ରାତିରେ ଏହି ୨ଟି ଜିନିଷକୁ ମିଶାଇ ଖାଇ ନିଅନ୍ତୁ, ପେଟର ଚର୍ବି ହୋଇଯିବ ଗାୟବ, ୧୦୦% ଫଳପ୍ରଦ

ଆଜି ଆମେ ଜାଣିବା ପେଟର ଚର୍ବି କମେଇବାର ଏକ ସରଲ ଉପାୟ ବିଷୟରେ । ରାତିରେ ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ସେବନ କରନ୍ତୁ ଦେଖିବେ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ପେଟର ଚର୍ବି ଓ ଶରୀରର ଚର୍ବି ପୁରା କମିଯିବ । ଆସନ୍ତୁ ଜାଣିବା ସେ ଦୁଇଟି ଜିନିଷ କଣ ଅଟେ । ଏହି ଉପାୟ ପାଇଁ ଆପଣ ପ୍ରଥମ ଜିରା ଓ ମହୁ ନିଅନ୍ତୁ । ଆପଣ ଅଧ ଚାମଚ ଜିରା ସହିତ ଗୋଟିଏ ଚାମଚ ମହୁକୁ ମିଶ୍ରଣ କରି ସେବନ କରି ଦିଅନ୍ତୁ ।

ଆପଣଙ୍କୁ କହିଦେଉଛୁ କି ଜିରା ଆମର ହଜମ ଶକ୍ତିକୁ ବୁଦ୍ଧି କରିଥାଏ । କିନ୍ତୁ ଏଥିରେ ପେଟ୍ରୋସେଲିନିକ ଏସିଡ ଥାଏ । ଯାହା ଆମ ଶରୀରର ମୋଟାପଣ କମ କରିଥାଏ । ଅର୍ଥାତ ଶରୀରର ଓଜନକୁ କମ କରିଥାଏ । ଏହା ଆପଣଙ୍କ ଶରୀରର ଚର୍ବିକୁ ବି କମ କରିଥାଏ । ଯଦି ଆମର ଖାଦ୍ୟ ଭଲ ଭାବରେ ହଜମ ହେବ ତେବେ ସେଥିରୁ ଆମକୁ ଶକ୍ତି ମିଳିବ । ଯାହା ଚର୍ବିରେ ପରିଣତ ହେବ ନାହିଁ ।

ଯଦି ଆମର ଖାଦ୍ୟ ଭଲ ଭାବରେ ହଜମ ହୁଏ ନାହିଁ ତେବେ ତାହା ଚର୍ବି ରୂପରେ ଆମ ଶରୀରରେ ଦେଖାଯାଏ ଓ ଆମେ ମୋଟା ଦେଖାଯାଉ । ଜିରା ଗୋଟିଏ ସାଧାରଣ ଜିନିଷ ହେଲେ ବି ଆପଣଙ୍କର ବହୁତ କାମରେ ଆସିଥାଏ । ଜିରାର ସେବନ କରିବା ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି ହୋଇଥାଏ । ଆମର ମେଟାବୋଲିଜମକୁ ବି ବୁଦ୍ଧି କରିଥାଏ । ଏହିଭଳି ଏହାର ବହୁତ ଲାଭ ଅଛି ।

ଯଦି ମହୁ ବିଷୟରେ କହିବା ତେବେ ମହୁ ବି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଆମର ସ୍କ୍ରିନ ଗ୍ଲୋ କରିଥାଏ । କେସ ପାଇଁ ବି ଏହା ବହୁତ ଭଲ ଅଟେ । ଏହାକୁ ମିଶ୍ରଣ କରି ସେବନ କରିଲେ ଆମକୁ ବିଭିନ୍ନ ପ୍ରକାରର ଲାଭ ହୋଇଥାଏ । ଆପଣ ଏହାକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହାକୁ ଖାଇବାର ଅଧଘଣ୍ଟା ପରେ ଆପଣ ଜଳଖିଆ ସେବନ କରନ୍ତୁ ।

 

ଏହାକୁ ସେବନ କରିବା ପରେ ଅଳ୍ପ ଉସୁମ ପାଣି ପିଅନ୍ତୁ । ଏହା ସହିତ ଧ୍ୟାନ ଦେବେ କି ଆପଣ ଥଣ୍ଡା ପାଣିକୁ ବହୁତ କମ ପିଅନ୍ତୁ । ଆପଣ ଯେତେଥର ବି ପାଣି ପିଇବେ ତେବେ ସବୁବେଳେ ଊସୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଏହା ସହିତ ଫାଷ୍ଟ ଫୁଡ଼ ଓ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ସବୁବେଳେ ବ୍ୟାୟାମ କରନ୍ତୁ । ଏହା ଦ୍ଵାରା ଆମେ ଆଶା କରୁଛୁ କି ଆପଣଙ୍କ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହୁ ।