ରାତିରେ କାନରେ ରଖନ୍ତୁ ଗୋଟେ ପାଖୁଡା ରସୁଣ ଓ ଦେଖନ୍ତୁ ଚମତ୍କାର

କାନରେ ଗୋଟେ ପାଖୁଡା ରସୁଣ ରଖନ୍ତୁ ଓ ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ । ଆଜ୍ଞା ହଁ, ଏହା ଏକ ଘରୋଇ ଚିକିଶ୍ଚା ଅଟେ ଯାହାଦ୍ୱାରା କାନ ଜନିତ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । କାନରେ ଗୋଟେ ପାଖୁଡା ରସୁଣ ରଖିବା ଦ୍ଵାରା ବହୁତ ରୋଗ ଭଲ ହୋଇଥାଏ । ଆପଣଙ୍କ କାନରେ ଯଦି ଦରଜ ଅଛି ତେବେ ଆପଣ କାନରେ ଏକ ପାଖୁଡା ରସୁଣ ରଖିଲେ ସବୁ କଷ୍ଟରୁ ମୁକ୍ତି ମିଳିଥାଏ । କାନରେ ରସୁଣ ପାଖୁଡା ରଖିଲେ କଣ ହୁଏ, ଆଜି ଆମେ ସେହି ବିଷୟରେ ଜାଣିବା ।

ଏଥି ପାଇଁ ଆପଣଙ୍କୁ କିଛି କଷ୍ଟ କରିବାକୁ ପଡିବନି । କାନରେ ରସୁଣ ରଖିଲେ ପ୍ରଥମେ କାନ ଗରମ ଅନୁଭବ ହୋଇଥାଏ । ଏହା ପରେ ଧୀରେ ଧୀରେ କାନର କଷ୍ଟ ଦୂର ହୋଇଥାଏ । ଆପଣ ଔଷଧ ମଧ୍ୟ ବ୍ୟବହାର କରିପାରିବେ ।

ରାତିରେ ଶୋଇବା ସମୟରେ କାନରେ ରସୁଣ ପାଖୁଡା ରଖିବା ଲାଭ ଦାୟକ ହୋଇଥାଏ । ଯଦି ଆପଣଙ୍କ କାନରେ ଇନଫେକ୍ସନ ଅଛି ତେବେ ଆପଣ ଏହି ଉପାୟ ବ୍ୟବହାର କରିପାରିବେ । ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରପଡିଜ ଥାଏ ଯାହାଦ୍ଵାରା ଇନଫେକ୍ସନ ଦୂର ହୋଇଥାଏ ଓ ଯଦି ବେଶି କଷ୍ଟ ହେଉଛି ଓ ଆପଣଙ୍କୁ କାରଣ ଜଣା ନାହିଁ ତେବେ ଆପଣ ଡେରି ନ କରି ଜଲ୍ଦି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

ରସୁଣ ଖାଇବା ଦ୍ଵାରା ବହୁତ ଗରମ ଅନୁଭବ ହୋଇଥାଏ । ଏହି କାରଣରୁ ବହୁତ ବିଶେଷଜ୍ଞ ଥଣ୍ଡା ଦିନରେ ପ୍ରତିଦିନ ସକାଳେ ରସୁଣ ଗୋଟେ ପାଖୁଡା ପାଣି ସହିତ ଖାଇବାକୁ କୁହନ୍ତି । ବହୁତ ଲୋକଙ୍କୁ ରସୁଣର ଗନ୍ଧ କାରଣରୁ ରସୁଣ ଖାଇବାକୁ ଭଲ ଲାଗେ ନାହିଁ । ଯଦି ଆପଣଙ୍କୁ ମଧ୍ୟ ରସୁଣ ଖାଇବାକୁ ଭଲ ଲାଗୁ ନାହିଁ ତେବେ ଆପଣ କାନରେ ରସୁଣ ଲଗେଇ ପାରିବେ ।

ବିଶେଷଜ୍ଞଙ୍କ ଅନୁସାରେ ଫ୍ଲୁ କାରଣରୁ ମଧ୍ୟ କାନରେ ଦରଜ ରହିଥାଏ ।  ଯଦି ଆପଣ ରାତିରେ ଶୋଇବା ସମୟରେ କାନରେ ଗୋଟିଏ ପାଖୁଡା ରସୁଣ ରଖି ଶୁଅନ୍ତି ତେବେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଆପଣଙ୍କୁ ଔଷଧ ଉପରେ ଆଶ୍ରିତ ହୋଇ ରହିବାକୁ ପଡିବ ନାହିଁ ।

ଆପଣଙ୍କ କାନରେ ଯଦି କିଛି ଇଞ୍ଜୁରୀ ଅଛି ଯାହାଦ୍ୱାରା ଆପଣଙ୍କ କାନ ସବୁବେଳେ କୁଣ୍ଡେଇ ହଉଛି ତେବେ ଏହାର ଉପଚାର ପାଇଁ ଆପଣ ଏକ ପାଖୁଡା ରସୁଣ ବ୍ୟବହାର କରିପାରିବେ । ଏହା ଦ୍ଵାରା ଇଞ୍ଜୁରୀ ଭଲ ହୋଇଯିବ ଓ କାନ କୁଣ୍ଡାଇ ହେବା ମଧ୍ୟ କମ ହୋଇଯିବ । ରସୁଣରେ ଭିଟାମିନ C , B6, ପୋଟାସିୟମ ଓ କ୍ୟାଲସିୟମ ରହିଛି । ବିଶେଷଜ୍ଞମାନେ ଏହାର ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି । ଏହା ଦ୍ଵାରା ବହୁତ ଉପଶମ ମିଳିଥାଏ ।