ବାସ କରି ଦିଅନ୍ତୁ ରସୁଣର ଏହି ସରଳ ଟୋଟକା, ଦେଖିବେ ଧନର ହେବ ଜବର ଦସ୍ତ ବୃଦ୍ଧି !

ଜୀବନର ସବୁ ସମସ୍ୟାର ଉପାୟ ଜ୍ୟୋତିଷ ଶାସ୍ତ୍ରରେ ଦିଆ ଯାଇଛି । ଜ୍ୟୋତିଷ ଶାସ୍ତ୍ରର ଉପାୟକୁ କରିବା ଦ୍ଵାରା ଜୀବନର ଖରାପ ସମୟକୁ ଶେଷ କରାଯାଇ ପାରିବ । ରସୁଣ ସହ ଜଡିତ କେତେକ ଉପାୟ ମଧ୍ୟ ଶାସ୍ତ୍ରରେ କୁହାଯାଇଛି ଓ ଏହି ଉପାୟକୁ କରି ଆପଣ ନିଜର ସୌଭାଗ୍ୟକୁ ଜାଗ୍ରତ କରିପାରିବେ । ରସୁଣର ଉପାୟ କରିବା ବହୁତ୍ ହିଁ ସରଳ ଅଟେ ଓ ଏହି ଉପାୟର ପ୍ରଭାବ ବହୁତ ଶୀଘ୍ର ହିଁ ଜୀବନ ଉପରେ ହେବାକୁ ଲାଗିଥାଏ ।

ରସୁଣର ଉପାୟ

କାର୍ଯ୍ୟ ହୋଇଥାଏ ସଫଳ

ଯେବେ ବି ଆପଣ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି ନିଜ ପକେଟରେ ରସୁଣ ରଖି ଦିଅନ୍ତୁ । ପକେଟରେ ରସୁଣ ରହିଲେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଯିବ ।

ଧନ ବଢେ

 

ଲାଲ କିତାବ ଅନୁସାରେ ଯଦି ପର୍ସ ଭିତରେ ରସୁଣ ରଖାଯାଏ ତେବେ ପର୍ସରେ ସବୁବେଳେ ପଇସା ଭରି ରହିଥାଏ । ସେଥିପାଇଁ ଆପଣ ଲାଲ ରଙ୍ଗର କପଡାରେ ଗୋଟେ ରସୁଣର ପାଖୁଡ଼ାକୁ ବାନ୍ଧି ପର୍ସ ଭିତରେ ରଖି ଦିଅନ୍ତୁ । ଆପଣ ଚାହିଁଲେ ନିଜ ତିଜୋରି ଭିତରେ ମଧ୍ୟ ରଖି ପାରିବେ ।

ନକରାତ୍ମକତା ଶକ୍ତି ଦୁର ହୋଇଥାଏ

ନକରାତ୍ମକ ଶକ୍ତିକୁ ଦୁର କରିବା ପାଇଁ ରସୁଣକୁ ବ୍ୟବହାର କରାଯାଏ । ଘରେ ନକରାତ୍ମକତା ଊର୍ଜା ଅନୁଭବ ହେଲେ ନିଜ ଘରର ମୁଖ୍ୟ ଦ୍ଵାର କବାଟ ଉପରେ ଲାଲ ରଙ୍ଗର କପଡାରେ ରସୁଣକୁ ବାନ୍ଧି ଝୁଲେଇ ଦିଅନ୍ତୁ । ଏହା କରିବା ଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ଦୁର ହେଇଯିବେ ଓ ଘରେ ନକରାତ୍ମକତା ଊର୍ଜା ପ୍ରବେଶ ମଧ୍ୟ କରିପାରିବ ନାହିଁ ।

ଦରିଦ୍ରତା ହେବ ଦୂର

ଘରେ ଦାରିଦ୍ରତା ଆସିଲେ ନିଜ ଘରେ ରସୁଣକୁ ନିଶ୍ଚୟ ରଖନ୍ତୁ । ରୋଷେଇ ଘରେ ରସୁଣ ରହିବା ଦ୍ଵାରା ଦାରିଦ୍ରତା ଦୁର ହୋଇଯାଏ । ରସୁଣକୁ ଘରୁ କେବେ ବି ଶେଷ ହେବାକୁ ଦିଅନ୍ତୁ ନାହିଁ ।

ଭଲ ନିଦ ଆସେ

ଯେଉଁ ଲୋକଙ୍କର ନିଦ ନ ହେବାର ସମସ୍ୟା ଅଛି ଓ ଯେଉଁମାନଙ୍କର ଅଧା ରାତିରେ ହଠାତ ନିଦ ଭାଙ୍ଗି ଯାଉଛି ସେହି ଲୋକମାନେ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ରସୁଣକୁ ରଖି ଦିଅନ୍ତୁ । ତକିଆ ତଳେ ରସୁଣ ରହିବା ଦ୍ଵାରା ନିଦ ଭଲ ଆସିଥାଏ ଓ ଚିନ୍ତା ମଧ୍ୟ ଦୁର ହୋଇଥାଏ ।

କ୍ଷତି ହେବାକୁ ଦିଏ ନାହିଁ

ବ୍ୟାପାରରେ କ୍ଷତି ହେଲେ ଆପଣ ରସୁଣର ଏହି ଉପାୟକୁ ବ୍ୟବହାର କରନ୍ତୁ । ନିଜ ବ୍ୟାପାର ସ୍ଥଳରେ ମୁଖ୍ୟ କବାଟ ଉପରେ ହଳଦିଆ ରଙ୍ଗର କପଡାରେ ୪ ବା ୭ ଟି ରସୁଣ ବାନ୍ଧି ଝୁଲାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ବେପାରରେ ହେଉଥିବା କ୍ଷତି ବନ୍ଦ ହୋଇଯିବ ଓ ବ୍ୟାପାର ଭଲ ସେ ଚାଲିବାକୁ ଲାଗିବ ।

ଧନ ବୃଦ୍ଧିପାଇଁ

ଧନ ବୃଦ୍ଧି ପାଇଁ ଶୁକ୍ରବାର ଦିନ ଏହି ଉପୟାକୁ କରନ୍ତୁ । ଗୋଟେ ରସୁଣ ନେଇ କଳା ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ ଓ ତାପରେ ଏହି କପଡାକୁ ମାଟି ତଳେ ପୋତି ଦିଅନ୍ତୁ । ମାଟି ତଳେ ଏହାକୁ ପୋତିବା ଦ୍ଵାରା ଧନ ବୃଦ୍ଧି ହେବାକୁ ଲାଗିଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।