ପୁଣି ଥରେ Sumit ଙ୍କ ପରିବାରକୁ ଲାଗିଲା ବଡ ଝଟକା, ଏ ନେଇ Tapaswini ଙ୍କ ଓକିଲ କଣ କହୁଛନ୍ତି ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରହ୍ମପୁର ସହର ମାମଲା ତପସ୍ଵିନୀ ଓ ଡାକ୍ତର ସୁମିତ ସାହୁଙ୍କ ଦାଂପତ୍ଯ ଜୀବନକୁ ନେଇ ଯେଉଁ କଳହ ଗତ ଦୁଇ ମାସ ହେଲା ଲାଗି ରହିଥିଲା ତାହାର କିଛି ମାତ୍ରା ରେ ସମାଧାନ ହୋଇଥିଲେ ମଧ୍ୟ ପୁଣି ଥରେ ସମସ୍ଯା ଦେଖା ଯାଇଛି । ଏ ନେଇ ତପସ୍ଵିନୀଙ୍କ ଓକିଲ ରାଏ ଦେଇଛନ୍ତି ଦୁହିଙ୍କର ମାମଲାର ଶୁଣାଣି ଆସନ୍ତା ୨୭ ତାରିଖ ଦିନ ରହିଲା । ଜଣେ ପୂର୍ଣ୍ଣ ପ୍ରାପ୍ତ ବୟସ୍କା ମହିଳାଙ୍କୁ ସେଲଟର ହୋମକୁ ପଠାଇବାର କୌଣସି ପ୍ରଭିଯାନ ନାହି ବୋଲି ତପସ୍ଵିନୀଙ୍କ ଓକିଲ କହିଛନ୍ତି ।

ସୂଚନା ଅନୁସାରେ ଡାକ୍ତର ସୁମିତଙ୍କ ମା ଓ ତାଙ୍କ ଗୋସେଇଁ ମା ତପସ୍ଵିନୀଙ୍କ ବିରୁଦ୍ଧରେ ଏକ ପିଟିସନ ଦାଖଲ କରିଥିଲେ । ଗତ ୧୦ ତରାଇଖରେ ସୁମିତଙ୍କ ମା ଓ ଗୋସେଇଁ ମା ପିଟିସନ ଦାଖଲ କରି ଉଲେଖ କରିଥିଲେ ଯେ ତପସ୍ଵିନୀଙ୍କୁ ସେଲଟର ହୋମକୁ ପଠାଯାଉ ଓ ତାଙ୍କୁ ଗଣ୍ଡୋଗୋଳ ନ କରିବା ପାଇଁ ନିର୍ଦେଶ ଦିଆଯାଉ । ଯାହାର ଆଜି ଶୁଣାଣି ହୋଇ ସାରିଛି । ଏହି ପିଟିସନ ଉପରେ କାଉଣ୍ଟର ହୀୟରିଙ୍ଗ ହୋଇଥିଲା ବୋଲି ତପସ୍ଵିନୀଙ୍କ ଓକିଲ କହିଛନ୍ତି । ଏ

ହା ନେଇ ମାନ୍ୟବର SDJM ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ଯେ ହେତୁ ଜିଲ୍ଲା ଜଜଙ୍କର ଆଦେଶ ରହିଛି ତପସ୍ଵିନୀ ତାଙ୍କର ଶ୍ଵଶୁର ଘରେ ହିଁ ରହିବେ । ଏହା ସହ ତପସ୍ଵିନୀ ଉଭୟ ପକ୍ଷ ପରିବାର ସହ କୌଣସି କଳହ କରିବେ ନାହି । ଏହା ବ୍ୟଥୀ କୋର୍ଟ ରାଏ ଦେଇଛି କି ଡାକ୍ତର ସୁମିତ ପ୍ରତେକ ମାସ ୧୦ ତାରିଖ ସୁଦ୍ଧା ତପସ୍ଵିନୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦେବେ ।

ଏହି ରାଏ କୁ ଆଧାର କରି ଓ ସେକ୍ସନ-୧୯ ଧାରା ଅନୁଯାୟୀ ଜଣେ ପୂର୍ଣ୍ଣ ପ୍ରାପ୍ତ ମହିଳାଙ୍କୁ ସେଲଟର ହୋମକୁ ପଠାଇବାର କୌଣସି ଆବଶ୍ୟକତା ନାହି । ତେଣୁ କୋର୍ଟ ଏହି ପିଟିସନକୁ ଖାରଚ କରିଛନ୍ତି । ଆସନ୍ତା ଜାନୁଆରୀ ୨୭ ତାରିଖରେ ମୂଳ ପିଟିସନ ଉପରେ ପୁଣି ଥରେ ଶୁଣାଣି ହେବ ବୋଲି ତପସ୍ଵିନୀଙ୍କ ଓକିଲ ରାଏ ଦେଇହକନ୍ତି । ତେବେ ଏହି ପରି ଭାବେ SDJM କୋର୍ଟ ସୁମିତଙ୍କ ମା ଓ ଜେଜେ ମା ଯେଉଁ ପିଟିସନ ଦାଖଲ କରିଥିଲେ ତାହା ଋଜେକ୍ଟ କରା ଯାଇଛି ।

ବର୍ତ୍ତମାନ ତପସ୍ଵିନୀ ନିଜ ପରିବାର ଲୋକଙ୍କ ସହ ହିଁ ରହିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।