ପୁରୁଣା ରୁ ପୁରୁଣା ଅର୍ଶ (Piles) ମୂଳରୁ ଗାୟବ ହେଇଯିବ କେବଳ ୧ ଦିନରେ- Health Tips

ଅର୍ଶ ଗୋଟେ ଏମିତି ଏକ ରୋଗ ଯାହା ଠାରେ ହେଲେ ସାରା ଜୀବନ ପାଇଁ ଆମ ଶରୀରରେ ରହିଯାଏ । ଅର୍ଶ ହେବାର ଅନେକ କାରଣ ରହିଛି । ଯଦି ଆପଣଙ୍କ ପେଟ ସଫା ହୋଇ ନଥାଏ ତେବେ ଅର୍ଶ ସମସ୍ଯା ହୋଇଥାଏ । ଅଧିକ ଚର୍ବି ଜାତୀୟ ବା ଅଧିକ ତେଲେ ମସଲା ଜାତୀୟ ଖାଦ୍ଯ ଖାଇବା ଦ୍ଵାରା ମଧ୍ୟ ଅର୍ଶ ହୋଇଥାଏ । ଯଦି ଠାରେ ଅର୍ଶ ଅଭଳି ସମସ୍ଯା ହୋଇଯାଏ ତେବେ ଆପଣଙ୍କୁ ଔଷଧ ବା ଅପେରସନ କରିବାକୁ ପଡିଥାଏ । ସେଥିପାଇଁ ଆମକୁ ଅଧକ ସତର୍କ ରହିବା ଉଚିତ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ରୋଗରୁ ମୁକ୍ତ ହେବା ପାଇଁ ଆଗ କାଳରେ ବୟୋଜ୍ୟଷ୍ଠ ବ୍ୟକ୍ତି ମାନେ ଯେଉଁ ଘରୋଇ ଚିକିତ୍ସା କରୁଥିଲେ ସେହି ବିଷୟରେ କହିବାକୁ ଯାଉଛୁ । ଯାହାକୁ ପାଳନ କରିଲେ ଏହି ରୋଗରୁ ମୁକ୍ତି ମିଳିଥାଏ । ଏହାର ଉପଚାର ପାଇଁ ନଡିଆ କତାର ପ୍ରଥମେ ଆବଶ୍ୟକତା ରହିଛି । ନଡିଆ କତାକୁ ଗୋଟେ ଥାଳିରେ ରଖି ନିଆଁ ଲଗାଇ ତାର ଗୁଣ୍ଡ ବା ଭସ୍ମ ଆମର ଦରକାର ଅଟେ । ଯଦି ଆପଣ ମାନେ ଏହିଭଳି ଭାବେ ନ କରି ପାରିବେ ତେବେ ଗ୍ଯାସରେ ମଧ୍ୟ ଏହାକୁ ଜଳାଇ ପାରିବେ ।

ନଡିଆ କତାକୁ ସମ୍ପୁର୍ଣ୍ଣ ଭାବେ ଜଳିବା ଯାଏଁ ଛାଡି ଦେବା ଉଚିତ । ଯେ ପର୍ଯ୍ୟନ୍ତ ନଡିଆ କତା ଭଲ ଭାବେ ଗୁଣ୍ଡ ନ ହୋଇଛି ସେ ପର୍ଯ୍ୟନ୍ତ ଛାଡି ଦେବା ଉଚିତ । ଏହାପରେ ନଡିଆ କତା ସମ୍ପୁର୍ଣ୍ଣ ପାଉଁଶ ବା ଅଙ୍ଗାର ହୋଇଗଲା । ଏହାପରେ ଏହି ଗୁଣ୍ଡକୁ ଚଲାଇଦିଅନ୍ତୁ ଯେମିତି ଏହା ପ୍ଳେନ ହୋଇଯିବ । ଏହି ଗୁଣ୍ଡରେ ବଳକା ହୋଇଥିବା ଖଦଡ ଅଂଶ ବାହାର କରିଦେବେ । ଏହିଭଳି ଭାବେ ନଡିଆ କତାର ଭସ୍ମ ବା ପାଉଁଶ ପ୍ରସ୍ତୁତ କରିଦେବେ ।

ଏହାପରେ ପରବର୍ତ୍ତୀ ସୋପାନ ହେଉଛି ଆମକୁ ଦହିର ଆବଶ୍ୟକତା ରହିଛି । ଫ୍ରେସ ଦହି ବା ତାଜା ଦହିର ବ୍ୟବହାର କରନ୍ତୁ । ରାତିରେ ଦହି ବସାଇ ଦେଲେ ସକାଳୁ ଭଲ ଫ୍ରେସ ଦହି ହୋଇଥାଏ । ଭଲ ଭାବେ ଦହିକୁ ଏକ ଚାମଚରେ ମିଶାଇ ଦିଅନ୍ତୁ । ଏକ ପାତ୍ରରେ ଦହି ନେଇ ନଡିଆ ଗୁଣ୍ଡର ଏକ ଚାମଚ ସେଥିରେ ମିଶାଇ ଦିଅନ୍ତୁ । ଦହି ଯେମିତି ସଜ ଦହି ହେଇଥିବ ସେଥିପ୍ରତି ଧ୍ୟାନ ଦେବେ ।

ଏହାପରେ ଦହି ଓ ନଡିଆ କତା ଗୁଣ୍ଡକୁ ଭଲ ଭାବେ ମିଶାଇ ଏହାର ଏକ ମିଶ୍ରଣ ତିଆରି କରନ୍ତୁ । ଅନେକ ଲୋକଙ୍କର ଅର୍ଶ ହୋଇଥିଲେ ରକ୍ତ ମଧ୍ୟ ପଡିଥାଏ । ତେଣୁ  ଏହାକୁ ଖାଇବା ଦ୍ଵାରା ଏହି କଷ୍ଟରୁ ଆରାମ ମିଳିଥାଏ । ଏହାକୁ ସେବନ କରିବା ପାଇଁ କିଛି ବିଶେଷ ନିୟମ ରହିଛି । ପ୍ରତିଦିନ ସକାଳୁ ଖାଲି ପେଟରେ ଏହାର ସେବନ କରନ୍ତୁ । ପ୍ରତିଦିନ ଏହି ମିଶ୍ରଣକୁ ତିଆରି କରି ଦିନକୁ ୩ ଥର ମାନେ ସକାଳେ, ଖରାବେଳେ, ସନ୍ଧ୍ୟାରେ ଏହାର ସେବନ କରିବାକୁ ପଡିବ ।

ଯଦି ଏହାକୁ ୨ ଦିନ ସେବନ କରିବା ପରେ ଏହାର ପ୍ରତିକାର ନ ହୁଏ ତେବେ ଦୁଇ ତିନି ଦିନ ଛାଡି ଦେଇ ପୁଣି ଥରେ ଏହାର ସେବନ କରିଲେ ଅର୍ଶ ରୋଗ ଭଲ ହୋଇଯାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ