ରିଲ୍ସ ବନେଇବା ଚକରରେ ସ୍କୁଲ ଶୌଚାଳୟ କୁ ଛାଡିଲେ ନାହିଁ… ହସି ହସି ଗଡିବେ ଆପଣ, ଦେଖନ୍ତୁ ଏହି Video

ଦୁନିଆରେ ଅନେକ ପ୍ରକାର ଲୋକମାନେ ଅଛନ୍ତି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ କୁ ଅନ୍ୟ ମାନଙ୍କୁ ହସାଇବା ପାଇଁ କିଛି ନୂଆ ନୂଆ ଉପାୟ ମାନ ବାହାର ଅକୃତହାନ୍ତି ମାତ୍ର ଆପଣ କଣ ଜାଣି ଛନ୍ତି କି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜର ମଜା ନିଜକୁ କରେଇ ଦେଇଥାନ୍ତି ସେମାନେ ଏହି ଭଳି ଅନେକ ଭିଡିଓ ଅଛି ଯାହାକୁ ଦେଖିବା ମାତ୍ରେ ଆମେ ଏହାକୁ ଏକ ସାଧାରଣ ଭୁଲ କହି ପାରିବା । ଇଣ୍ଡୋନେସିଆ ରେ ଏକ ମହିଳା ନିଜ କୁ ଫୋନ ରେ ବ୍ୟସ୍ତ ରହି ଥିଲେ କି ଆଗରେ ପଡିଥିବା ସ୍କ୍ରୋଲ କୁ ଗୋଡ ରେ ହଲାଉ ଥିଲେ ।

ମାତ୍ର ପିଲା କୁ ନିଜ କୋଳରେ ଧରି ଛନ୍ତି । ତଥାପି କିଛି ସମୟ ପରେ ପାଗେଳି ଙ୍କ ଭଳି ସ୍ଵାମୀ ଙ୍କୁ ଆସିକି ପଚାରୁ ଛନ୍ତି କି ପୁଅ କାଇଁ ବୋଲି ସ୍ଵାମୀ ହସି ହସି କହିଲେ କି ସବୁ ଆଡେ ଦେଖି ପାରୁଛ କୋଳକୁ ଦେଖି ନିଅ ଥରେ । ଏହା ଦେଖିବା ପରେ ଦୁହେଁ ହସି ହସି ଗାଡି ଯାଇ ଥିଲେ ।

ସେହି ଭଳି ଆଉ ଏକ ସ୍ଵାମୀ ପିଲା କୁ ଖେଳାଇବା ସମୟରେ ତାଙ୍କ ସ୍ତ୍ରୀ ଆସିକି ତାଙ୍କୁ ନିଜ ଫୋନ ଦେଖାଇଲେ ଓ ଏହା ପରେ ସେ ପିଲାକୁ ସ୍ଵାମୀ ଙ୍କ କୋଳକୁ ଦେଇ କି ଚାଲିଗଲେ । କିଛି ସମୟ ପରେ ସ୍ଵାମୀ ଖୁବ ଚିନ୍ତାରେ ପଡି ଯାଇଥିଲେ କିନ୍ତୁ କିଛି ସମୟ ପରେ ପିଲା ନିଜେ ବିନ ତା ବାପପା କୁ ଡାକିକି ଦେଖାଇଲା କି ସେ ତାଙ୍କ କୋଳରେ ଅଛି ।

ମେ 2022 ରେ ପାକିସ୍ଥାନ ର ପୁରୁଣା ମନ୍ତ୍ରୀ ଇମରାନଙ୍କ ଏକ ଇଣ୍ଟରଭିୟୁ ବହୁତ ଚର୍ଚ୍ଚା ରେ ଅଛି । ସେ କହିଥିଲେ କି ମୁ ବ୍ରିଟିଶ ଷୋସାଇଟି ର ଅଟେ କିନ୍ତୁ ଗଧ ଉପରେ ଗାର ଟାଣିଲେ କଣ ସେ ଜେବ୍ରା ହୋଇଯିବ । ସେ କହିଛନ୍ତି କି ସେ ବହୁତ କିଛି କରିଥିଲେ କିନ୍ତୁ ସେ କହିଲେ କି ସେ ବ୍ରିଟିଶ ହୋଇ ପାରିବେନି କାରଣ ସେ ଏକ ପାକିସ୍ଥାନୀ ଅଟେ ।

ନିଜକୁ ଗଧ କହି ଦେଲେ । ବିହାର ର ବେଗୁସରାଇ ର ଲୋକାଲ ଇଲେକ୍ସନ ରେ ଏମଏଲଏ ଗିରିରାଜ ସିଂ ଭୋଟ ଦେଇକି ଆସିଲେ ଓ ଏହା ପରେ ସେ ନିଜର ମାଝି ଆଙ୍ଗୁଳି ଦେଖାଇ ଥିଲେ ସେ ଭୁଲି ଯାଇ ଥିଲେ କି ଭୋଟ ଦେଇଥିବା ଆଙ୍ଗୁଳି ଦେଖାଇବା ବଦଳରେ ସେ ମଝି ଆଙ୍ଗୁଳି ଦେଖାଇ ଦେଇ ଥିଲେ । ବାଇବେଲ ହାତରେ ଧରିକି ଏକ ଫାଦର ରାସ୍ତାରେ ଯାଉ ଥିଲେ ।

କୁକୁର ଭୁକିବାର ଦେଖିକି ସେ ତାକୁ ଅନାଇଲେ ମାତ୍ର ସେ ତାକୁ ଚୁପ କରାଇବା ପାଇଁ ଯିବା ବେଳେ ହଠାତ କୁକୁର ଏହାକୁ ହାତରୁ ଛଡାଇ ନେଇ ଥିଲା ସେ ଆଉ ତାକୁ ଆଣି ପାରି ନଥିଲେ । 2022 ରେ ଭିଏତ ନାମ ରେ ଏକ ଭିଡିଓ ଭାଇରାଲ  ହେଉଛି ଏକ ମହିଳା ସୋଇଥିବା ବେଳେ ତା ଝିଅ ଆସିକି ତାକୁ ଉଠାଇବା ପାଇଁ ଲାଗିଲା ମାତ୍ର ତାକୁ ଦେଖିକି ମହିଳା ଜଣଙ୍କ ଡରି ଯାଇଥିଲା ।

ଏହା ଦେଖିବା ପରେ ଅନେକ ଲୋକମାନେ ହସି ଥିଲେ । ମହିଳା ମାନେ ନିଜ ମୁହଁ ଦେଖିବା ପାଇଁ ଗାଡି ଓ ଆଉ କାହାର କାର ମିରର ରେ ଦେଖି ନିଜ ମେକପ କରିଥାନ୍ତି ମାତ୍ର ଏକ ମହିଳା କାଲ୍କୁଲେଟର ରେ ନିଜ ମୁହଁ ଦେଖିକି ନିଜ ମେକପ କରିଥିଲେ ସତ କଥା ସେ ସ୍ତ୍ରୀ ସେ କିଛି ଭି କରି ପାରନ୍ତି ।