ରାତିରେ କେବଳ ୨ ମିନିଟ ଏହାକୁ ଲଗେଇ ଦିଅନ୍ତୁ, ସକାଳୁ ଆପଣଙ୍କ ମୁହଁ ହୀରା ଭଳି ଏମିତି ଚମକିବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାରବରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଚର୍ମ ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଚର୍ମ ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଯଦି ମୁହଁ ରେ କୌଣସି ଦାଗ ରହିଯାଏ ତେବେ ତାହା ଦେଖିବା ପାଇଁ ଭଲ ଲାଗି ନଥାଏ । ଆପଣଙ୍କ ମୁହଁ ବହୁତ ଖରାପ ଦେଖା ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଉପାୟ ଟି କହିବୁ ତାହାକୁ ରାତିରେ କେବଳ ୨ ମିନିଟ ପାଇଁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ମୁହଁ ରୁ ସମସ୍ତ ଦାଗ ଲିଭିଜିବ ଓ ଆପଣଙ୍କ ମୁହଁ ହୀରା ଭଳି ଚମକିବ । ତେବେ ଆସନ୍ତୁ ଜାଣିବା ସ୍ୱହି ଉପାୟ ବିଷୟରେ ।

ପ୍ରଥମେ ଏକ ସଫା ପାତ୍ର ନିଅନ୍ତୁ । ଏହା ପରେ କୌଣସି ଏକ ପାତ୍ର ରେ କ୍ଷୀର ଗରମ କରି ଏହାକୁ ଥଣ୍ଡା କରି ଦିଅନ୍ତୁ । ଏହା ପରେ ଦେଖନ୍ତୁ ଯେ କ୍ଷୀର ର ଉପର ଭାଗ ରେ ସର ଲାଗି ଯାଇଥିବ । ତେବେ ବନ୍ଧୁଗଣ ସେହି ସର କୁ ଏକ ଚାମଚ ସାହାଯ୍ୟ ରେ ଦୁଇ ଚାମଚ ସେହି ସଫା ପାତ୍ର ରେ ନେଇ ଆସନ୍ତୁ । ଏହା ପରେ ସେହି ଚାମଚ ସାହାଯ୍ୟ ରେ ସେହି ସର କୁ ଭଲ ଭାବରେ ଗୋଳେଇ ଦିଅନ୍ତୁ । ଏହାକୁ ଏକ କ୍ରିମ ଭଳି କରି ଦିଅନ୍ତୁ ।

ଗୋଳେଇ ସାରିବା ପରେ ସେଥିରେ ଏକ ଛୋଟ ଚାମଚ ସାହାଯ୍ୟ ରେ କିଛି ହଳଦୀ ଗୁଣ୍ଡ ପକାନ୍ତୁ ଏବଂ ତାକୁ ଭଲ ଭାବରେ ଗୋଳାନ୍ତୁ । ଯଦି ଆପଣଂକୁ ଶୁଖିଲା ଲାଗୁଛି ତେବେ ଆପଣ ସେଥିରେ ଏକ ଚାମଚ କ୍ଷୀର ମଧ୍ୟ ମିଶାଇ ପାରିବେ । ଏହା ପରେ ଏହାକୁ ଭଲ ଭାବରେ ମିଶାଇ ସାରିବା ପରେ ଆପଣଙ୍କ ର ପ୍ରାକୃତିକ ଉପାୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ତେବେ ଅଆନ୍ତୁ ଜାଣିବା ଏହାକୁ ଆମେ କିପରି ବ୍ୟବହାର କରିବା ।

ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଏହାକୁ ନିଜ ହାତ ରେ ନେଇ ସମ୍ପୂର୍ଣ୍ଣ ମୁହଁ ରେ ଲଗାନ୍ତୁ । ଏହାକୁ ମୁହଁ ରେ ଲଗାଇବା ପରେ ନିଜ ହାତ ରେ ଏହାକୁ ହାଲୁକା ଭାବରେ ମାଲିସ କରନ୍ତୁ । ଏହାକୁ ପ୍ରାୟତଃ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ନିଜ ମୁହଁ ରେ ମାଲିସ କରନ୍ତୁ । ମାଲିସ କରି ସାରିବା ପରେ ଆପଣ ଏହାକୁ ସାଧାରଣ ଥଣ୍ଡା ପାଣି ସାହାଯ୍ୟ ରେ ଧୋଇ ଦିଅନ୍ତୁ । ଧୋଇ ସାରିଲା ପରେ ଆପଣ ଅନୁଭବ କରିବେ ଆପଣଙ୍କ ମୁହଁ ବହୁତ ଚମକୁଥିବ ।

ତେବେ ବନ୍ଧୁଗଣ ଏହାକୁ ନିଶ୍ଚିତ ଭାବରେ ଏକ ସପ୍ତାହ ପର୍ଯ୍ୟନ୍ତ ନିୟମିତ ଲଗାନ୍ତୁ । ଏହା ପରେ ଆପଣ ଦେଖିବେ ଆପଣଙ୍କ ମୁହଁରେ ଥିବା ସମସ୍ତ ଦାଗ ଲିଭିଜିବ । ଯଦି ଆପଣଙ୍କ ମୁହଁ ରେ ବ୍ରଣ ହେଉଛି ତେବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହା ଆପଣଙ୍କ ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପକାଇ ନ ଥାଏ । ତେବେ ବନ୍ଧୁଗଣ ଆପଣ ଏହାକୁ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁବ ଏହାର ଲାଭ ଉଠାନ୍ତୁ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।