ସୁଶାନ୍ତଙ୍କ ଯିବା ପରେ ରିୟା କାହା ସହିତ ଏତେ ଥର କଲ କରି କଥା ହୋଇଥିଲେ, ଦେଖନ୍ତୁ କିଏ ସେ

ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଏହି କେଶକୁ CBI ତଦନ୍ତ କରିବେ । ତେଣୁ CBI ତଦନ୍ତ ଭିତରେ ରିୟା ଚକ୍ରବର୍ତ୍ତୀ ଫସି ଯାଇଛନ୍ତି । ଦିନକୁ ଦିନ ରିୟା ଚକ୍ରବର୍ତ୍ତୀ CBI ଜାଲରେ ଫସି ଯାଇଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କର ଫୋନଙ୍କୁ ଜବତ କରିଛନ୍ତି । ତାଙ୍କ ଫୋନରେ ବିଭିନ୍ନ ତଥ୍ୟ ମିଳିଛି । ରିୟ ଜଣକ ସହିତ ୪୦ ଥର ଫୋନରେ ଗପିଛନ୍ତି । ତାଙ୍କ ନାମ ଫୋନରେ AU ନାମରେ ସେଭ କରିଛନ୍ତି । ରିପୋର୍ଟ ଅନୁସାରେ ବିହାର ସରକାର ମାନୁଛନ୍ତି ଯେ Au ଆଉ କେହି ନୁହନ୍ତି ସେ ହଉଛନ୍ତି ଆଦିତ୍ୟ ଠାକରେ ।

ତାଙ୍କ ଟୁଇଟରରେ ତାଙ୍କ ର ନାମ ହେଉଛି AU ଠାକରେ ଯାହାକି ପୁରା ନାମ ଆଦିତ୍ୟ ଉଧଃବ ଠାକରେ । ରିୟା ଙ୍କ ଟିମ କହିଲେ ଯେ ତାଙ୍କର କିଛି ରାଜନୈତିକ କନେକ୍ସନ ନାହିଁ । Au ନାମର ନମ୍ବର ଏବେ ବି ଚାଲୁଅଛି ଓ ଏହା ଏବେ su ନାମରେ ସେଭ ହୋଇଯାଇଛି । cbi ଏହି ବିଷୟରେ ତଦନ୍ତ କରୁଛନ୍ତି । ଏହି ଲୋକ ଜଣକ ୧୩ ଜୁନରେ କଲ କରିଥିଲେ ।

କିନ୍ତୁ ୧୪ଜୁନ ରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଯାଇଥିଲା । ତା ପରଦିନ ସକାଳ ସମୟରେ ରିୟା au ସହିତ ୩୯ ମିନିଟ ଧରି ଗପିଥିଲେ । ପୁଣି ୧୬ ଜୁନରେ ରିୟା ୧୬୮ ସେକଣ୍ଡ ୯.୩୦ରେ କଲ କରିଥିଲେ । ପୁଣି ୨୦ ଜୁନରେ ପରଦିନ ୩୦୦ ସେକେଣ୍ଡ ଧରି ଫୋନରେ ଗପୁଥିଲେ । ୨୪ ଜୁନରେ ୧୦୨୪ ସେକେଣ୍ଡ କଥା ହୋଇଥିଲେ ।

ଏହାଛଡା ୧୪ ଜୁଲାଇ ରେ ବି ୨୯ ସେକେଣ୍ଡ କଥା ହୋଇଥିଲେ । କିନ୍ତୁ ଏହି AU କିଏ ଏହାର ପରଦା ଫାସ ଜଲଦି ହୋଇଯିବ । ରିଆ ଚକ୍ରବତୀ ଓ ଶୁଶନ୍ତା ସିଂ ଙ୍କ ମଧ୍ୟରେ ପାଖା ପାଖି ୧୪୭ ଥର କଥା ହୋଇଛି । ଏଥିରେ ରିଆ ୯୪ ଥର ଶୁଶାନ୍ତ ଙ୍କ ସହ କଥା ହୋଇଛନ୍ତି । ଶୁଶନ୍ତା ୫୫ ଥର ରିଆଙ୍କ ସହ କଥା ହୋଇଛନ୍ତି । ରିଆ ଓ ଶୁସାନ୍ତଙ୍କର ବ୍ୟବସାୟିକ ମ୍ୟାନେଜର ସୃତି ମୋଦି ଙ୍କ ସହ ୮୦୮ଥର କଥା ହୋଇଛନ୍ତି । ସୃତି ମୋଦି ଇଡି ଙ୍କ ଆଗରେ ବୟାନ ରେ କହିଛନ୍ତି ଶୁଶାନ୍ତଙ୍କ ର ସବୁ କଥା ରିଆ ହିଁ ବୁଝୁଥିଲେ । ଶୁସାନ୍ତଙ୍କର ମାସକୁ ଖର୍ଚ୍ଚ ଦଶ ଲକ୍ଷ ଥିଲା ।

ଏହି ଭଳି ବହୁତ କଲ ଶୁଶାନ୍ତ ଙ୍କ ସାଙ୍ଗ ଓ ମ୍ୟାନେଜର ଙ୍କୁ ହୋଇଥିଲା । କିନ୍ତୁ ରିଆ ଙ୍କ ଫୋନରେ AU ନାମରେ କାହା ନମ୍ବର ଅଛି ଯାହାକୁ କି ଏବେ ସେ SU ନାମରେ କରି ନେଇଛନ୍ତି ଆଉ ଏବେ ଆଦିତ୍ୟ ଠାକରେ ଙ୍କ ଟ୍ୱିଟର ଆକାଉଣ୍ଟ ର ନାମ AU ହିଁ ଅଛି ଏହାର ବହୁତ ଜଲଦି ଖୁଲାସ ହୋଇଯିବ ।

ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।