କାହିଁକି ରାଷ୍ଟ୍ରପତିଙ୍କ ଗାଡିର ରହି ନଥାଏ ନମ୍ବର ପ୍ଲେଟ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ !

ବର୍ତ୍ତମାନ ହିଁ ମୋଦୀ ସରକାରଙ୍କର ମନ୍ତ୍ରୀମାନେ ଗାଡିରୁ ନାଲି ବତୀ ହଟାଇ ଦେଇଛନ୍ତି । ସେମାନେ ଦେଶରୁ VVIP ପ୍ରଥା ଶେଷ କରିବା ପାଇଁ ଏହା କରିଛନ୍ତି । ଭାରତରେ ସାଧାରଣ ମଣିଷଙ୍କ ପାଇଁ ନିୟମ ଅଲଗା ଅଟେ କିନ୍ତୁ ମାନନୀୟ ବା ଉଚ୍ଚ ପଦାଧିକାରୀ ଲୋକମାନଙ୍କ ପାଇଁ ଏହା ଅଲଗା ଅଟେ । ଯେମିତି କି ଭାରତର ରାଷ୍ଟ୍ରପତିଙ୍କ କାରରେ ନମ୍ବର ପ୍ଲେଟ ନଥାଏ । ଏହା ପଛରେ ଏକ ବଡ କାରଣ ଅଛି ଏବଂ ଆଜି ଆମେ ଆପଣଙ୍କୁ ଏହି କାରଣ ବିଷୟରେ ଅବଗତ କରାଇବୁ ।

କଣ ଅଟେ ନମ୍ବର ପ୍ଲେଟର ଆଇନ

Image courtesy: Google

ବିନା ରେଜିସ୍ଟ୍ରେଶନରେ ଗାଡି ନେଇ ବାହାରକୁ ବାହାରିଲେ ପୁଲିସ ଗାଡିକୁ ଧରି ପାରିବେ କିମ୍ବା ଚାଲାଣ କାଟି ପାରନ୍ତି । କିନ୍ତୁ ରାଷ୍ଟ୍ରପତିଙ୍କ ପାଇଁ ଆଇନ ଅଲଗା ଅଟେ । କହିଦେଉଛୁ ଯେ ଦେଶର ରାଷ୍ଟ୍ରପତିଙ୍କ ପାଖରେ ୧୪ ଟି ଏମିତି ଗାଡି ଅଛି ଯାହାର ନମ୍ବର ପ୍ଲେଟ ନାହିଁ । କାହିଁକି ଅଟେ ସାଧାରଣ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ଭେଦବାଦ ? ଚାଲନ୍ତୁ ଆପଣଙ୍କୁ ଏହାର ଉତ୍ତର ବିଷୟରେ କହିବା ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ରାସ୍ତାରେ ଗାଡି ଚଲାଇବା ପାଇଁ ସାର୍ଟିଫିକେଟ ଅଫ ରେଜିସ୍ଟ୍ରେଶନ କିମ୍ବା RC ଦରକାର ହୋଇଥାଏ ଯାହାକୁ ସରକାର ଦ୍ଵାରା ଦିଆଯାଏ । ଏହି ରେଜିସ୍ଟ୍ରେଶନ ନମ୍ବର ଆପଣଙ୍କର ଗାଡି ଉପରେ ଲେଖା ହୋଇଥାଏ । ଏହା ବିନା କୌଣସି ବି ଗାଡି ରାସ୍ତାରେ ଚାଲିବ ନାହିଁ।

ଏହି କାରଣରୁ ହୋଇନଥାଏ ନମ୍ବର ପ୍ଲେଟ

Image courtesy: Google

କହିଦେଉଛୁ ଯେ ବ୍ୟକ୍ତି ଯଦି ନୂଆ ଗାଡି ନେଇଥାଏ ତେବେ ରେଜିସ୍ଟ୍ରେଶନ ନମ୍ବର ମିଳିବା ପର୍ଯ୍ୟନ୍ତ ତାହକୁ ଏକ ଟେମ୍ପରରୀ ରେଜିସ୍ଟ୍ରେଶନ ନମ୍ବର ଦିଆଯାଏ ।  ଯେବେ ଆପଣ ଭାରତର କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶରୁ ଗାଡି କିଣୁଛନ୍ତି ତେବେ ଗାଡିର ରେଜିସ୍ଟ୍ରେଶନ ନମ୍ବର ସବୁ ରାଜ୍ୟରେ ଚାଲି ପାରିବ । କିନ୍ତୁ ଆପଣ ଯେଉଁ ରାଜ୍ୟରେ ଗାଡି କିଣିଛନ୍ତି ତାହାକୁ ଛାଡି ଅନ୍ୟ ରାଜ୍ୟରେ ଆପଣ ୧ ବର୍ଷ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସେହି ନମ୍ବର ରେ ଗାଡି ଚଳାଇ ପାରିବେ ନାହିଁ ।

ଆପଣଙ୍କୁ ସେହି ରାଜ୍ୟରେ ପୁଣିଥରେ ଗାଡିର ରଜିସ୍ଟ୍ରେଶନ କରିବାକୁ ପଡିବ । ବ୍ରିଟିଶ ସିଷ୍ଟମ ଅନୁସାରେ ‘ଗୋଟିଏ ରାଜା କେବେ ବି ଭୁଲ କରି ପାରେ ନାହିଁ’ ସେଥିପାଇଁ ରାଷ୍ଟ୍ରପତି ଏବଂ ଅନ୍ୟ ମାନନୀୟଙ୍କ ଗାଡିରେ ରେଜିସ୍ଟ୍ରେଶନ ନମ୍ବର ନଥାଏ । ଏହି କାରଣରୁ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଲେଟ ନଥାଏ । ବ୍ରିଟିଶଙ୍କ ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ସହିତ VVIPଙ୍କ ଗାଡିରେ ନମ୍ବର ପ୍ଲେଟ ନଥାଏ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ।