ଯଦି ଆପଣଙ୍କ ନିଦ ରାତି 1 ରୁ 3 ମଧ୍ୟରେ ଭାଙ୍ଗି ଯାଉଛି ତ ହେଇ ଯାଆନ୍ତୁ ସତର୍କ, ଏହି ସମୟ ହେଇଥାଏ…

ବନ୍ଧୁଗଣ ଯଦି ଆପଣଙ୍କ ନିଦ ଖାସ କରି ରାତି 1 ଟା ରୁ 3 ଟା ମଧ୍ୟରେ ଭାଙ୍ଗି ଯାଉଥାଏ ତେବେ ଏହି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ବନ୍ଧୁଗଣ ଏହି ଦୁନିଆ ବହୁତ ରହସ୍ୟମୟୀ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ରାତିରେ 1 ଟା ରୁ 3 ଟା ମଧ୍ୟର ସମୟକୁ ଅଶୁଭ ସମୟ କାହିଁକି କୁହାଯାଏ । କାହିଁକି ଏହି ସମୟରେ ନିଦ ଭାଙ୍ଗିଲେ ନକରାତ୍ମକ ଉର୍ଜ୍ଜାର ଅନୁଭବ ହୋଇଥାଏ । ଆପଣଙ୍କୁ କହି ଦେଉଛୁ କି ଯଦି ଆପଣ ରାତିରେ 1 ରୁ 3 ଟା ମଧ୍ୟରେ ଅଚାନକ ଉଠୁଛନ୍ତି ତେବେ କୌଣସି ଜିନିଷ ଆପଣଙ୍କୁ ଭାବନାତ୍ମକ ରୂପରେ ଚିନ୍ତିତ କରିପାରେ ।

ଆପଣଙ୍କ ଶରୀରରେ ଥିବା ସକରାତ୍ମକ ଉର୍ଜ୍ଜା ବି ଏହା ଦ୍ଵାରା ପ୍ରଭାବିତ ହୋଇପାରେ । ତେବେ ଆମେ ଜାଣିବା କି ରାତିରେ 1 ଟା ରୁ 3 ମଧ୍ୟର ସମୟକୁ ଅଶୁଭ କାହିଁକି କୁହାଯାଏ । ଆପଣଙ୍କୁ କହି ଦେଉଛୁ କି ଅଧ ରାତି ସମୟରେ ନା କୌଣସି ଦେବୀ ଦେବତାଙ୍କର ପୂଜା କରାଯାଏ ନା କୌଣସି ଶୋର ଶବ୍ଦ ଥାଏ ଓ ନା ମନ୍ଦିରର କବାଟ ଖୋଲାଥାଏ । ଏମିତିରେ ସୂର୍ଯ୍ୟ ଉଦୟ ବି ହୋଇ ନଥାଏ ।

ଏହି କାରଣରୁ ଏହି ସମୟ ନକରାତ୍ମକ ଉର୍ଜ୍ଜା ପାଇଁ ବହୁତ ଶକ୍ତିଶାଳୀ ହୋଇଥାଏ । ଏହି ସମୟରେ ଏହି ଉର୍ଜ୍ଜା 100 ଗୁଣା ଅଧିକ ଶକ୍ତିଶାଳୀ ହୋଇଯାଏ । ଓ ଏହି ସମୟରେ ସିଦ୍ଧି ପ୍ରାପ୍ତି କରିବା ପାଇଁ ତାନ୍ତ୍ରିକ ମାନେ ବହୁତ ପ୍ରକାରର ସାଧନା କରିଥାନ୍ତି । ଯେଉଁଥିରେ ବଳିଦେବା ଓ ଗୁପ୍ତ ସାଧନା କରିବା ସାମିଲ ଅଟେ ।

ତନ୍ତ୍ର ବିଦ୍ୟା ଅନୁସାରେ ରାତିର ୧ ଟା ରୁ ୩ ଟା ମଧ୍ୟରେ ସାଧନା ବା ଦିଆଯାଇଥିବା ବଳି ସବୁଠୁ ଅଧିକ ଫଳପ୍ରଦ ହୋଇଥାଏ । ଏଥିପାଇଁ ଏକ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ମହତ୍ଵ ରଖିଥାଏ । ଏହି କଥାକୁ ଧ୍ୟାନରେ ରଖି ଏମିତି ମଣାଯାଏ କି ଏହି ସମୟରେ ଅଧିକାଂଶ ସଇତାନ ଶକ୍ତି ବ୍ରହ୍ମାଣ୍ଡ ରେ ବୁଲୁଥାନ୍ତି ଓ ଏଥିପାଇଁ ଏହି ସମୟ ଗୋଟିଏ ତାନ୍ତ୍ରିକ ପାଇଁ ବହୁତ ଶୁଭ ହୋଇଥାଏ ।

ସେଇଠି ଏହି ସମୟ ଆପଣଙ୍କ ପାଇଁ ବହୁତ ଭୟାନକ ବି ଅଟେ । ଆପଣ ଫିଲ୍ମରେ ମଧ୍ୟ ଦେଖିଥିବେ କି କୌଣସି ଅଘଟଣ ହେଲେ ୩ ଟା ବେଳକୁ ଘଡି ଅଟକି ଯାଇଥାଏ ସେତେବେଳେ ଖରାପ ଘଟଣା ସବୁ ଘଟିଥାଏ । ସେଇଠି ୩ ସଂଖ୍ୟା କୁ ବି ଅଶୁଭ ମନା ଯାଇଛି ।

କିଛି କଥା ପ୍ରତି ରୁହନ୍ତୁ ସାବଧାନ

କେବେ ବି ଶୋଇବା ସମୟରେ ଭୁତ, ପ୍ରେତ ଆତ୍ମା ମାନଙ୍କ କଥା କେବେ ବି କୁହନ୍ତୁ ନାହିଁ ।

ଯଦି ଆପଣ ଏହି ସମୟରେ ଉଠୁଛନ୍ତି ତେବେ ଏକୁଟିଆ କେବେ ବି ବାହାରକୁ ଯାଆନ୍ତୁ ନାହିଁ ଓ ସେହି ସ୍ଥାନକୁ ମଧ୍ୟ ଯାଆନ୍ତୁ ଯେଉଁଠି କାହାର ବଳି ଦିଆ ଯାଇଥିବ ବା ଯେଉଁଠି ଭୁତ ପ୍ରେତ ଛଡେଇବାର ପ୍ରୟାସ ହେଉଥିବ ।

ଯଦି ଆପଣଙ୍କର ଏହି ସମୟରେ ନିଦ ଭାଙ୍ଗି ଯାଉଛି ତେବେ ଆପଣ ନିଜର କାମ କରି ଭଗବାନଙ୍କୁ ଅବଶ୍ୟ ସ୍ମରଣ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।