ମହାଖୁଲାସା, ରିୟା ଡ଼କାଇଥିଲେ ତାନ୍ତ୍ରିକକୁ, ସୁଶାନ୍ତଙ୍କ ମୁହଁରୁ ଗୋଟେ ଶବ୍ଦ ମଧ୍ୟ ବହାରି ନଥିଲା, ପାଗଳ ବନେଇବାର ଥିଲା ପ୍ଳାନ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ବହୁତ୍ କଥା ସାମ୍ନାକୁ ଆସିଛି । ଏବେ ସେ ତାନ୍ତ୍ରିକ ମଧ୍ୟ ସାମ୍ନାକୁ ଆସିଛନ୍ତି ଯାହା ବିଷୟରେ କୁହା ଯାଉଥିଲା କି ସେ ସୁଶାନ୍ତ ଙ୍କ ଘରକୁ ଆସିଥିଲେ ଏବଂ ସୁଶାନ୍ତ ଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ । ଏବେ ସେହି ତାନ୍ତ୍ରିକ କଥା କଥାରେ ରିୟା ଚକ୍ରବର୍ତ୍ତୀ ଙ୍କ ସବୁ କଳା କାରନାମା ସାମ୍ନାକୁ ଆଣିଛନ୍ତି । ସେହି ତାନ୍ତ୍ରିକ କୁ ସୁଶାନ୍ତ ନିଜେ ଡ଼କାଇଥିଲେ ଏବଂ କହିଥିଲେ କି ଗୋଟେ ପାଗଳ ର ଚିକିସ୍ଛା କରିବାର ଅଛି ।

ସୁଶାନ୍ତ ଙ୍କ ଘରେ ତାନ୍ତ୍ରିକ ୨ ଦିନ ପର୍ଯ୍ୟନ୍ତ କଳା କାରନାମା କରିଥିଲେ । ସୁଶାନ୍ତ ଙ୍କ ଉପରେ ବହୁତ୍ ଅତ୍ୟାଚାର କରିଥିଲେ ଏବଂ ଆଶ୍ଚର୍ୟ୍ଯ ର କଥା ସୁଶାନ୍ତ ନିଜ ମୁହଁ ଖୋଲିଥିଲେ । ସୁଶାନ୍ତ ଙ୍କ ମୁହଁରୁ ଗୋଟେ ଶବ୍ଦ ମଧ୍ୟ୍ୟ ବାହାରିଥିଲା । ଏବଂ ତାନ୍ତ୍ରିକ କଣ କରିଥିଲେ ୨୨ ଓ ୨୩ ନଭେମ୍ବର ରେ କଣ ସବୁ କରିଥିଲେ । ଯାହା ଦ୍ଵାରା ସୁଶାନ୍ତ ଏକ ଅଲଗା ହିଁ ଦୁନିଆ ରେ ରହିଥିଲେ । ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ବହୁତ୍ ଲୋକ ବହୁତ୍ ଖୁଲାଷା କରିଛନ୍ତି । କେତେ ଲୋକ ରିୟା ଚକ୍ରବର୍ତ୍ତୀ ଙ୍କ କଳା କାରନାମା ର ରାଜ ଖୋଲିଛନ୍ତି ଏବଂ କହିଛନ୍ତି କି ସୁଶାନ୍ତ ଙ୍କୁ ରିୟା କେମିତି ନିଜ ଜାଲ ରେ ଫଶାଇ ସୁଶାନ୍ତ ଙ୍କ ସବୁ ଟଙ୍କା ପଇସା ନେଇଥିଲେ । ଏବଂ କେମିତି ସୁଶାନ୍ତ ଙ୍କୁ ହତ୍ୟା କରିଥିଲେ ।

ବର୍ତମାନ ସେହି ତାନ୍ତ୍ରିକ ମଧ୍ୟ ସାମ୍ନାକୁ ଆସିଯାଇଛି ଯିଏ ସୁଶାନ୍ତ ଙ୍କ ଘରକୁ ଯାଇଥିଲା । ତାନ୍ତ୍ରିକ ରିୟା ର ଅସଲି ଚେହେରା ର ରାଜ ଖୋଲିଛନ୍ତି । ମୋହନ ସଦା ଶିବ ତାନ୍ତ୍ରିକ ଙ୍କୁ ସୁଶାନ୍ତ ଙ୍କ ଘରକୁ ଡକାଯାଇଥିଲା । ଗୋଟେ news ଚାନେଳ୍ ଦ୍ଵାରା ତାନ୍ତ୍ରିକ ନିଜର ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି ସେ ସୁଶାନ୍ତ ଙ୍କ ଫ୍ଲାଟ୍ କୁ ନଭେମ୍ବର ୨୨ ଓ ୨୩ ୨୦୧୯ କୁ ଯାଇଥିଲେ ।

ତାନ୍ତ୍ରିକ କୁ ନିଜେ ରିୟା କଲ୍ କରିଥିଲେ ଏବଂ ଡାକିଥିଲେ, କହିଥିଲେ ଗୋଟେ ପାଗଳ କୁ ଠିକ୍ କରିବାର ଅଛି । ତାନ୍ତ୍ରିକ କହିଛନ୍ତି ସେ ସୁଶାନ୍ତ ଙ୍କୁ ୯୦% ଠିକ୍ କରିଦେଇଥିଲେ । ଏବେ ପ୍ରଶ୍ନ ଏହା ଉଠିଛି କି ସୁଶାନ୍ତ ତ ଠିକ୍ ଥିଲେ ତେବେ ପୁଣି ସୁଶାନ୍ତ ଙ୍କୁ କଣ୍ ଠିକ କରିଥିଲେ ତାନ୍ତ୍ରିକ । ତାନ୍ତ୍ରିକ ଏହା ମଧ୍ୟ କହିଛନ୍ତି କି ଯେତେବେଳେ ସେ ସୁଶାନ୍ତ ଙ୍କ ଘରେ ପହଞ୍ଚିଲେ ସେତେବେଳେ ସୁଶାନ୍ତ କିଛି ମଧ୍ୟ କହିନଥିଲେ ।

ନାହିଁ ଚିକିସ୍ଛା ବେଳେ ନାହିଁ ତା ପର ଦିନ କିଛି କହିଥିଲେ । ସେ କହିଛନ୍ତି ରିୟା ହିଁ ସବୁ କହୁଥିଲେ ଏବଂ ଯେମିତି ରିୟା କହିଥିଲେ ସେହିପରି ତାନ୍ତ୍ରିକ କରିଥିଲେ । ରିୟା ତାନ୍ତ୍ରିକ କୁ ବହୁତ୍ ପଇସା ମଧ୍ୟ୍ୟ ଦେଇଥିଲେ ଯାହା କି ସୁଶାନ୍ତ ଙ୍କ ପଇସା ଥିଲା । ତାନ୍ତ୍ରିକ କହିଛିି କି ଯେତେବେଳେ ସୁଶାନ୍ତ କିଛି କହିବାକୁ ଚାହୁଁଥିଲେ ସେତେବେଳେ ରିୟା ସୁଶାନ୍ତ ଙ୍କୁ ନାଲି ଆଖି ଦେଖାଉଥିଲେ । ତାନ୍ତ୍ରିକ କହିଛନ୍ତି କି ଏହି ମାମଲା ପଛରେ ରିୟା ଚକ୍ରବର୍ତ୍ତୀ ଙ୍କ ହାତ ନିଶ୍ଚିତ ଭାବରେ ରହିଛି । CBI ନିଜର ତଦନ୍ତ ଭଲସେ କରିବା ଦରକାର୍ ଏବଂ ଆସାମୀ କୁ ଦଣ୍ଡ ମିଳିବ ଦରକାର୍ ।

ସୁଶାନ୍ତ ଙ୍କ ମୃତ୍ୟୁ କୁ ୨ ମାସ ରୁ ଅଧିକା ହୋଇସାରିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସୁଶାନ୍ତ ଙ୍କୁ ନ୍ୟାୟ ମିଳିନାହିଁ ବରଂ ଦିନକୁ ଦିନ ଖୋଲି ଚାଲିଛି ନୂଆ ରହସ୍ୟ । ଏବେ ଏହି କେଶ୍ କୁ CBI ଯାଞ୍ଚ୍ କରୁଛି ଏବଂ ଆମର ଆଶା ସୁଶାନ୍ତ ଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ମିଳିବ ଏବଂ ଦୋଷୀ କୁ ଉଚିତ୍ ଦଣ୍ଡ ନିଶ୍ଚୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।