ପୁରୀ ଶ୍ରୀମନ୍ଦିରର ଚତୁର୍ଥ ଦ୍ୱାରା ଖୋଲିଲେ, ବୁଡ଼ିଯିବ ପଣ୍ଡା ବଂଶ

ସ୍ତ୍ରୀ କ୍ଷେତ୍ରରେ ରାଗିଛନ୍ତି କାଳିଆ ଠାକୁର । ଚାରି ଦ୍ଵାରା ଏବେ ହୋଇଛି ମନା । ବ୍ୟାଘ୍ର ଦ୍ଵାରା ରୁଷିଛି ସିଂହଦ୍ଵାର ହସୁଛି । ହାତ ଠାରି ଡାକୁଥିବା ଜଗତର ନାଥ ଜଗନ୍ନାଥ କବାଟ କାହିଁକି ବନ୍ଦ କରିଛନ୍ତି ? ଚାରି ଦ୍ଵାର ଖୋଲିଗଲେ କଣ କିଛି ଅଘଟଣ ଘଟିବ କି ? ତେବେ ଦର୍ଶକ ବନ୍ଧୁ ମହାପୁରୁଷ ଙ୍କ ବାଣୀ ସତ୍ୟ ହେବା ତ ନିଶ୍ଚିନ୍ତ । କିନ୍ତୁ ଏତେ ଜଲ୍ଦି ଭବିଷ୍ୟବାଣୀ ସତ ହେବ ଆଉ କଳିଯୁଗ ଏତେ ଜଲ୍ଦି ସରିଯିବ କେହି କେବେ କଳ୍ପନା କରି ନ ଥିଲେ ।

କଳିଯୁଗର ଶେଷରେ ପୁରୀ ଶ୍ରୀ ମନ୍ଦିରରେ ହଜାର ହଜାର ବର୍ଷର ପରମ୍ପରା ହଜିଯିବ ବୋଲି ଯେଉଁ କଥା ରହିଥିଲା ତାହା ଏବେ ତ ଘଟି ଚାଲିଛି । ମହାପ୍ରଭୁ ଜଗନାଥ ରାଗିଛନ୍ତି ବୋଲି ଚାରି ଦ୍ଵାର ଏବେ ଭକ୍ତ ମାନଙ୍କ ପାଇଁ ବନ୍ଦ ରହିଛି । ଚାରି ଦ୍ଵାରା ଦେଇ ଭକ୍ତ ମାନେ ଦର୍ଶକ କରିବାକୁ ଆସନ୍ତୁ ବୋଲି କାହିଁକି ଚାହୁଁ ନାହାନ୍ତି ମହାପ୍ରଭୁ ? ମଣିଷର ଉଁ ପାପର କର୍ମ ଫଳ ପାଇଁ କବାଟ ବନ୍ଦ କରି ଦେଇଛନ୍ତି କାଳିଆ ଠାକୁର ।

ଭକ୍ତ ମାନଙ୍କୁ ନିଜ ପାଖକୁ ହାତ ଠାରି ଡାକୁଥିବା କାଳିଆ ସାଆନ୍ତ କଣ ପାଇଁ ଚାରି ଦ୍ଵାର ବନ୍ଦ କରି ଦେଇଛନ୍ତି । ଚାରି ଦ୍ଵାର ଖୋଲିଦେଲେ କଣ ମହା ପ୍ରଳୟ ମାଡି ଆସିବ କି ? ଚାରି ଦ୍ଵାରା ଖୋଲିଗଲେ କିଛି ଅଘଟଣ ଘଟିବ କି ? ହାତ ଗୋଡ ନାହିଁ ସିନା ଖୋଲିଛୁ ଚାରି ଦ୍ଵାରା ମୁଁ କେଉଁ ବାଟେ ଜୀବି କାହା କହିବାକୁ ଦୁଃଖ ମୋର ଏହି ଗୀତା ଟି ଏବେ ବଦଳି ଗଲାଣି ।

କାରଣ ଭକ୍ତଙ୍କ ପାଇଁ ଏବେ ଚାରି ଦ୍ଵାର ବନ୍ଦ ରହିଛି ନିଜର ଦୁଃଖ ଜଣାଇବା ପାଇଁ ଭକ୍ତ ମାନେ କେଉଁ ଦ୍ଵାରରେ ଯିବେ ବୁଝି ପାରୁ ନାହାନ୍ତି । ବ୍ୟାଘ୍ର ଦ୍ଵାରା ଏବେ ରାଗିଛି ଆଉ ହାତୀ ଦ୍ଵାର ଏବେ କାନ୍ଦୁଛି । ଆଉ ସିଂହଦ୍ଵାର ଖାଲି ହସୁଛି । ଅନ୍ୟ ସବୁ ଦ୍ଵାର ପୁରୀ ବାସୀ ଙ୍କ ପାଇଁ ବନ୍ଦ ରହିଛି । ଆଉ ଖାଲି ସିଂହଦ୍ଵାର ହିନ ଖୋଲା ରହିଛି ।

ତେଣୁ ଅନ୍ୟ 3 ଦ୍ଵାରା ମାନେ କଣ ଭୁଲ କରି ଦେଲେ ବୋଲି କାଳିଆ ସାଆନ୍ତ ଙ୍କ ପାଖରେ ଅଝଟ କରୁଛନ୍ତି କି ? ସବୁ ଦ୍ଵାର ରାଗିଛନ୍ତି ଏବେ ଚାରି ଆଡେ ଚହଳ ସୃଷ୍ଟି ହେଉଛି । କାରଣ ଏମିତି ଗୋଟେ ପରେ ଗୋଟେ ସଂକେତ ଦେଇ ଚାଲୁଛନ୍ତି ମହାପ୍ରଭୁ । ଯାହାକୁ ନେଇ ଭୟଭୀତ ହେଲେଣି ଭକ୍ତ ମାନେ ।

ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଚିଲ ବସିବା ଠାରୁ ଆରମ୍ଭ କରି ମନ୍ଦିର ଭିତରେ ରକ୍ତ ଚିଟା ଯାଏଁ ଅନେକ ଘଟଣାମାନ ଘଟି ସାରିଛି । ସହ ସହ ବର୍ଷ ଧରି ରହି ଆସୁଥିବା ଚେମେଣୀ ମାନେ ମନ୍ଦିର ଛାଡି ଯାଇ ଛନ୍ତି । ଆଉ ଏବେ ପୁରୀ ବାସୀଙ୍କ ପାଇଁ ଚାରି ଦ୍ଵାରା ବନ୍ଦ ରହିଛି । ତେବେ ଏହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।