କାଳ ହେଲା ଫ୍ରି ଫାୟାର, ସାରା ରାତି ଖେଳିବା ପରେ ସକାଳୁ ଲଗାଇଲେ ଫା-ସି

ଆମ ଦେଶରେ ଅନେକ ଯୁବକ ଓ ଯୁବତୀ ପ୍ରେମ କରିଥାନ୍ତି । କିନ୍ତୁ ଯେଉଁ ମାନେ ପ୍ରେମରେ ହାରି ଯାଇଥାନ୍ତି ସେମାନେ ନିଜ ଜୀବନରେ ଅନେକ ପ୍ରକାରର ଭୁଲ ନିଷ୍ପତି ନେଇଥାନ୍ତି ।

ହୁଏ ତ କେହି ପ୍ରେମୀ ଯୁଗଳ ଅନ୍ୟ ସହ ସମ୍ପର୍କ ରଖନ୍ତି ବା ଅନ୍ୟ କେହି ପ୍ରେମୀ ଯୁଗଳ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଜବ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ହୁଏ ତ ଆଗରୁ ଆପଣ ମାନେ ଶୁଣି ନ ଥିବେ ବା ଦେଖି ନ ଥିବେ । ଏହି ଅଜବ ଘଟାଣାଟି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି ।

ଏଠାରେ ରହୁଥିବା ସ୍ଥାନୀୟ ବାସିନ୍ଦା ସତ୍ୟଜିତ ଜେନା ଫ୍ରୀ ଫାୟାର ଗେମ ଖେଳବାକୁ ପସନ୍ଦ କରନ୍ତି । କିନ୍ତୁ ଗତ କାଲି ରାତିରେ ସେ ଖେଳ ଖେଳିବା ସମୟରେ ନିଜର ଜୀବନ ହାରିବା ପାଇଁ ଫା-ଶୀ ଲଗାଇବାକୁ ଚେଷ୍ଟା କରିଥିଲେ ବୋଲି ତାଙ୍କ ସମ୍ପର୍କୀୟ ମାନେ ନିଜ ମତରେ କହିଛନ୍ତି ।

ଗତ କାଲି ରାତିରେ ସତ୍ୟଜିତ ବିଳମ୍ବ ରାତି ଯାଏଁ ଫ୍ରୀ ଫା-ୟା-ର ଗେମ ଖେଳୁଥିଲେ । ତା ପର ଦିନ ସକାଳେ ତାଙ୍କ ପରିବାର ଲୋକେ ତାଙ୍କୁ ନିଜ ରୁମରେ ନ ପାଇ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଏହା ପରେ ତାଙ୍କୁ ଘର ଠାରୁ ଦୂରରେ ଥିବା ଏକ ଗଛରେ ଫା-ଶୀ ଲଗାଇ ଅଚେତ ଅବସ୍ଥାରେ ତାଙ୍କ ପରିବାର ଲୋକ ମାନେ ପାଇଥିଲେ । ଏହା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଜଳେଶ୍ଵର ହସପିଟାଲରେ ଭର୍ତ୍ତି କରିଥିଲେ ।

କିନ୍ତୁ ତାଙ୍କର ଅବସ୍ଥା ଅତି ଶୋଚନୀୟ ହୋଇପଡି ଥିବାରୁ ତାଙ୍କୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଆଡ୍ମିସନ କରା ଯାଇଛି । ସେ ତାଙ୍କ ପାଠ ପଢା ପ୍ରତି ଅଧିକ ଧ୍ୟାନ ନ ଦେଇ ଗେମ ଖେଳିବାକୁ ପସନ୍ଦ କରନ୍ତି । ସତ୍ୟଜିତ ଜେନାଙ୍କୁ ମାତ୍ର ୧୯ ବର୍ଷ ଅଟେ । ଏତେ କମ ବୟସରେ ସେ ନିଜର ଜୀବନ ଦେବାକୁ ପ୍ରୟାସ କରିଛନ୍ତି ତାର କାରଣ ହେଉଛି ସେ ଅଧିକ ସମୟ ଯାଏଁ ଫ୍ରୀ ଫା-ୟା-ର ଗେମ ଖେଳନ୍ତି ।

ବୋଧ ହୁଏ ପ୍ରଥମ ଥର ପାଇଁ ଏହା ଶୁଣା ଯାଉଛି ଯେ ଗେମ ବା ଖେଳ ପାଇଁ କେହି ନିଜର ଜୀବନ ହରାଇବାକୁ ଉଦ୍ୟମ କରିଛି । କିଏ ନିଜ ପ୍ରେମରେ ଜୀବନ ହରିଥାଏ ତ ଆଉ କିଏ ନିଜର କୌଣସି ପର୍ଶନାଲ ସମସ୍ଯା ପାଇଁ ଜୀବନ ହରିଥାଏ । କିନ୍ତୁ ଏଠାରେ ଆଉ କିଛି ଘଟଣା ଘଟିଛି ।

ବନ୍ଧୁଗଣ ଏହା ହୁଏ ତ ଆପଣ ମାନଙ୍କ ପାଇଁ ନୂଆ ଧରଣର ଘଟଣା ହୋଇପାରେ । ତେଣୁ ଏଥିପ୍ରତି ନିଜକୁ ଦୂରେଇ ରଖନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।