ଗୃହମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ଯବାନଙ୍କୁ ଦେଲେ ଭରସା, କହିଲେ ନିଶ୍ଚିତ ରୁହନ୍ତୁ କିଛି ବି ହେଇ ଯାଉ ପାକିସ୍ତାନର ଛାତି ଉପରେ ତିରଙ୍ଗା ଉଡାଇ ହିଁ ଫେରିବୁ

ଗତ ଦିନ ଦେଶର ଅଭିନ୍ନ ଅଙ୍ଗ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ହୋଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ବଡ ଆକ୍ରମଣରେ ନା ହିଁ କେବଳ କାଶ୍ମୀର ପୁରା ଦେଶ କ୍ରୋଧରେ ଅଛି ଏବଂ ସମସ୍ତଙ୍କ ମୁହଁରୁ ଗୋଟିଏ ଆବାଜ ଶୁଣାଯାଉଛି କି ପାକିସ୍ତାନକୁ ଉଡାଇ ଦିଅ । ଯବାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ପରେ ତତ୍କାଳ ଦେଶର ପ୍ରଧାନ ମନ୍ତ୍ରୀ ପିଏମ ମୋଦୀ ଅନ୍ୟ ସମସ୍ତ ମନ୍ତ୍ରୀ ମଣ୍ଡଳଙ୍କ ସହିତ ତଥା ସୁରକ୍ଷା ଅଧିକାରୀଙ୍କ ସହିତ ବୈଠକ କରିଲେ ଏବଂ ପୁଣି ଶତ୍ରୁ ଉପରେ ଆକ୍ରମଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

କହି ଦେଉଛୁ ଯେ ଏହା ମଧ୍ୟରେ ପିଏମ ମୋଦୀ ନିଜର କାର୍ଯ୍ୟକ୍ରମରେ ଅଳ୍ପ ଚେଞ୍ଜେସ କରି ଦିଲ୍ଲୀରୁ ଭାରତର ସେମି ବୁଲେଟ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ଙ୍କୁ ସବୁଜ ପତାକା ଦେଖାଇ ଟ୍ରେନକୁ ଉଦ୍ଦାଘାଟନ କରିଛନ୍ତି । ଏହି ସମୟରେ ପିଏମ ମୋଦୀ ଦେଶବାସୀଙ୍କ ତରଫରୁ ପାକିସ୍ତାନକୁ କଡା ସନ୍ଦେଶ ଦେଇଛନ୍ତି ଏବଂ କହିଲେ କି ଏମାନଙ୍କର ନାପାକ ଇରାଦୋ ପାଇଁ ଏମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।

ଅନ୍ୟ ପଟେ ଭାରତର ଗୃହ ମନ୍ତ୍ରୀ ରାଜନତାହ ସିଂହ ବି ସୈନିକ ମାନଙ୍କ ମଧ୍ୟରେ ଶ୍ରୀ ନଗର ପହଞ୍ଚି ସାରିଥିଲେ ଏବଂ ଯେଉଁଠି ସେ ସୀଆରପୀଏଫରେ ଥିବା ଯବାନ ଏବଂ ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିଲେ । ସମସ୍ତଙ୍କୁ ଏହି କଥାର ବିଶ୍ଵାସ ଦେଲେ ଏବଂ ତାହା ସହିତ ଆଦେଶ ବି ଦେଲେ କି ବର୍ତ୍ତମାନ ଆଉ ଡେରି କରିବାର ସମୟ ନାହିଁ କାର୍ଯ୍ୟକାରୀ କରିବାର ସମୟ ଅଛି । ଏହା ସହିତ ସେ ସେନାଙ୍କୁ ପୁରାପୁରୀ ସ୍ଵତନ୍ତ୍ର କରିଦେଇଛନ୍ତି ।

କୁହାଯାଛି କି ବର୍ତ୍ତମାନ ବହୁତ ଜଲ୍ଦି ପାକିସ୍ତାନର ଜନତା ବିନାଶ ଦେଖିବେ, ଏହା ସହିତ ସେନାମାନେ ଗୃହମନ୍ତ୍ରୀକୁ ବିଶ୍ଵାସ ଦେଇଛନ୍ତି କି ସେ ପାକିସ୍ତାନ ଭିତରେ ପଶି ତାଙ୍କ ଛାତି ଉପରେ ତିରଙ୍ଗା ଉଡାଇ ଆସିବେ ।

ଦେଶର ରକ୍ଷା କରୁଥିବା ଯବାନଙ୍କ ଉପରେ ହୋଇଥିବା ଏହା ସବୁଠୁ ବଡ ଆକ୍ରମଣରେ ସହିଦ ଯବନାମାନଙ୍କୁ ଶ୍ରନ୍ଧାଜଳି ଅର୍ପଣ କରି ପିଏମ ମୋଦୀ କହିଲେ କି ସେମାନେ ଦେଶର ସେବା କରିବା ପାଇଁ ନିଜର ପ୍ରାଣ ଦେଇଛନ୍ତି, ଦୁଖର ଏହି ସମୟରେ ମୋର ସମ୍ବେଦନା, ତାଙ୍କର ପରିବାର ସହିତ ଅଛି । ପିଏମ ମୋଦୀ ଆଗକୁ କହିଲେ କି ବର୍ତ୍ତମାନ ଭାରତ ଚୁପ ବସିବ ନାହିଁ ଏବଂ ବର୍ତ୍ତମାନ କିଛି ବଡ କରିବାର ସମୟ ଅଟେ ।

ସେ ଏହା ବି କହିଲେ କି ସରକାର ତରଫରୁ ଯବାନମାନଙ୍କୁ ପୂରାପୂରି ସ୍ଵତନ୍ତ୍ର କରିଦିଆଯାଇଛି । ଯାହାଦ୍ୱାରା କି ସେମାନେ ନିଜ ସାଥି ମାନଙ୍କର ପ୍ରତିଶୋଧ ନେଇ ପାରିବେ ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।