ରିୟା ଚକ୍ରବତୀ ସୁଶାନ୍ତଙ୍କ Diaryର ଶେଷ ପେଜସବୁ କରିଦେଲେ ଗାୟବ, ସାମନ୍ନାକୁ ଆସିଲା ସାଜିସର ସତ

ବର୍ତ୍ତମାନ ପୁଣିଥରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସୁଛି । ବଲୀଉଡ ଅଭିନେତାଙ୍କ ସୁଶାନ୍ତଙ୍କ ନିଧନ ପର ଠାରୁ କିଛି ଷ୍ଟାର, ରାଜନେତା ଓ ପୁରା ଦେଶବାସୀ ତାଙ୍କର ମୃତ୍ୟୁର ଅସଲ କାରଣ ଜାଣିବା ପାଇଁ ତାଙ୍କର କେସକୁ CBI ଦିଆ ଯାଉ ବୋଲି ସରକାରଙ୍କୁ ଅନୁରୋଧ କରୁଥିଲେ ଓ ଶେଷରେ CBIକୁ ବି ଏହି କେସ ଦିଆଯାଇସାରିଛି ।

ଏହା ସହିତ ଏହି ଖବର ସାମ୍ନାକୁ ଆସୁଛି ଯେତେବେଳେ ସୁଶାନ୍ତଙ୍କ ସହିତ ଏହି ଘଟଣା ହୋଇଥିଲା ସେହି ଦୁର୍ଘଟଣା ପରେ ସୁଶାନ୍ତଙ୍କ ଘରୁ ଯେଉଁ ଡାଏରୀ ମିଳିଥିଲା, ସେହି ଡାଏରୀ ମଧ୍ୟରୁ ଗୋଟିଏ ଡାଏରୀ ଏମିତି ବି ଥିଲା ଯାହା ସୁଶାନ୍ତ ସିଂହ ରାଜପୁତଙ୍କ ସବୁଠୁ ପ୍ରିୟ ଡାଏରୀ ଥିଲା । ଏହା ଏଥିପାଇଁ କାରଣ ସୁଶାନ୍ତ ଏହି ଡାଏରୀରେ ନିଜ ଜୀବନ ସହ ଜଡିତ ସବୁ ସମୟର ଗତିବିଧି ବିଷୟରେ ଲେଖୁଥିଲେ ।

ତାଙ୍କୁ କିଏ କଣ କହିଲା, ତାଙ୍କ ସହିତ କଣ ହୋଇଛି ଓ ତାଙ୍କ ଦ୍ଵାରା କଣ ଭୁଲ ହୋଇଛି । ଏହି ସବୁ ଜିନିଷ ସେ ନିଜର ଏହି ଡାଏରୀରେ ଲେଖୁଥିଲେ । କିନ୍ତୁ ଖବର ଅନୁସାରେ ଏହି ଡାଏରୀର କିଛି ପେପର ବର୍ତ୍ତମାନ ଗାୟବ ଅଛି ଓ ଏହ ଡାଏରୀର ସେହି ସବୁ ପେପରକୁ ରିୟା ଚକ୍ରବତ୍ତୀ ହିଁ ଗାୟବ କରିଛନ୍ତି ବୋଲି ଶୁଣିବାକଉ ମିଳୁଛି । କାରଣ ରିୟା ସୁଶାନ୍ତଙ୍କ ସହିତ ଲିଭଇନ ରହୁଥିଲେ ଓ ସୁଶାନ୍ତଙ୍କ ସମସ୍ତ ଗତିବିଧି ବିଷୟରେ ବି ସେ ଜାଣିଥିଲେ ।

ଏହି କାରଣରୁ ସେ ତାଙ୍କ ବିରୁଦ୍ଧରେ ଥିବା ସବୁ ପ୍ରମାଣକୁ ରିୟା ଗାୟବ କରି ଦେଉଥିଲେ । ଯାହା ଦ୍ଵାରା କେହି ବି ଜାଣି ପାରିବେ ନାହିଁ କି ସୁଶାନ୍ତଙ୍କ ସହିତ କଣ ହେଉ ଥିଲା । ଏହା ଛଡା ରିୟାଙ୍କୁ ନେଇ ବହୁତ କିଛି ଖବର ପୂର୍ବରୁ ବି ସାମ୍ନାକୁ ଆସିସାରିଛି  ଓ କୁହାଯାଉଛି କି ରିୟା ସୁଶାନ୍ତଙ୍କ ସହ ଜଡିତ ଗୋଟିଏ ଲ୍ୟାପଟପ ତାଙ୍କ ସହ ଜଡିତ କାଗଜପତ୍ର ଓ ତାଙ୍କର କ୍ରେଡିଟ କାର୍ଡ ପୂର୍ବରୁ ହିଁ ନେଇ ଯାଇଛନତି ଓ ହୋଇପାରେ କି ସୁଶାନ୍ତ ଘରର ଦ୍ଵିତୀୟ ଚାବି ବି ରିୟା ହିଁ ଚୋରି କରିଥିବେ ।

ଏହି କାରଣରୁ ସୁଶାନ୍ତଙ୍କ ସହ ଯେତେବେଳେ ଏହି ଦୁର୍ଘଟଣା ହେଲା ତେବେ ସେହି ସମୟରେ ନା ହିଁ ରିୟା ତାଙ୍କ ସହିତ ଥିଲେ ଓ ନା ହିଁ ସୁଶାନ୍ତଙ୍କ ଘରେ କାମ କରୁଥିବା ଲୋକଙ୍କୁ ଘରର ଦ୍ଵିତୀୟ ଚାବି ମିଳିଥିଲା । ଏମିତିରେ ସମସ୍ତେ କହୁଛନ୍ତି କି ଡାଏରୀର କିଛି ପେପର ଗାୟବ ହେବା ଠାରୁ ନେଇ ସୁଶାନ୍ତଙ୍କ ଘରର ଚାବି ଗାୟବ ହେବା ପଛରେ ରିୟାଙ୍କ ହାତ ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।