କାହିଁକି କୁକୁରମାନେ କାନ୍ଧିଥାନ୍ତି ! କଣ ସତରେ ସେମାନଙ୍କୁ ଭୁତ ଦେଖାଯାଇଥାଏ ? ଜାଣନ୍ତୁ କଣ ହୋଇଥାଏ ଯେତେବେଳେ କୁକୁରମାନେ କାନ୍ଦି ଥାନ୍ତି

ଏହି ଦୁନିଆରେ କୁକୁରମାନେ ସବୁଠୁ ଅଧିକ ବିଶ୍ଵାସୀ ହୋଇଥାନ୍ତି । ସେଥିପାଇଁ ପ୍ରାୟତଃ ବ୍ୟକ୍ତିମାନେ ନିଜ ଘରେ କୁକୁର ପାଳି ଥାନ୍ତି । କୁକୁର ମନୁଷ୍ୟର ଭଲ ମିତ୍ର ହୋଇଥାନ୍ତି । କିନ୍ତୁ କୁକୁରମାନଙ୍କର କାନ୍ଦିବାକୁ ଅଶୁଭ ବୋଲି ମଧ୍ୟ କୁହାଯାଏ । ପୂର୍ବ ପୁରୁଷମାନଙ୍କ ଅନୁସାରେ ଯେତେବେଳେ ରାତିରେ କୁକୁର କାନ୍ଦିଥାଏ ତେବେ ସେମାନେ ଆମକୁ ଏହା ସଂକେତ ଦେଇଥାନ୍ତି କି ଆମ ପରିବାରରେ ଜଲ୍ଦି ହିଁ କାହାର ମୁର୍ତ୍ୟୁ ହେବାର ଅଛି । ଏହା ଛଡା କେତେକ ଲୋକମାନଙ୍କର ମାନିବା ଅଟେ କି କୁକୁରମାନେ ଆତ୍ମାଙ୍କୁ ଦେଖି ପାରନ୍ତି ଓ ସେମାନଙ୍କ ଆଖପାଖରେ ବିପଦ ଦେଖିଲେ ତାଙ୍କୁ ପୂର୍ବରୁ ଅନୁଭବ ହୋଇଯାଏ । ଏମିତିରେ ସେମାନେ ରାତିରେ ଅଚାନକ କାନ୍ଦିବା ଆରମ୍ଭ କରି ଦିଅନ୍ତି ।

Image courtesy: Google

ସବୁ କଥା ସତ ବି ହୋଇ ପାରେ । କିନ୍ତୁ ଯଦି ଆମ ବୈଜ୍ଞାନିକ ଦୃଷ୍ଟିରେ ଦେଖିବା ତେବେ ଏହିଭଳି କିଛି ହୋଇ ନ ଥାଏ । କହିବାକୁ ଗଲେ ବୈଜ୍ଞାନିକମାନଙ୍କର କୁକୁରମାନଙ୍କୁ ନେଇ ହୋଇଥିବା ରିସର୍ଚରେ ଆଶ୍ଚର୍ଯ୍ୟକର ପରିଣାମ ସାମ୍ନାକୁ ଆସିଛି । କୁକରମାନଙ୍କର କାନ୍ଦିବାକୁ ବୈଜ୍ଞାନିକ ଭାଷାରେ ହାଉଲ (Haul) କୁହଯାଏ । କୁହାଯାଏ କି କୁକୁରମାନେ କୋକିଶିଆଳିମାନଙ୍କର ଏକ ପ୍ରଜାତି ଅଟନ୍ତି ।

Image courtesy: Google

ସେଥିପାଇଁ ପ୍ରାୟତଃ କୁକୁରମାନେ କୋକିଶିଆଳି ଭଳି ହିଁ ବ୍ୟବହାର କରନ୍ତି । ଯେଉଁ ପ୍ରକାରରେ କୋକିଶିଆଳି ପରସ୍ପରଙ୍କୁ ସନ୍ଦେଶ ଦେବା ପାଇଁ ହାଉଲ କରିଥାନ୍ତି, ଠିକ ସେହି ପ୍ରକାରରେ କୁକୁରମାନେ ବି ନିଜର ଭାଷାରେ ପରସ୍ପରକୁ ସନ୍ଦେଶ ପଠାଇବା ପାଇଁ ହାଉଲର ପ୍ରୟୋଗ କରିଥାନ୍ତି ।

Image courtesy: Google

କହିବାକୁ ଗଲେ କୁକୁରମାନେ ଯେଉଁଠି ବି ରୁହନ୍ତି ତାକୁ ନିଜର ଅଞ୍ଚଳ ଭାବି ନିଅନ୍ତି । ଏମିତିରେ ଅନ୍ୟ କୁକୁରମାନଙ୍କର ପ୍ରବେଶରେ ସେମାନେ ରାଗି ଯାଆନ୍ତି । ଏମିତିରେ ସେମାନେ ନିଜର ସାଥିମାନଙ୍କୁ ସଚେତନ କରିବା ପାଇଁ ହାଉଲ କରିଥାନ୍ତି । ଏକ ପ୍ରକାରରେ ଦେଖାଗଲେ ହାଉଲ କୁକୁରମାନଙ୍କର ପରସ୍ପର ସହିତ ନିଜର ମନ କଥାକୁ ପ୍ରକାଶ କରିବାର ଏକ ଭାଷା ଅଟେ । କିଛି କୁକୁର ଚିଢଯାଇ ଭୋକିଥାନ୍ତି ଏହାର ଅର୍ଥ ଏହା ନୁହେଁ କି ସେମାନେ ଆପଣଙ୍କୁ କାମୁଡିବେ ।

Image courtesy: Google

ଏହା ଛଡା କୁକୁରମାନେ ନିଜର ବ୍ୟଥା, ରାଗକୁ ଦେଖାଇବା ପାଇଁ ହାଉଲ କରନ୍ତି । ଯେତେବେଳେ କୌଣସି ଅଜଣା ବ୍ୟକ୍ତି ତାଙ୍କ ଗଳିରେ ପ୍ରବେଶ କରିଥାଏ ତେବେ ସେମାନେ ଚିଢି ଯାଆନ୍ତି ତାଙ୍କୁ ଦେଖି ନିଜର ବିରୋଧ ପ୍ରକାଶ କରିବା ସହିତ ତାହା ଉପରେ ନଜର ରଖିବା ପାଇଁ ନିଜ ସାଥିମାନଙ୍କୁ ସଚେତନ ବି କରାଇଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।