ପୁଣି ଥରେ କାୟା ମେଲାଉଛି କରୋନା, ପୁଣି ହେବକି ଲକଡାଉନ ? ଭୟଭୀତ ନୁହେଁ ସତର୍କ ରୁହନ୍ତୁ, ପାଳନ କରନ୍ତୁ ଏହି ସବୁ ନିୟମ

ଭାରତରେ ପୁଣି ଥରେ କରୋନାର ଦ୍ଵିତୀୟ ଫେଜ ମାଡି ଆସିଛି । ବର୍ତ୍ତମାନ ପୁରା ଭାରତରେ ପୂର୍ବ ଭଳି ଭୟଭୀତ ପରିସ୍ଥିତି ଦେଖା ଯାଉଛି । କହିଦେଉଛୁ କି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୪୦ ହଜାର ଜଣ ବ୍ୟକ୍ତି କରୋନାର ନୂଆ ଫେଜ ଦ୍ଵାରା ସଂ-କ୍ର-ମ-ଣ ହୋଇସାରିଛନ୍ତି । ଏହା ପୂର୍ବରୁ ଗୋଟିଏ ଦିନରେ ସଂ-କ୍ର-ମି-ତ-ଙ୍କ ସଂଖ୍ୟା ୨୫ ହଜାର ଥିଲା । ଯଦି କିଛି ଦିନ ପୂର୍ବର ସଂ-କ୍ର-ମି-ତଙ୍କ ସଂଖ୍ୟା ଉପରେ ନଜର ପକାଇବା ତେବେ ଏହା ମାତ୍ର ୬ ହଜାରରୁ ୭ ହଜାର ଥିଲା ।

କିନ୍ତୁ ପୁଣି ଥରେ ଏହା ଧୀରେ ଧୀରେ ବଢିବାରେ ଲାଗିଛି । ଯାହାକି ସମସ୍ତଙ୍କ ପାଇଁ ଖରାପ ଖବର ଅଟେ । ଏମିତିରେ ଯଦି ଆପଣ କରୋନାର ଗାଇଡ ଲାଇନ ଓ ସତର୍କତା ଅବଲମ୍ବନ କରୁ ନାହାନ୍ତି ତେବେ ସରକାର ଲକଡାଉନ ଓ ସଟ ଡାଉନ କରି ପାରନ୍ତି ।

ଏହି ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିସାରିଛନ୍ତି । ଏହା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶାର ଜନସାଧାରଣଙ୍କୁ ଭିଡିଓ ମାଧ୍ୟମରେ ସତର୍କ ରହିବା ପାଇଁ ବି କହିଛନ୍ତି । ଯେଉଁଭଳି ଭାବରେ କରୋନାର ଭୟାଭୟ ପରିସ୍ଥିତି ଦେଖା ଯାଉଛି ତେବେ ଆସନ୍ତା ହୋଲି ପର୍ବ ବି ପାଳନ ନ କରାଯାଇ ପାରେ । ଏହା ସହିତ ଯଦି ସଂ-କ୍ର-ମ-ଣ ବୁଦ୍ଧି ହେବ ତେବେ ସରକାର ପୁଣି ଥରେ ଲକଡାଉନ ଓ ସଟଡାଉନ କରିବେ ।

କହିଦେଉଛୁ କି ଫେବ୍ରୁୟାରୀ ମାସରେ ଭାରତରେ କରୋନା ସଂ-କ୍ର-ମ-ଣର ସଂଖ୍ୟା ବହୁତ କମ ଥିଲା । ଅର୍ଥାତ ୬୦୦୦ ରୁ ୭୦୦୦ ପର୍ଯ୍ୟନ୍ତ ଲୋକମାନେ କରୋନାରେ ସଂ-କ୍ର-ମ-ଣ ହେଉଥିଲେ । ଓଡିଶାରେ ବି ପାଖାପାଖି ୬୦ ଓ ୭୦ ଜଣ କରୋନା ଦ୍ଵାରା ସଂ-କ୍ର-ମ-ଣ ହେଉଥିଲେ । କିନ୍ତୁ ବର୍ତ୍ତମାନ ୨୪ ଘଣ୍ଟା ମଧ୍ୟରେ ପୁରା ଭାରତରେ ୪୦,୦୦୦ କେସ ସାମ୍ନାକୁ ଆସିଛି । ପ୍ରଥମେ ୫ ଟି ରାଜ୍ୟରେ କରୋନାର ସଂଖ୍ୟା ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ଏହା ୮ ରୁ ୯ ରାଜ୍ୟକୁ ବ୍ୟାପୀ ଯାଇଛି ।

ଏହା ସହିତ ଓଡିଆରେ ବି ୮୦ ରୁ ବି ଅଧିକ ସଂ-କ୍ର-ମ-ଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହିତ ସବୁଠୁ ବଡ ଖବର ଏହା ଅଟେ କି କଟକର ଏକ ଶିକ୍ଷା ଅନୁଷ୍ଠାନରେ ଗତ ଦୁଇ ଦିନ ମଧ୍ୟରେ ପାଖାପାଖି ୨୫ ଜଣ କରୋନା ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି । କହିଦେଉଛୁ କି କିଛି ରାଜ୍ୟରେ ନାଇଟ କର୍ଫ୍ଯୁ ବି ଆରମ୍ଭ କରି ଦିଆଯାଇଛି । ଏହା ସହିତ କିଛି ରାଜ୍ୟ ଗୁଡିକର କିଛି ସହରକୁ ଲକଡାଉନ କରି ଦିଆଯାଇଛି ।

କହିଦେଉଛୁ କି ଯଦି ଓଡିଶାର ଜନସାଧାରଣ ସଚେତନ ନ ହେଉଛନ୍ତି ତେବେ ପୁଣି ଥରେ ଲକଡାଉନ ଓ ସଟଡାଉନର ଦିନ ଫେରିପାରେ । ଏକ୍ସପର୍ଟମାନଙ୍କର କହିବା ଅଟେ କି ଲକଡାଉନ ଓ ସଟଡାଉନ ଛଡା କରୋନାକୁ ଅଟକାଇବା ପାଇଁ ଅନ୍ୟ କୌଣସି ବି ବିକଳ୍ପ ନାହିଁ । ଏହା ସହିତ ସାମାଜିକ ଦୂରତା ବି ବହୁତ ଆବଶ୍ୟକ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ