ବାସ୍ତୁ ଶାସ୍ତ୍ର : ଆପଣ ନିଜ ରୋଷେଇ ଘରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନ ହେଲେ ମା ଲକ୍ଷ୍ମୀ ଛାଡିଦେବେ ଆପଣଙ୍କର ଘର

ସମସ୍ତଙ୍କ ଘର ମଧ୍ୟରେ ରୋଷେଇ ଘରର ଏକ ଭିନ୍ନ ମହତ୍ଵ ରହିଥାଏ । ରୋଷେଇ ଘରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଭୋଜନ ପ୍ରସ୍ତୁତ କରାଯାଏ । ଏହାର ସିଧା ପ୍ରଭାବ ଆମର ଜୀବନ ଓ ବ୍ୟକ୍ତିତ୍ଵ ଉପରେ ପଡିଥାଏ । ଏହି କାରଣରୁ ଏହି ସ୍ଥାନକୁ ସବୁବେଳେ ସଫା ଓ ପବିତ୍ର ରଖିବା ଉଚିତ ।

ଏହା ସହିତ ଆମ ରୋଷେଇ ଘର ଆମର ସ୍ୱାସ୍ଥ୍ୟ ଓ ଆର୍ଥିକ ପରିସ୍ଥିତି ଉପରେ ବି ଅଧିକ ପ୍ରଭାବ ପକାଇ ଥାଏ । ଯଦି ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବେ ତେବେ ରୋଷେଇ ଘରେ ଏମିତି କିଛି ଭୁଲ ଅଛି ଯାହାକୁ ବ୍ୟକ୍ତିକୁ ଭୁଲରେ ବି କରିବା ଉଚିତ ନୁହେଁ । ଯଦି ଆପଣ ଏହି ଭୁଲ କରୁଛନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଆପଣଙ୍କର ଘର ଛାଡି ଚାଲି ଯାଆନ୍ତି ।

ଆପଣ ନିଜର ରୋଷେଇଘରେ କରନ୍ତୁ ନାହିଁ ଏହି ଭୁଲ ଗୁଡିକୁ

·    ଆପଣ ନିଜ ରୋଷେଇ ଘରେ କୁଳି କିମ୍ବା ଦାନ୍ତ ବ୍ରସ କରନ୍ତୁ ନାହିଁ କାରଣ ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଧନହାନୀ ବି ହୋଇପାରେ ।

·    ଆପଣ ଯେତେବେଳେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ତେବେ ସବୁବେଳେ ସ୍ନାନ କରି ହିଁ ରୋଷେଇ ଘରେ ପ୍ରବେଶ କରନ୍ତୁ । କାରଣ ଧନର ଦେବୀ ମାତା ଲକ୍ଷ୍ମୀ ପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ।

·    ରୋଷେଇ ଘରେ ଝାଡୁ, ପୋଛା କପଡା ଓ ଜୋତା ଚପଲ ରଖନ୍ତୁ ନାହିଁ । କାରଣ ଏହା ଦ୍ଵାରା ମାତା ଅନ୍ନପୂର୍ଣ୍ଣା ଦେବୀ କ୍ରୋଧିତ ହୋଇ ଯାଆନ୍ତି ।

·    ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ରଖିବା ଉଚିତ କି ଆପଣଙ୍କର ରୋଷେଇ ଘରେ ଯେଉଁ ନଳ ଲାଗିଛି ସେଥିରୁ ପାଣି ଲିକ ନ କରିବା ଦରକାର । ଏହା ଧନ ହାନିର ସଂକେତ ଅଟେ । ସେଥିପାଇଁ ଏହାକୁ ବହୁତ ଜଲ୍ଦି ଠିକ କରି ଦିଅନ୍ତୁ ।

·    ଆପଣ ନିଜର ରୋଷେଇ ଘରେ ଉତ୍ତର ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ । କାରଣ ଆପଣଙ୍କର ଏହି ଭୁଲ କାରଣରୁ ଆପଣଙ୍କର ବିଜନେସରେ ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯଦି ଆପଣ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କର ମୁହଁ ପୂର୍ବ ଦିଗ ଆଡକୁ ରହିବା ଦରକାର । ଏହା ଦ୍ଵାରା ଘରେ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟ ଲାଭ ହୋଇଥାଏ ।

·    ଘରର ମହିଳାମାନଙ୍କୁ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ କି ଆପଣ କେବେ ବି ରୋଷେଇ ଘରର ଦକ୍ଷିଣ ଦିଗ ଆଡକୁ ମୁହଁ କରି ଭୋଜନ ପ୍ରସ୍ତୁତ କରିବେ ନାହିଁ । କାରଣ ଏହା ଦ୍ଵାରା ଘର ପରିବାରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।