‘ମୋ ପୁଅ ପରି ଆଉ କାହା ପିଲା ଭାସି ନ ଯାଉ’ ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି Jyoti ଙ୍କ ମା’, ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ନିକଟରେ ଭୁବନେଶ୍ବର ଡ୍ରେନରେ ଭା-ସି ଯାଇ ପ୍ରା-ଣ ହ-ରା-ଇ-ଥି-ବା ଜ୍ୟୋତିପ୍ରକାଶ ଓରଫ ରାଜାଙ୍କ ମୃ-ତ୍ୟୁ ସମସ୍ତଙ୍କୁ ଖୁବ ବ୍ୟଥିତ କରିଛି । ବଡ ପୁଅର ମୃ-ତ୍ୟୁ-ରେ ଭା-ଙ୍ଗି ପଡିଛନ୍ତି ପରିବାର ଲୋକେ । ଜ୍ଯୋତି ଦଶମ ଶ୍ରେଣୀର ଛାତ୍ର ଥିଲେ ଓ ଭଲ ପାଠ ପଢୁଥିଲେ ମଧ୍ୟ । ସାରଙ୍କ ଘରକୁ ଯାଇ ଆସୁଛି କହି ଘରୁ ଦିନ ୨ଟାରେ ବାହାରି ଯାଇଥିଲେ । କିନ୍ତୁ ଆଉ ଫେରି ନଥିଲେ । ତ ପରଦିନ ଆସିଥିଲା ତାଙ୍କର ମୃ-ତ ଶ-ରୀ-ର ।

ପୁଅର ଏଭଳି ଅ-କା-ଳ ମୃ-ତ୍ୟୁ-ରେ ଜ୍ୟୋତିଙ୍କ ମା ଅତ୍ୟନ୍ତ ଭା-ଙ୍ଗି ପଡିଛନ୍ତି । ତାଙ୍କୁ ସମ୍ଭାଳିବା ଖୁବ କଷ୍ଟକର ହୋଇ ପଡିଥିଲା । କାନ୍ଦି କାନ୍ଦି ବେ-ହୋ-ସ ହୋଇ ଯାଉଥିଲେ । ଜ୍ଯୋତି ତାଙ୍କ ଘରର ବଡ ପୁଅ ହୋଇଥିବା ବେଳେ ତାଙ୍କର ଗୋଟିଏ ସାନ ଭାଇ ମଧ୍ୟ ଅଛନ୍ତି । ଜ୍ୟୋତିଙ୍କ ମୃ-ତ୍ୟୁ ପାଇଁ କିଏ ଦାୟୀ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି । ଆଉ ବିଏମସି ଏବଂ ସରକାରଙ୍କ ଦାୟିତ୍ଵହୀନତା ପ୍ରତି ସମସ୍ତଙ୍କ ଧ୍ୟାନ ଆସୁଛି । ଜ୍ଯୋତିଙ୍କ ମୃ-ତ୍ୟୁ ପରେ ସାମାନ୍ଯ ସୌଜନ୍ୟତା ଦେଖାଇବାକୁ ମଧ୍ୟ ଭୁଲି ଯାଇଛନ୍ତି ସରକାର ଓ ବିଏମସି ।

ଏବେ ପର୍ଯ୍ୟନ୍ତ ଏହି ଘ-ଟ-ଣା-ରେ ମୁହଁ ଖୋଲି ନାହାନ୍ତି ବିଏମସି ପ୍ରଶାସକ ଏବଂ କମିଶନର । ସରକାର ମଧ୍ୟ ଚୁପ ରହିଛନ୍ତି । ରାଜ୍ୟରେ ଡ୍ରେନେଜ ବ୍ୟବସ୍ଥା କୋଟି କୋଟି ଅର୍ଥ ଘୋଷଣା କରାଯାଇଛି । ତଥାପି ଡ୍ରେନ ଗୁଡିକ କଣ ପାଇଁ ଖୋଲା ପଡିଛି ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି । ଜ୍ୟୋତିଙ୍କ ମା ଏଥିପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ଭୁବନେଶ୍ବର ଭଳି ନମ୍ବର ୱାନ ସ୍ମାର୍ଟ ସିଟିରେ ଡ୍ରେନ ଖୋଲା ପଡି ରହିବା ଏବଂ ସେଥିରେ ଭା-ସି ୧୫ ବର୍ଷୀୟ ନାବାଳକର ଜୀବନ ଚାଲିଯିବା ଅତ୍ୟନ୍ତ ନି-ନ୍ଦ-ନୀ-ୟ ବିଷୟ ଅଟେ ।

ଜ୍ୟୋତିଙ୍କ ମା କହିଛନ୍ତି ତାଙ୍କ ପୁଅ ସହ ଯାହା ହେଲା ଓ ସେ ଯେପରି କଷ୍ଟ ପାଇଲେ ଆଉ କାହା ସହ ସେଭଳି କେବେ ନ ହେଉ । ତେବେ ଏଥିପାଇଁ ପ୍ରଥମେ ପୂର୍ଣ୍ଣାଙ୍ଗ ଡ୍ରେନେଜ ଯୋଜନା ଆବଶ୍ୟକ ରହିଛି । ନିକଟରେ ସାଂସଦ ଅପରାଜିତା ଷଡଙ୍ଗୀ ରାଜାଙ୍କ ପରିବାରକୁ ଭେଟି ତାଙ୍କୁ ଆଶ୍ଵାସନା ଦେଇଛନ୍ତି । ଏହାସହ ରାଜାଙ୍କ ସାନ ଭାଇଙ୍କ ସଂପୂର୍ଣ୍ଣ ପାଠପଢା ଦାୟିତ୍ଵ ନିଜେ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।