା ମଧ୍ୟ ନିର୍ଭର କରିଥାଏ କି ଏହି ରାଶି ଉପରେ ଶନି ଦେବଙ୍କ କିଭଳି ସମ୍ବନ୍ଧ ରହିଛି ।

ଶନି ମହାଦଶା ଫଳରେ ସମସ୍ତ ରାଶିଙ୍କ ଉପରେ ଅଳପ ବହୁତ ହେଉ ଭଲ ବା ଖରାପ ପ୍ରଭାବ ନିଶ୍ଚିନ୍ତ ରୂପେ ରହିଥାଏ । ତେଣୁ ସବୁବେଳେ ଶନିବାର ଦିନ ଶନୀଙ୍କ ମନ୍ଦିରରେ ପଣି ଢାଳନ୍ତୁ । ଏବଂ ଶନି ଓଷାର ମାନସିକ କରନ୍ତୁ । ଦେଖିବେ ଆପଣଙ୍କର ଦଶା କଟିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ତି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ । ଧନ୍ୟବାଦ ।