ରାତିରେ ଶୋଇବା ପୂର୍ବରୁ 2-3ଟି ଲବଙ୍ଗ ଖାଇବାର ଫାଇଦା ଜାଣି ପାଦ ତଳୁ ଖସିଯିବ ମାଟି

ଆମ ଶରୀରରେ ଥିବା ହରମୋନର ପରିବର୍ତ୍ତନ ହୋଇଥାଏ । ଆମେ କିଛି ସମୟରେ ଖୁସି ରହିଥାଉ ତ ଆଉ କିଛି ସମୟରେ ମାନସିକ ଚିନ୍ତାରେ ରହିଥାଉ । ଯଦି ଆମେ ଫଳ ଓ ପନିପରିବା ଆଦି ଖାଇବା ତେବେ ଆମ ଶରୀରରେ ଥିବା ହରମୋନ ଆମକୁ ଖୁସି ଦେଇଥାଏ । କିନ୍ତୁ ଯଦି ଆମେ କିଛି ନିଶାଦ୍ରବ୍ଯ ସେବନ କରିଥାଉ ତେବେ ଆମ ଶରୀରରେ ଥିବା ହରମୋନ ଆମକୁ ମାନସିକ ଚିନ୍ତା ଦେଇଥାଏ । ମଣିଷ ନିଜ ଜୀବନରେ ଚିନ୍ତାରୁ ମୁକ୍ତି ପାଇଁ ଲବଙ୍ଗ ବହୁତ କାମରେ ଆସିଥାଏ ।  ଆଜି ଆମେ ଆପଣ ମାନଙ୍କୁ ଆମ ଶରୀର ଉପରେ ଲବଙ୍ଗର ଉପକାରିତା ବିଷୟରେ କହିବାକୁ ଯାଉଛୁ ।

୧- ଚୁଟି ଝଡିବାର କାରଣ ମଧ୍ୟ ମାନସିକ ଚିନ୍ତା ହୋଇଥାଏ । ଆମେ ଯେତେବେଳେ କୌଣସି କଥାକୁ ନେଇ ଚିନ୍ତାରେ ରହିଥାଉ ସେତେବେଳେ ଆମ ମୁଣ୍ଡ ଉପରେ ପ୍ରଭାବ ପଡିଥାଏ । ସେହି ସମୟରେ ଆମ ମୁଣ୍ଡରେ ରକ୍ତ ଚଳାଚଳ କମ ହୋଇଥାଏ । ସେଥି ପାଇଁ ଆମ ଚୁଟି ଅଧିକ ଝଡିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲବଙ୍ଗ ବହୁତ କାମରେ ଆସିଥାଏ ।

୨- ଦାନ୍ତ ସମସ୍ଯା ମଧ୍ୟ ଲବଙ୍ଗ ଖାଇବା ଦ୍ଵାରା ଭଲ ହୋଇଥାଏ । ରାତିରେ ଲବଙ୍ଗ ଖାଇବା ଫଳରେ ଦାନ୍ତ ବିନ୍ଧା କମ ହୋଇଥାଏ । ଏହାଛଡା ଦାନ୍ତରେ କୌଣସି ଜିନିଷର ଗରମ ବା ଥଣ୍ଡାକୁ ଅନୁଭବ ସହଜରେ କରି ହୁଏ ।

୩- ଯଦି ଆପଣଙ୍କୁ ରାତିରେ ନିଦ ଲାଗୁ ନାହି ତେବେ କୌଣସି ନିଶା ଔଷଧ ସେବନ କରିବା ଉଚିତ ନୁହେ । ଏହା କରିବା ଫଳରେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ସେଥି ପାଇଁ ରାତିରେ ଶୋଇବା ସମୟରେ ୨ଟି ଲବଙ୍ଗ ଖାଇଲେ ଭଲ ନିଦ ଆସିଥାଏ ।

୪-କିଛି ଲୋକ ଯୋଗ କରି ପତଳା ହୋଇଥାନ୍ତି ତ ଆଉ କିଛି ଲୋକ ଅଧିକ କାମ କରି ମଧ୍ୟ ଅଧିକ ମୋଟା ହୋଇଥାନ୍ତି । ଯଦି ଆପଣ ଅଧିକ ମୋଟା ହୋଇଛନ୍ତି ତେବେ ଏହାକୁ କମ କରିବା ପାଇଁ ରାତିରେ ଶୋଇବା ସମୟରେ ୨ଟି ଲବଙ୍ଗ ଖାଇବା ଉଚିତ ।

୫- ଯଦି ଆପଣଙ୍କର ଅଧିକ ବିପି କିମ୍ବା କମ ବିପିର ସମସ୍ଯା ଥାଏ ତେବେ ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇବା ଉଚିତ । ଲବଙ୍ଗ ଭିତରେ ଥିବା ପୋଟାସିୟମ ବିପିକୁ ଅଧିକ ଥିଲେ କମ କରେ ଓ କମ ଥିଲେ ଅଧିକ କରେ ।

୬- ଅଧିକରୁ ଅଧକ ହାର୍ଟ ସମସ୍ଯା ରାତି ସମୟରେ ହୋଇଥାଏ । ସେଥି ପାଇଁ ଯଦି ଆପଣଙ୍କର ହାର୍ଟ ସମସ୍ଯା ଥାଏ ତେବେ ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇବା ଉଚିତ ।

ରାତିରେ ଶୋଇବା ସମୟରେ ଆମ ଶରୀରର ସମସ୍ତ ପାର୍ଟ ଭଲ କାମ କରିଥାଏ ସେଥି ପାଇଁ ଲବଙ୍ଗକୁ ରାତିରେ ସେବନ କରିବା ଉଚିତ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।